Health Tips- ଲିଭର ସମସ୍ଯା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 10 ଜିନିଷ, ହୋଇଥାଏ ବିଷ ସମାନ

ବନ୍ଧୁଗଣ, ଯେଉଁ ମାନଙ୍କୁ ଫ୍ୟାଟି ଲିଭର ର ପ୍ରୋବ୍ଲେମ ରହିଅଛି ସେମାନଙ୍କୁ ୧୦ ଟି ଜିନିଷ ଠାରୁ ଦୂରେଇ ରହିବାର ଅଛି ଅର୍ଥାତ ଏହି ୧୦ ଟି ଜିନିଷ ଆଦୌ ଖାଆନ୍ତୁ ନାହିଁ । ଲିଭର ର କାର୍ଯ୍ୟ ହେଉଛି ଖାଦ୍ୟ କୁ ପଚାଇବା ଏହା ଫିଲ୍ଟର ଭଳି କାର୍ଯ୍ୟ କରିଥାଏ । ଯଦି ଆମ୍ଭର ଲିଭର କାମ କରି ନଥାଏ, ତେବେ ଯଦି ଆମ୍ଭେ ହେବି ଫୁଡ ଖାଇବା ତେବେ ତାହା ସଂପୂର୍ଣ୍ଣ ଭାବରେ ଡାମ-ଏଜ ହୋଇଯାଇଥାଏ ।

ତାହା ଅତ୍ୟଧିକ ଖରାପ ହୋଇଯାଇଥାଏ । ଏଥିପାଇଁ ଆପଣ ମାନଙ୍କୁ ଏହିସବୁ ଜିନିଷ ଖାଇବା କଥା ନୁହେଁ । ୧- ଆପଣଙ୍କୁ ଚୀନାବାଦାମ ଖାଇବା କଥା ନୁହେଁ, ଏହା ବହୁତ କ୍ଷତି କାରକ ହୋଇଥାଏ । ୨- ଏହା ବ୍ୟତୀତ ଆଳୁ ଖାଇବା କଥା ନୁହେଁ । ୩- ଭେଣ୍ଡି ମଧ୍ୟ ଖାଇବା କଥା ନୁହେଁ । ୪- ନଡିଆ ଭଳି ଭାରି ଜିନିଷ ମଧ୍ୟ ଖାଇବା ଉଚିତ ନୁହେଁ । ଆପଣ ନଡିଆ ପାଣି ସେବନ କରି ପାରିବେ । ୫- କଦଳୀ ଖାଇବା ଉଚିତ ନୁହେଁ । ଏହାକୁ ଖାଇବା ମଧ୍ୟ ବହୁତ ହେବି ମାନାଯାଇଥାଏ ।

୬- ଏହା ବ୍ୟତୀତ କୌଣସି ପ୍ରକାରର ଆଚାର ତଥା ଖଟା ର ସେବନ କରିବା ଉଚିତ ନୁହେଁ । ୭- ଫ୍ୟାଟି ଲିଭର ହେଉ ଅଥବା ଲିଭର ପ୍ରୋବ୍ଲେମ ଦହି ଖାଇବା କଥା ନୁହେଁ । ଦହି ଖାଇବା ଦ୍ଵାରା ଏହି ପ୍ରୋବ୍ଲେମ ଅଧିକ ବଢିଯାଇଥାଏ । ୮- ଯେଉଁ ମାନଙ୍କୁ ଲିଭର ପ୍ରୋବ୍ଲେମ ଅଛି ମୂଳା ଭଳି ଜିନିଷ ମଧ୍ୟ ଆଦୌ ଖାଇବା କଥା ନୁହେଁ । ୯- ଏହା ବ୍ୟତୀତ କୋଳଥ ଡାଲି ମଧ୍ୟ ଖାଇବା କଥା ନୁହେଁ ।

୧୦- ବରଫ ସହିତ ଜଡିତ ହୋଇ ଥିବା କୌଣସି ଜିନିଷ ଖାଇବା କଥା ନୁହେଁ । ଏହିଭଳି ୧୦ ଟି ଜିନିଷ ରହିଅଛି ଯାହାକୁ ଲିଭର ପ୍ରୋ-ବ୍ଲେ-ମ ରହିଅଛି ସେମାନଙ୍କୁ କେବେ ମଧ୍ୟ ଖାଇବା କଥା ନୁହେଁ । ଆପଣଙ୍କ ଶରୀର ସୁରକ୍ଷା କେବଳ ଆପଣଙ୍କ ହାତରେ ଅଛି ।

ଯେଉଁ ଭଳି ଭାବରେ ଆପଣ ନିଜ ଶରୀରର ଯତ୍ନ ନେବେ ଆପଣ ସମାଜରେ ଜଣେ ସୁସ୍ଥ ବ୍ୟକ୍ତି ଭାବରେ ପରିଗଣିତ ହେବେ । ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ହେବ ନାହିଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *