ବନ୍ଧୁଗଣ ଆଜି ଆମ ୱେବସାଇଟ ରେ ଆଲୋଚନା କରିବା କିଛି ଆଇଏସ ପରୀକ୍ଷା ରେ ପଚରା ଯାଇଥିବା କଠିନ ପ୍ରଶ୍ନ ବିଷୟରେ ।
1. ପ୍ରଶ୍ନ – ଅଗ୍ନିରେ ଜଳି ନ ଥିବା ଏବଂ ପାଣିରେ ବୁଡ଼ି ନଥିବା କ’ଣ?
ଉତ୍ତର – ବରଫ
2. ପ୍ରଶ୍ନ – କେଉଁ ଦେଶରେ କେବଳ 40 ମିନିଟର ରାତି ହୁଏ?
ଉତ୍ତର: ନରୱେରେ କେବଳ 40 ମିନିଟର ରାତି ହୁଏ । ତେଣୁ ଏହାକୁ ମଧ୍ୟରାତ୍ରିର ସୂର୍ଯ୍ୟ ଦେଶ କୁହାଯାଏ ।
3. ପ୍ରଶ୍ନ- ଜଣେ ପୁରୁଷ ନିଜ ବିଧବା ସ୍ତ୍ରୀ ର ଭଉଣୀକୁ ବିବାହ କରିବା ସମ୍ଭବ କି?
ଉତ୍ତର: ନା, କାରଣ ସେହି ଲୋକଟି ମରିଯାଇଛି ।
4. ପ୍ରଶ୍ନ- ଜଣେ ବ୍ୟକ୍ତି 24 ଘଣ୍ଟାରେ କେତେ ଥର ନିଶ୍ୱାସ ନିଏ?
ଉତ୍ତର: 17 ରୁ 30 ହଜାର ଥର
5. ପ୍ରଶ୍ନ- ଭାରତରେ ପ୍ରଥମ ନୋବେଲ ପୁରସ୍କାର କିଏ ପାଇଛି?
ଉତ୍ତର: ରବୀନ୍ଦ୍ର ନାଥ ଟାଗୋରଙ୍କୁ ପ୍ରଥମେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।
6.ଏକ ଝିଅ କୁ ପଚାରଗଲା । ଯଦି ଆପଣଙ୍କ ବୟଫ୍ରେଣ୍ତ୍ କହେ କି ଚାକିରି ଛାଡିଦିଅ, ତାପରେ ଯାଇ ବାହାହେବି, ତେବେ କଣ କରିବେ ?
ଉତ୍ତର : ନିଜ ବୟଫ୍ରେଣ୍ତକୁ ମୋର ସମସ୍ୟା କଥା ପଚାରିବି, ଯଦି ସେ ନ ମାନେ ତେବେ ତାକୁ ହିଁ ଛାଡିଦେବି ।
7. ଏକ ଅଧ୍ୟୟନ ମୁତାବିକ ବର୍ଷର କେଉଁ ମାସରେ ଲୋକ ସବୁଠାରୁ କମ୍ ଶୋଇଥାନ୍ତି ?
ଉତ୍ତର : ଲୋକେ ଫେବୃୟାରୀ ମାସରେ ସବୁଠାରୁ କମ୍ ଶୋଇଥାନ୍ତି କାରଣ ଏହା ୨୮ ଦିନର ହୋଇଥାଏ ।
8. ଆପଣଙ୍କ ଜୋତାରେ କେତୋଟି ହୋଲ୍ ଅଛି ?
ଉତ୍ତର : ସେମିତି ସବୁ ଜୋତାରେ ହୋଲ୍ ସଂଖ୍ୟା ଅଲଗା ଅଲଗା ହୋଇଥାଏ, କିନ୍ତୁ ମୋର ଜୋତାରେ ହୋଲ୍ ସଂଖ୍ୟା ୧୨ ଅଟେ
9. ହିନ୍ଦୁ ଧର୍ମରେ ମାସ ଆରମ୍ଭ ଦିନକୁ କଣ କୁହାଯାଏ?
ଉତ୍ତର : ସଂକ୍ରାନ୍ତି
10. ଶିବ ପାନ କରିଥିବା ବିଷର ନାମ କଣ?
ଉତ୍ତର: ହଳା ହଳ ବିଷ
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।