Vastu Tips- ଏହା ଅଟେ ଧନ ନାଶ କରୁଥିବା 5 ଟି ଗଛ, ଯଦି ଘର ସାମ୍ନାରେ ଅଛି ତୁରନ୍ତ ଓପାଡି ଫୋପାଡି ଦିଅନ୍ତୁ, ହୋଇଥାଏ ଅଶୁଭ…

ବନ୍ଧୁଗଣ, କୌଣସି ଗୃହ ର ବାସ୍ତୁ କୁ ସଠିକ ରଖିବା ନିମନ୍ତେ ତାହା ଆଖ ପାଖ ର ବାତାବରଣ ର ସଠିକ ରହିବା ଆବଶ୍ୟକ ଅଟେ । ଏବଂ ଯଦି ବାତାବରଣ କୁ ସଠିକ ରଖିବାର ଅଛି ତେବେ ବୃକ୍ଷଲତା ରହିବା ଆବଶ୍ୟକ ଅଟେ । ଗଛଲତା ର ମହତ୍ଵ ପ୍ରକୃତି କୁ ସନ୍ତୁଳିତ ରଖିବା ସହିତ ମାନବ ନିମନ୍ତେ ମଧ୍ୟ ମହତ୍ଵପୂର୍ଣ୍ଣ ଅଟେ । ଧନ ଏବଂ ଐସ୍ଵର୍ଜ୍ୟର ପ୍ରାପ୍ତି ନିମନ୍ତେ ନିଜ ଘରେ ଏହି ଗଛ କୁ ନିଶ୍ଚିତ ଭାବରେ ଲଗାଇବା କଥା ତେବେ ଆସନ୍ତୁ ଜାଣିବା ସେହି ଗଛଲତା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧;- ଅଶୋକ ବୃକ୍ଷ, ଏହି ବୃକ୍ଷ କୁ ଯଦି ଘରର ଉତ୍ତର ଦିଗ ରେ ଲଗାଯାଏ ତେବେ ଏହାର ଅତ୍ୟନ୍ତ ଶୁଭ ପ୍ରଭାବ ପ୍ରାପ୍ତ ହୋଇଥାଏ । ଏହି ବୃକ୍ଷ କୁ ପରିସର ଅଥବା ଘରେ ଲଗାଇବା ଦ୍ଵାରା ଅନ୍ୟ ସବୁ ଅଶୁଭ ବୃକ୍ଷ ମାନଙ୍କର ଦୋଷ ନଷ୍ଟ ହୋଇଯାଇଥାଏ ।

୨;- କଦଳୀ ବୃକ୍ଷ, ଘର ଅଥବା କୌଣସି ପ୍ରତିଷ୍ଠାନ ରେ କଦଳୀ ଗଛ ଲଗାଇବା ଶୁଭ ହୋଇଥାଏ । ଏହି ବୃକ୍ଷ କୁ ଯଦି ଇଶାଣ କୋଣ ରେ ଲଗାଯାଇଥାଏ ତେବେ ଆହୁରି ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏବଂ ଯଦି କଦଳୀ ଗଛ ସମୁଖରେ ତୁଳସୀ ଗଛ ଲଗାଯାଇଥାଏ ତେବେ ଅଧିକ ଶୁଭଫଳ ପ୍ରାପ୍ତ ହୋଇଥାଏ ।

୩;- ଅରଖ ଗଛ, ଏହି ଗଛ ବାସ୍ତୁ ଶାସ୍ତ୍ର ର ସିଦ୍ଧାନ୍ତ ଅନୁସାରେ ଏହାକୁ ଘରର ସୀମା ରେ ଲଗାଇବା ଅଶୁଭ ହୋଇଥାଏ । ମାତ୍ର ଏହା ଯଦି ଘର ସୀମା ରେ ଆପେ ଆପେ ଉଠିଯାଏ ତେବେ ଏହାକୁ ଓପାଡିବା କଥା ନୁହେଁ । ହଳଦୀ, ଅକ୍ଷତ ତଥା ଜଳରେ ଏହାର ପୂଜା କରିବା ଆବଶ୍ୟକ ।

୪;- ଅମୃତଭଣ୍ଡା, ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛ ଘରେ ଲଗାଇବା କଥା ନୁହେଁ । ଏହା ଅଶୁଭ ଫଳ ଦାୟକ ହୋଇଥାଏ । ଯଦି ଏହି ଗଛ ଆପେ ଆପେ ଉଠିଯାଏ ତେବେ ଆରମ୍ଭରୁ ଏହାକୁ ଖୋଳି ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରାଯାଇଥାଏ ।

୫;- ନଡିଆ ଗଛ, ଏହି ଗଛ ଯଦି ଘରର ସୀମା ରେ ଲଗାଇଯାଏ ତେବେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଘରର ସୀମାରେ ଏହି ବୃକ୍ଷ ର ହେବା ଦ୍ଵାରା ସେହି ଘରର ମାନ ସନ୍ନମାନ ତଥା ଉନ୍ନତି ରେ ବୃଦ୍ଧି ହୋଇଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *