ଦରିଦ୍ରତା ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୯ ଟି ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ତ ହୋଇଯାନ୍ତୁ ସାବଧାନ- Vastu Tips

ନମସ୍କାର ବନ୍ଧୁଗଣ ଆମ ଘରେ ଛୋଟ ରୁ ଛୋଟ ହେଉଥିବା ଘଟଣା ମାନଙ୍କ ମଧ୍ୟ ରେ କୌଣସି ନା କୌଣସି ସଙ୍କେତ ଲୁଚି ରହିଥାଏ ।

ଏହି ସଙ୍କେତ କୁ ଯଦି ଆମେ ଜାଣି ପାରିବା ତେବେ ଆମେ ଆମ ଭବିଷ୍ୟତ କୁ ମଧ୍ୟ ସୁଧାରିବା ପାଇଁ ଚେଷ୍ଟା କରି ପାରିବୁ। ଏବଂ ଆସୁଥିବା ସମସ୍ତ ଅସୁବିଧା ଏବଂ ସମସ୍ୟା ମାନଙ୍କ ଠାରୁ ମଧ୍ୟ ବଞ୍ଚି ପାରିବା।

ଘରେ ଯେତେବେଳେ ଦରିଦ୍ରତା ଏବଂ ଗରିବୀ ଆସୁଥାଏ। ତେବେ ଘରେ ଛୋଟ ଛୋଟ କଥା ଆମକୁ ସୁଚିତ କିମ୍ବା ସଙ୍କେତ ମଧ୍ୟ ଦେଇ ଥାଏ। ଆଜି ଆମେ ଆପଣଙ୍କୁ କହିବୁ କି ଗରିବୀ ଏବଂ ଦରିଦ୍ରତା ଆସିଲେ କେଉଁ କେଉଁ ସବୁ ସଙ୍କେତ ଦେଖା ଯାଏ। ଏବଂ ତାକୁ ଆମେ କେଉଁ ଭଳି ଭାବେ ଜାଣି ପାରିବା ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ।

୧- ପ୍ରଥମ ଲକ୍ଷଣ ହେଉଛି ଯଦି ଆମ ଘରେ କୌଣସି ଅସୁବିଧା କିମ୍ବା ଦୁଃଖ କଷ୍ଟ ଆସିବାର ଥାଏ ତେବେ ପ୍ରଥମେ ଏହାର ପ୍ରଭାବ ତୁଳସୀ ଗଛ ଉପରେ ହୋଇ ଥାଏ। ତୁଳସୀ ଗଛ ଏକଦମ ଶୁଖି ଯାଇଥାଏ। ଯାହା ଦ୍ୱାରା ଜାଣି ପାରିବେ କି ଆପଣଙ୍କ ଘରେ ଦରିଦ୍ରତା ଏବଂ ଅସୁବିଧା ଆସିବାର ଅଛି।

୨- ଦ୍ୱିତୀୟରେ ହେଉଛି ଖାଦ୍ୟ ପଦାର୍ଥ ରେ କଳା ପିମ୍ପୁଡ଼ି ହୋଇ ଯିବା। ଯଦି ଆପଣଙ୍କ ଘରେ ଆପଣଙ୍କ ଖାଦ୍ୟ ପଦାର୍ଥ ରେ କଳା ପିମ୍ପୁଡ଼ି ହୋଇଯାଏ ତେବେ ଏହା ଆପଣଙ୍କ ଘରେ ଆସୁଥିବା ଅସୁବିଧା ଏବଂ ସମସ୍ୟା ପ୍ରତି ସଙ୍କେତ କରିଥାଏ।

୩- ତୃତୀୟ ରେ ହେଉଛି ଆପଣଙ୍କ ଘରେ ଲାଗିଥିବା ଗଛ କି କେବେ ଶୁଖିବାକୁ ଦିଅନ୍ତୁ ନାହିଁ। କାରଣ ଗଛ ଏବଂ ତାର ପତ୍ର ଶୁଖି ଗଲେ ଆପଣଙ୍କ ଘରେ ଅସୁବିଧା ଏବଂ ସମସ୍ୟା ମାମ ଦେଖା ଯାଏ। ଏବଂ କରଜ ମଧ୍ୟ ବଢ଼ିଥାଏ। ତେଣୁ ଗଛ ପତ୍ର କୁ ସର୍ଵଦା ପାଣି ଦେବା ଉଚିତ।

୪- ଚତୁର୍ଥ ରେ ହେଉଛି ଘରେ ଝାଡୁ କୁ ଲକ୍ଷ୍ମୀ ବୋଲି ମାନି ନିଆ ଯାଏ। ତେଣୁ କେବେବି ଝାଡୁ ଉପରେ ଗୋଡ଼ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଆପଣଙ୍କ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।ଏବଂ ଝାଡୁ କୁ ସର୍ଵଦା ତଳେ ଶୋଇ କରି ରଖିବା ଉଚିତ ଏବଂ ଝାଡୁ କୁ କେବେ ଏଠି ସେଠି ଫୋପାଡ଼ି ବା ଉଚିତ ନୁହେଁ।ଏବଂ ରାତ୍ରି ସମୟରେ କେବେବି ଝାଡୁ କରିବା ଉଚିତ ନୁହେଁ।

୫- ପଞ୍ଚମ ରେ ହେଉଛି ଘରେ କ୍ଷୀର ଉତୁରିଲେ ଆପଣଙ୍କ ଘରେ ଖର୍ଚ୍ଚ ଅଧିକ ବଢ଼ିଯାଏ ଏଵଂ ବେମାରି ମଧ୍ୟ ଦେଖାଯାଏ। ଏହା ଛଡା ଧନ ର ଅଭାବ ମଧ୍ୟ ଦେଖା ଯାଏ। ଏବଂ ଘରେ କଳହ ଲାଗିଥାଏ।

୬- ଷଷ୍ଠ ରେ ହେଉଛି ଆପଣ ଯଦି କୌଣସି କାମ ପାଇଁ ବାହାର କୁ ଯାଇଛନ୍ତି ଏବଂ ଘରେ ଆସିଲା ବେଳେ ପ୍ରଥମେ ଝିଟିପିଟି କୁ ଦେଖନ୍ତି ତେବେ ଆପଣଙ୍କ ର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି।

୭- ସପ୍ତମ ରେ ହେଉଛି ଆପଣଙ୍କ ନୂତନ ଘରେ ଯଦି ମଲା ଝିଟିପିଟି ଦେଖା ଯାଏ ତେବେ ଏହା ବହୁତ ଅଶୁଭ ତେଣୁ ପୂଜା ପାଠ କରିବା ଉଚିତ। ଝିଟିପିଟି ଯଦି ଆପଣଙ୍କ ମୁହରେ ପଡେ ତେବେ ଏହା ଖୁସିର ସଙ୍କେତ। କିନ୍ତୁ ମୁଣ୍ଡ କିମ୍ବା ଚୁଟି ରେ ପଡିଲେ ଏହା ଜୀବନ ରେ ଭାରି ସଙ୍କଟ ଏବଂ ସମସ୍ୟା ଆସିବାର ସଙ୍କେତ।

୮- ଅଷ୍ଟମ ରେ ହେଉଛି ଯଦି ଆପଣଙ୍କ ବାମ ଆଖି ଡେଉଁଛି ତେବେ ଏହା ଶୁଭ ସଙ୍କେତ ଏବଂ ଯଦି ଆପଣ ଙ୍କ ଡାହାଣ ଆଖି ଡେଉଁଛି ତେବେ ଏହା ଅଶୁଭ ବୋଲି କୁହାଯାଏ।

୯- ନବମ ରେ ହେଉଛି ଯଦି କୌଣସି କାଉ କୌଣସି ସ୍ତ୍ରୀ ଉପରେ ବସେ ତେବେ ତାର ସ୍ୱାମୀ ଉପରେ କୌଣସି ବିପଦ ଆସିବାର ଅଛି। ସମୟ କେବେବି ଏକା ଭଳି ରୁହେ ନାହିଁ ଖରାପ ସମୟ ଆସିଲେ ଭଲ ସମୟ ବି ଆସିବ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *