ନମସ୍କାର ବନ୍ଧୁଗଣ । ପ୍ରତ୍ୟେକ ବ୍ୟକ୍ତି ର ତା ଜୀବନ ରେ କିଛି ନା କିଛି କାମନା ରହିଥାଏ। ଏପରି ରେ ସେ ସବୁବେଳେ ତାର ସେହି କାମନା ଗୁଡିକୁ ଶୀଘ୍ର ଅତି ଶୀଘ୍ର ପୂରଣ କରିବାକୁ ଇଛା ମଧ୍ଯ କରିଥାଏ । କିନ୍ତୁ ବର୍ତ୍ତମାନ ର ମହଙ୍ଗା ସମୟରେ ଯେତେ ରୋଜଗାର କଲେ ମଧ୍ୟ ପରିବାର ପାଇଁ ଯଥେଷ୍ଟ ହେଉ ନାହିଁ । ଏପରି ରେ ସମସ୍ତେ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ନାନା ନାନା ଉପାୟ ମାନ ମଧ୍ୟ କରିଥାନ୍ତି ।
କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଜାଣନ୍ତି, ଆମ ଜୀବନରେ ବାସ୍ତୁଶାସ୍ତ୍ର ର ମଧ୍ୟ ଅନେକ ମହତ୍ୱତା ରହିଅଛି । ଆମ ଘରେ ବାସ୍ତୁ କିପରି ରହିଥାଏ, ତାହାର ପ୍ରଭାବ ଆମ ଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ । ଘରେ ଯଦି ବାସ୍ତୁ ଅନୁସାରେ ଜିନିଷ ପତ୍ର ଠିକ ଭାବରେ ନ ରଖା ଯାଏ, ଏପରି ରେ ଏହାର ନକରାତ୍ମକତା ଜୀବନରେ ମଧ୍ୟ ଦେଖିବାକୁ ମିଳେ ।
ତେଣୁ ଘରେ ପ୍ରତ୍ଯେକ ଜିନିଷ ଠିକ ଦିଗ ନିର୍ଣ୍ଣୟ କରି ଯଥା ସ୍ଥାନରେ ରଖିବା ଉଚିତ । ତାହାଛଡା ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ଦିନ ରାତିରେ କେବଳ ଏହି ଏକ କାମ କରିବା ଦ୍ଵାରା ଜୀବନରେ କୌଣସି ଧନ ଜନିତ ସମସ୍ଯା ରହି ନଥାଏ । କିଛି ବାସ୍ତୁବିତ୍ତ ଙ୍କ ଅନୁସାରେ ଆପଣ ପ୍ରତ୍ଯେକ ଦିନ ପାହାନ୍ତ ରୁ ଉଠି ଘରର ସେହି ସ୍ଥାନ କୁ ଚାଲି ଯାଆନ୍ତୁ ଯେଉଁ ଠାରୁ ଆପଣ ଘର ମଧ୍ୟ ରେ ରହି ମଧ୍ୟ ଖୋଲା ଆକାଶ କୁ ସଂପୂର୍ଣ୍ଣ ରୂପରେ ଦେଖି ପାରୁଥିବେ ।
ଏହି ଖୋଲା କସ ତଳେ ଛିଡା ହୋଇ ମାତା ଲକ୍ଷ୍ମୀ ଙ୍କୁ ଧ୍ୟାନ କରି ପ୍ରାର୍ଥନା କରନ୍ତୁ । ଓ ନିଜ ଜୀବନରେ ଥିବା ସମସ୍ତ ଅସୁବିଧା ବିଷ୍ୟ ରେ ମନ ଖୋଲି ଜଣାନ୍ତୁ । ଏହା ପରେ ନିଜ ହାତ ର ପାପୁଲି କୁ ନିଜ ମୁଖରେ ସ୍ପର୍ଶ କରନ୍ତୁ । ଏପରି କରିବା ଦ୍ଵାରା ମାତ୍ର କିଛି ଦିନ ରେ ହିଁ ଆପଣ ଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଗୁଡିକ ସମାଧାନ ହୋଇଯିବ । ଏବଂ ମା ଲକ୍ଷ୍ମୀ ଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।
ତାହାଛଡା ବନ୍ଧୁଗଣ ନିଜ ଘରର ଠାକୁର ଘରେ ମଧ୍ୟ ଆପଣ କିଛି ପରିବର୍ତ୍ତନ କରନ୍ତୁ । ମାତା ଲକ୍ଷ୍ମୀ ଉତାର ଦିଗ ରେ ବାସ ଅକରିଥାନ୍ତି । ତେଣୁ ଘରର ଠାକୁର ଘକୁ ଉତ୍ତର ଦିଗ ରେ ସ୍ଥାପନା କରନ୍ତୁ । କିମ୍ବା ଠାକୁର ଘରର ଉତ୍ତର ଦିଗ ରେ ମାତା ଲକ୍ଷ୍ମୀ ଙ୍କର କୌଣସି ଫୋଟୋ କିମ୍ବା ମୂର୍ତ୍ତି କୁ ଅନାଇ ସ୍ଥାପନା କରନ୍ତୁ ।
ଏହା ଦ୍ଵାରା ଘରର ଉତ୍ତର ଦିଗ ସକ୍ରିୟ ହୋଇଥାଏ । ଓ ଘରକୁ ଧନ ଆକର୍ଷିତ ହୋଇ ଆସିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତାହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ