ଧନପ୍ରାପ୍ତିର ସହଜ ଉପାୟ, ପଢନ୍ତୁ ଆଜିର 20 ଟି Anuchinta

୧- କେବେ ଅଇଁଠା କୁ ଛାଡ଼ନ୍ତୁ ନାହିଁ କିମ୍ବା ସାଇତି ରଖନ୍ତୁ ନାହିଁ।ଏହା ଏକ ଖରାପ ଏବଂ ଅଶୁଭ ଅଟେ ଏପରି କରିବା ଉଚିତ ନୁହେଁ। ୨- ନିଜର ଠାକୁର ଘରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ରେ ଝୁଣା ଧୂପ ଦିଅନ୍ତୁ ଅଥବା କର୍ପୂର ଆଳତୀ କରନ୍ତୁ। ଏହା କରିବା ଦ୍ୱାରା ଅଶୁଭତ୍ୱ ଦୁର ହୋଇଥାଏ। ୩- ଯଦି ବିରାଜି ଘରେ ପିଲା ଜନ୍ମ କରେ କିମ୍ବା ମାଙ୍କଡ଼ ଫଳ ଖାଇ ସାରିବା ପରେ ତାର ଚୋପା କୁ ଘରର ସାମ୍ନା ରେ ଫୋପାଡ଼ି ଦିଏ ତେବେ ଶୁଭ ସମୟ ର ଆଗମନ ର ସୂଚନା ମିଳିଥାଏ।


୪- ଠାକୁର ପୂଜା କରିବା ସମୟରେ ଯଦି ଅତିଥି ଆସି ଦୁଆର ମୁହଁରେ ଡାକନ୍ତି କିମ୍ବା ଝିଟିପିଟି ସତ ସତ ଶବ୍ଦ କରେ ତେବେ ସେହି ଦିନଟି ଶୁଭ ହୋଇଥାଏ।

୫- ଭାତ ପରସିବା ପରେ ହାଣ୍ଡିକୁ ପୁରା ଖାଲି କରିବା ଉଚିତ ନୁହେଁ ଏବଂ ରୁଟି ପରସିବା ପରେ ରୁଟି ରଖୁଥିବା ଜାଗାକୁ ଖାଲି ରଖନ୍ତୁ ନାହିଁ।ଏହା କରିବା ଅଶୁଭ ଅଟେ ତେଣୁ କିଛି ଖାଦ୍ୟ ସେହି ପାତ୍ର ରେ ରଖିଦେବା ଉଚିତ।


୬- ମଙ୍ଗଳବାର ଦିନ ଟଙ୍କା କରଜ ଆଣନ୍ତୁ ନାହିଁ। କିନ୍ତୁ କରଜ ଟଙ୍କା ସୁଝିବା ବହୁତ ଶୁଭ ହୋଇଥାଏ।

୭- ଅମାବାସ୍ୟା ଦିନ ଘର ସଫା କରି ଯାହା ଅଦରକାରୀ ଜିନିଷ କୁ ଫୋପାଡ଼ି ଦେବା ଉଚିତ ଅଟେ।ଏହା ଦ୍ୱାରା ଘରେ ସକରାତ୍ମକ ଉର୍ଜା ବାସ କରିଥାଏ।

୮- ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଘରୁ ବାହାରିବା ବେଳେ ଦ୍ୱାର ବନ୍ଧ ଆରପଟେ ବାମ ପାଦ ଦେଇ ଯାତ୍ରା କରିବେ ଏବଂ ଅନ୍ୟ ବାର ଦିନ ଦକ୍ଷିଣ ପାଦ ଦେଇ ଯାତ୍ରା କରନ୍ତୁ ଶୁଭ ହୋଇଥାଏ।


୯- ଟଙ୍କା ଗଣିବା ବେଳେ ବାହାର ପଟୁ ନିଜ ଆଡକୁ ଗଣନ୍ତୁ ଏବଂ ଟଙ୍କା ରେ ଛେପ ଲଗାଇ ଗଣିବା ଉଚିତ ନୁହେଁ।ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ଧନ ହାନି ମଧ୍ୟ ହୋଇଥାଏ।

୧୦- ରାତିରେ ମୁଣ୍ଡ କୁଣ୍ଡାଇ ନାହିଁ ଏବଂ ଦାନ୍ତ ରେ ନଖ ଛିଡାନ୍ତୁ ନାହିଁ। ଏହା କରିବା ଦ୍ୱାରା ଅଶୁଭ ହୋଇଥାଏ ଏବଂ ଧନ ହାନି ମଧ୍ୟ ହୋଇଥାଏ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *