Krishna Vani- ଧୋକେବାଜ ଜୀବନ ସାଥୀଙ୍କୁ କିପରି ବୁଦ୍ଧି ଶିଖେଇବେ ? ଯେମିତି ସେ ଆଉ କେବେ ବି କାହାକୁ ଧୋକା ଦେବନି…

ନମସ୍କାର ବନ୍ଧୁଗଣ, ଯେତେବେଳେ କେହି ଆମ ସହ ଛଳ କରିଥାଏ, ଆମ ପଛପଟେ ଆମକୁ ଧୋକା ଦେଇଥାଏ ତେବେ ଆପଣଙ୍କ ମନ କ୍ରୋଧ ଏବଂ ପ୍ରତିଶୋଧ ନିଆଁରେ ଜଳିଉଠେ । କାରଣ ଆପଣ ତାଙ୍କ ସହ ବାହୁତ ସମତା ବିତାଇ ଥାନ୍ତି ଯାହାଫଳରେ ଆପଣଙ୍କୁ ବହୁତ କଷ୍ଟ ହୁଏ । ଆପଣଙ୍କ ମନ ଦେହ ସବୁକିଛି ତାଙ୍କ ପାଇଁ ଆପଣ ନ୍ଵେଛାବର କରିଦେଇଥାନ୍ତି । ଏତେସବୁ କରିବା ପରେ ଯେବେ କେହି ଆମକୁ ଧୋକା ଦେଇଥାଏ ତ ବହୁତ କଷ୍ଟ ହୁଏ ।

ତେବେ ଆପଣ ଏପରି ଧୋକାବାଜ ଲୋକଙ୍କୁ କିଭଳି ଜବାବ ଦେବେ ଏବଂ ସବକ ଶିଖାଇବେ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ଭଲ ପାଉଥିବା ଲୋକଟି ଯେତେବଳେ ଆପଣଙ୍କୁ ଧୋକା ଦିଏ ଆପଣ ଏହି କଥା ଭାବିଥାନ୍ତି କି ନିଶ୍ଚୟ ଆପଣଙ୍କ ଭିତରେ କମି ଥିଲା । ଏବଂ ଆପଣ ବହୁତ ଏକୁଟିଆ ହୋଇଯାନ୍ତି । ତାଙ୍କୁ ମନେ ପକାଇ ଆପଣ ଆଖିରୁ ବହୁତ ଲୁହ ଗଡାଇଥାନ୍ତି । ତାଙ୍କ ଭାବନା ଆପଣଙ୍କ ପିଛା ଚାଡେ ନାହିଁ । ଆପଣ ତାଙ୍କୁ ବହୁତ ଭୁଲିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ବିଫଳ ହୁଅନ୍ତି ।

କିନ୍ତୁ ଆପଣଙ୍କ ଏଭଳି ଅବସ୍ତାର କୌଣସି ପ୍ରଭାବ ସାମ୍ନା ବାଲା ବ୍ୟକ୍ତି ଉପରେ ପଡିନଥାଏ । ସେ ଥରେ ମଧ୍ୟ ଆପଣଙ୍କ କଥା ଭାବିନଥାଏ । କିନ୍ତୁ ସେହି ଧୋକେବାଜ ମଣିଷର ଭାବନରେ କଷ୍ଟ ପାଇବା ଉଚିତ ନୁହେଁ । ଏହା ସେହି ସମୟ ହୋଇଥାଏ ଯେଉଁ ସମୟରେ ଆପଣଙ୍କୁ କିଛି ବନିକି ଦେଖାଇବାର ହୋଇଥାଏ ।

ଆପଣଙ୍କୁ ଏପରି ସଫଳତା ହାସଲ କରିବାର ଅଛି ଯେମିତି ସେହି ଧୋକେବାଜ  ବ୍ୟକ୍ତି ଆପଣଙ୍କ ପାଇଁ ସାରା ଜୀବନ ପସ୍ତାଇବା ଛଡା ଆଉ କିଛି ରାସ୍ତା ପାଇବେନି । ଯେଉଁ କମି ପାଇଁ ଆପଣଙ୍କୁ ସେ ଛାଡି ଯାଇଛି ତା ଠାରୁ ବହୁତ ଅଧିକ ଗୁଣରେ ଭଲ ହୋଇ ବାହାରିବାର ହୋଇଥାଏ । କେବଳ ସେହି ଧୋକେବାଜ ମଣିଷ ପାଇଁ ନୁହେଁ ବରଂ ଆପଣଙ୍କ ସମ୍ମାନ ଏବଂ ପରିବାର ଲୋକଙ୍କ ମାନ ମହତ ପାଇଁ ।

ଆପଣ ନିଜ ଜୀବନରେ ଆଗକୁ ବଢି କିଛି କରିବା ହିଁ ତାଙ୍କ ପାଇଁ ସବୁଠାରୁ ବଡ ସବକ ହୋଇଥାଏ । ସେ ଯେତେ ଥର ଆପଣଙ୍କୁ ଦେଖିବେ ସେତେଥର ପସ୍ତେଇବେ । ଏହା ହିଁ ଆପଣଙ୍କ ପାଇଁ ସବୁଠାରୁ ବଡ ଜିତ ହୋଇଥାଏ । ଧୋକେବାଜ ସାଥୀଙ୍କୁ ନା କିଛି ଖରାପ କହିବାର ଅଛି ନା ତାଙ୍କ ପ୍ରତି ଈର୍ଷା କରିବାର ଅଛି ।

ସେହି ଧୋକେବାଜ ମଣିଷର ଆଖି ସାମ୍ନାରେ ହିଁ ଏତେ କାବିଲ ବନିଯିବାର ଅଛି କି ସେ ଆପଣଙ୍କ କାବିଲ ହିଁ ରହିବ ନାହିଁ । ଆପଣଙ୍କ ଏହି ପ୍ରଚେଷ୍ଟା ଆପଣଙ୍କ ଆଖ ପାଖରେ ଥିବା ଲୋକଙ୍କ ପାଇଁ ପ୍ରେରଣା ବନିବ । ଏବଂ ଧୋକା ଦେଇଥିବା ଲୋକଙ୍କୁ ଏକ ସବକ ମିଳିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *