Vastu Shastra- ଏହି ୧୦ ଟି ଜୀବଜନ୍ତୁ ଘରକୁ ଆସୁଥିଲେ ଜାଣନ୍ତୁ ଶୁଭ ଓ ଅଶୁଭ ସଂକେତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଚାରିପାଖରେ ଥିବା ସମସ୍ତ ପଦାର୍ଥ ଆମକୁ କିଛି ନା କିଛି ତଥ୍ୟ ପ୍ରଦାନ କରିଥାନ୍ତି । ସମସ୍ତ ପଶୁପକ୍ଷୀଙ୍କ ଆମ ଜୀବନରେ ମହତ୍ଵ ରହିଥାଏ । ସେଥି ମଧ୍ୟରୁ କିଛି ଏପରି ପଶୁପକ୍ଷୀ ଅଛନ୍ତି । ଯେଉଁମାନଙ୍କୁ ଆପଣଙ୍କ ଘର ସାମ୍ନାରେ ଦେଖିବା ଦ୍ଵାରା ଆପଣ ଜାଣିପାରିବେ ଆପଣଙ୍କ ଆଗାମୀ ଭବିଷ୍ୟତରେ କ’ ଣ ଘଟିବା ପାଇଁ ଯାଉଛି । ଆପଣ ଆଜି ସେହି ଭଳି କିଛି ପଶୁପକ୍ଷୀ ବିଷୟରେ ଜାଣିବାକୁ ପାଇବେ ।

ଯେଉଁମାନଙ୍କୁ ଆପଣ ଘର ଆଖ ପାଖରେ ଦେଖିଲେ ଆପଣଙ୍କୁ କିଭଳି ସୂଚନା ମିଳିଥାଏ । ଯେଉଁ ଘରେ ବିରାଡି କଳି କରୁଥିବାର ଦେଖିବେ । ସେହି ଘରେ ଝଗଡା ଲାଗିବାର ସମ୍ଭାବନା ଥାଏ । ଯେଉଁ ଘରେ ବିଲେଇମାନେ ସର୍ବଦା କଳି କରିଥାନ୍ତି । ସେହି ଘର ପରିବାର ସଦସ୍ୟଙ୍କ ଭିତରେ ସବୁବେଳେ ମନ ମତାନ୍ତର ଦେଖିବାକୁ ମିଳିଥାଏ । ଯେଉଁ ଘର ସାମ୍ନାରେ ଗାଇଟି ଆସି ବୋବାଳି ଛାଡିଥାଏ । ଏହା ଅତ୍ୟନ୍ତ ହିଁ ଶୁଭ ସୁଚନା ଦେଇଥାଏ ।

ସେହି ଘରେ ବହୁତ ଶୀଘ୍ର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । କୁକୁର କାନ୍ଦିବା ଏକ ଅଶୁଭ ସଂକେତ ହୋଇଥାଏ । ଯଦି କାହା ଘର ପାଖରେ କୁକୁର କାନ୍ଦିଥାଏ । ସେହି ଘର ଉପରେ କୌଣସି ବିପତ୍ତି ପଡିବାର ସମ୍ଭାବନା ଦେଇଥାଏ । ଏହି ବିପତ୍ତି ମୃତ୍ୟୁକୁ ସୂଚିତ କରିଥାଏ । କଳା ପିମ୍ପୁଡି ଦଳବଦ୍ଧ ହେବାର ଦେଖିଲେ । ଘରର ଐଶ୍ଵର୍ଯ୍ୟ ବଢିଥାଏ । ଯଦି କଳା ପିମ୍ପୁଡୀ ଏକ ଧାଡି ବାନ୍ଧି ଯିବାର ଦେଖିବାକୁ ପାଇବେ ।

ତେବେ ଘରେ ମତାନ୍ତର ସୃଷ୍ଟି ହୋଇଥାଏ । ଘରେ ନାଲି ପିମ୍ପୁଡୀ ଦେଖିଲେ । ଏହା ଘରେ ଝଗଡା ଲାଗିବାର ସୂଚନା ଦେଇଥାଏ । ଯଦି ଘର ଉପରେ କିମ୍ବା ଘର ଆଖପାଖରେ ମୟୂର ଦେଖିଥାନ୍ତି । ତେବେ ଏହା ଶୁଭ ସଂକେତ ହୋଇଥାଏ । ବହୁତ ଶୀଘ୍ର ଆପଣ ବହୁତ ବଡ ଖୁସି ଖବର ଶୁଣିବାକୁ ପାଇବେ । ଘରେ ବିଛା ଗୋଟିଏ ଧାଡିରେ ଯିବାର ଦେଖିବେ ।

ତେବେ ଆପଣଙ୍କ ଘରୁ ମା ଲକ୍ଷ୍ମୀ ଯିବାର ସୂଚନା ମିଳିଥାଏ ।ହଳଦିଆ ବିଛା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଘରେ ହଳଦିଆ ବିଛା ଦେଖିବାକୁ ପାଆନ୍ତି । ତେବେ ଘରେ ଧନ ବଢିଥାଏ । ଚୁଚୁନ୍ଦ୍ରା ମଧ୍ୟ ଏକ ଶୁଭ ପ୍ରାଣୀ ଅଟେ । ଘରେ ଚୁଚୁନ୍ଦ୍ରା ଦେଖିବାକୁ ମିଳିଲେ । ଆପଣ ଜାଣିଯିବେ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ପ୍ରବେଶ ହୋଇଛନ୍ତି । କୋଇଲି ଘର ପାଖରେ ଉଡିବା କିମ୍ବା ଛାତ ଉପରେ ବସିଲେ । ଏହା ଘରର ଉନ୍ନତି ହୋଇଥାଏ ।

ଯଦି କୋଇଲି ଓ ପେଚା ଏକା ସାଙ୍ଗରେ ଛାତ ଉପରେ ବସିଥିବାର ଦେଖିବେ । ତେବେ ଘର ପାଇଁ ମଙ୍ଗଳ ହୋଇନଥାଏ । ଆହତ ହୋଇଥିବା ପକ୍ଷୀ ଯଦି ଘର ପାଖରେ ପଡେ । ତେବେ ଏହା ଅଶୁଭ ସଂକେତ ହୋଇଥାଏ । ଏହା ଘରେ ଏକ ଦୁର୍ଘଟଣା ଘଟିବାର ସୂଚନା ଦେଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର  କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *