Vastu Tips- ଧନତେରସ ଦିନ କିଣି ଆଣନ୍ତୁ ଏହି 1 ଦୁର୍ଲଭ ଜିନିଷ ! ପୁରା ଘର ଧନରେ ଭରିଯିବ, ଘରକୁ ଆସିବେ ସ୍ଵୟଂ ମା’ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ । ପବିତ୍ର କାର୍ତିକ ମାସ ର ଅମାବାସ୍ୟା ତିଥି ରେ ଦୀପାବଳି ଆମବସ୍ୟା ପଡିଥାଏ । ଓ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ପର୍ବ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଇଥାଏ । ଏହି ଦିନ ସମୁଦ୍ର ମନ୍ଥନ ରୁ ଭଗବାନ ଧନନ୍ତରୀ ହାତ ରେ ଅମୃତ ର କଳସ ଧରି ପ୍ରକଟ ହୋଇଥିଲେ । ଭଗବାନ ଧନନ୍ତରୀ ଭଗବାନ ବିଷ୍ଣୁ ଙ୍କର ହିଁ ସ୍ୱରୂପ ଅବତାର ଅଟନ୍ତି ।

ଯେଉଁ ଘରେ ଧନତେରସ ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା ହୋଇଥାଏ, ସେହି ଘରେ ମା ଲକ୍ଷ୍ମୀ ସଂପୂର୍ଣ୍ଣ ବର୍ଷ ପର୍ଯ୍ୟନ୍ତ ବାସ କରିଥାନ୍ତି । ଏହି ଦିନ ଶୁଭ ମୂହୁର୍ତ୍ତ  ଦେଖି ପୂଜା ଅକରିବା ଦ୍ଵାରା ପୂଜାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁସାରେ ପ୍ରଦୋଷ କାଳ ରେ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ଦ୍ଵାରା ମା ଖୁବ ପ୍ରସନ୍ନ ହୋଇଥାନ୍ତି ।

ଚଳିତ ବର୍ଷ ଧନତେରସ ପୂଜାର ଶୁଭ ମୂହୁର୍ତ୍ତ 23 ଅକ୍ଟୋବର ସନ୍ଧ୍ୟା 05:44 ମିନିଟ ରୁ 06:05 ମିନିଟ ମଧ୍ୟ ରେ ରହିବ । କିନ୍ତୁ ବନ୍ଧୁଗଣ ପ୍ରଦୋଷ କାଳ ସନ୍ଧ୍ୟା 05:44 ମିନିଟ ରୁ ନେଇ 08:16 ମିନିଟ ପର୍ଯ୍ୟନ୍ତ ରହିବ । ପ୍ରଦୋଷ କାଳ ରେ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ଦ୍ଵାରା ପୂଜାର ଅଧିକ ଫଳ ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଧନତେରସ ଦିନ କିଛି ବିଶେଷ ଜିନିଷ କିଣି ଘରକୁ କିଣି ଆଣିବା ଦ୍ଵାରା ଘରେ ଧନ ଧାନ୍ୟ ର କେବେ ଅଭାବ ରହି ନଥାଏ । କିନ୍ତୁ ଏପରି ରେ କିଛି ଜିନିଷ ଏପରି ମଧ୍ୟ ରହିଛି ଯାହାକୁ କିଣି ଆଣିବା ଦ୍ଵାରା ଜୀବନରେ ଦରିଦ୍ରତା ପିଛା ଛାଡି ନଥାଏ ।

ଏହି ଦିନ ଘରକୁ ଲୁହା, ଷ୍ଟିଲ, ରସ, କାଚ ବା ପ୍ଲାଷ୍ଟିକ ର କୌଣସି ବାସନ ବା ଜିନିଷ କିଣି ଘରକୁ ଆଣିବା ଉଚିତ ହୋଇ ନଥାଏ । ଏହାଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ ଓ ତାହାସହ ଜୀବନରେ ରାହୁର ପ୍ରଭାବ ମଧ୍ୟ ଲାଗି ରହିଥାଏ ।

ଧନତେରସ ଦିନ ଯାନବାହନ ମଧ୍ୟ କିଣିବା ଉଚିତ ହୋଇ ନଥାଏ । ଏହି ଦିନ ସୁନା ଚାନ୍ଦି ବା ରୂପା ର ବସ୍ତୁ କିଣିବା ଖୁବ ଶୁଭ ହୋଇଥାଏ । ଏହି ଦିନ 3 ଟି ସଂଖ୍ୟା ରେ ଝାଡୁ କିଣିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଲୁଣ କିଣିବା ମଧ୍ୟ ଅତୟନ୍ତ ଶୁଭ ହୋଇଥାଏ । ଏହି ଦିନ ଘରକୁ ଧନିଆ କିଣିଆ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଧନିଆ ଧନ ର ପ୍ରତୀକ ହୋଇଥାଏ ।

ଏହି ଦିନ ଘରକୁ ହଳଦିଆ କଉଡି ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ତାହାସହ ଏହି ଦିନ ଯଦି ଘରକୁ ପଦ୍ମ ମଞ୍ଜି ଆଣି ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କର ଯାଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଆଲେଗ ତେବ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *