10 ଜୁଲାଇ 2021 ଶନିବାର, ଆଜିର ରାଶିଫଳ- ଗ୍ରହାରାଜ ଶନିଶ୍ଚରଙ୍କ କୃପା ରହି ଏହି ୫ଟି ରାଶି ଉପରେ, କଷ୍ଟ ଓ ପରିଶ୍ରମର ପୁରା ଫଳ

ମେଷ

ଆଜି ଆପଣଙ୍କ ମନ ଅଶାନ୍ତ ରହିବ । ପାରିବାରିକ ସମସ୍ୟାରେ ଚିନ୍ତିତ ରହି ପାରନ୍ତି । କାର୍ଯ୍ୟ କ୍ଷତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଘର ପରିବାରର ବାତାବରଣ ସୁଖମୟ ରହିବ । ଆତ୍ମବିଶ୍ଵାସ ଓ ମନୋବଳ ବନି ରହିବ । ସରକାରୀ କାର୍ଯ୍ୟ ସମୟ ପୂର୍ବରୁ ପୁରା ହେବ ନାହିଁ । ଆପଣ ନିଜର ବ୍ୟକ୍ତିତ୍ବ ଦ୍ଵାରା ଅନ୍ୟ ବ୍ୟକ୍ତିକୁ ଆକର୍ଷଣ କରି ପାରିବେ । ଭାବନାରେ ବହି ନିଷ୍ପତି ନିଅନ୍ତୁ ନାହିଁ । ବରିଷ୍ଠ ଲୋକମାନଙ୍କ ଉପଦେଶ ନିଅନ୍ତୁ । ଗାଡି ଓ ମେସିନାରୀ କାର୍ଯ୍ୟ କରିବା ସମୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଶାରୀରିକ ଓ ମାନସିକ କ୍ଷତି ହୋଇପାରେ । ମିତ୍ରମାନଙ୍କ ସହିତ ଆମୋଦ ପ୍ରମୋଦ କରି ସମୟ ବିତାଇବେ । କୌଣସି ଶାରୀରିକ ସମସ୍ୟା ରହିପାରେ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ ।

ବୃଷ

ପ୍ରେମ ସମ୍ବନ୍ଧରେ ସୁଧାର ଆସିପାରେ । ଭୂମି, ଭବନ କ୍ରୟ କିମ୍ବା ବିକ୍ରୟ କରିବା ସମୟରେ ସାବଧାନ ରୁହନ୍ତୁ । କୌଣସି ବାଦ ବିବାଦରେ ପଡନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆଜି ଆପଣ କାହାକୁ ଉପହାର ଦେଇ ପାରନ୍ତି । ଆଇନ ମାମଲାରୁ ଦୂରେଇ ଯାଇ ଆଜିର ସ୍ଥିତି ସାଧାରଣ ରହିବ । ଆୟ ବୁଦ୍ଧି ହେବ । ପଢିବାରେ ରୁଚି ରଖିବେ । ଲେଖନୀୟ କାର୍ଯ୍ୟରେ ମାନ ସମ୍ମାନ ମିଳିପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ

ମାନସିକ ଚିନ୍ତା ବଢିପାରେ । ବ୍ୟର୍ଥ ବିବାଦ ଠାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ । ବେରୋଜଗାରି ଦୂର କରିବାର ପ୍ରୟାସରେ ସଫଳ ରହିବେ । ସ୍ଥାୟୀ ସମ୍ପତ୍ତିରୁ ଭଲ ଲାଭ ମିଳିବ । ବ୍ୟବସାୟିକ ମତଭେଦ ଦୂର ହେବ । ଶେୟାର ମାର୍କେଟ ଓ ମ୍ୟୁଚଳ ଫଣ୍ଡ ଇତ୍ୟାଦିରୁ ଲାଭ ମିଳିବ । ପାରିବାରିକ ସ୍ଥିତି ଚିନ୍ତାପୂର୍ଣ ରହିପାରେ । କୌଣସି ଷଡଯନ୍ତ୍ରର ଶିକାର ହୋଇ ପାରନ୍ତି । କଷ୍ଟ ଓ ରୋଗରୁ ମୁକ୍ତି ମିଳିଯିବ । ଭାଇ ମାନଙ୍କ ସହଯୋଗ ପ୍ରାପ୍ତ ହେବ । ଆଖପାଖରୁ ପ୍ରସନ୍ନତା ଓ ଭଲ ବାତାବରଣ ରହିବ । ମିତ୍ରମାନଙ୍କ ସହିତ ମତଭେଦ ବଢିପାରେ ।

କର୍କଟ

ରଚନାତ୍ମକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ସଙ୍ଗୀତ ଇତ୍ୟାଦିରେ ରୁଚି ବଢିବ । କାରୋବାର ବୁଦ୍ଧି ହେବ । ଶୀଘ୍ର ଶୀଘ୍ର କୌଣସି ବି କାମ କରନ୍ତୁ ନାହିଁ । କଷ୍ଟ ଓ ପରିଶ୍ରମର ପୁରା ଫଳ ମିଳିବ। ବ୍ୟବସାୟର ସ୍ଥିତିରେ ସୁଧାରେ ଆସିବ । ସରକାରୀ କାର୍ଯ୍ୟ କୌଣସି ଶକ୍ତିଶାଳୀ ବ୍ୟକ୍ତିର ହସ୍ତକ୍ଷେପ ଦ୍ଵାରା ସମ୍ପନ୍ନ ହୋଇପାରେ । ମନରେ ନିରାଶା ଓ ଅସନ୍ତୋଷର ଭାବ ରହିବ । ପରିବାରର ସହଯୋଗ ମିଳିବ । ଖର୍ଚ ଅଧିକ ହେବ । ମିତ୍ରମାନଙ୍କ ସହିତ ମନୋରଞ୍ଜନ ଭରା ସମୟ ବିତାଇବେ ।

ସିଂହ

ରୋଜଗାରର କୌଣସି ଅବସର ମିଳିବ ନାହିଁ । ଉଚ୍ଚ ଅଧିକାରୀମାନଙ୍କ ସନ୍ତୁଷ୍ଟ କରିବାରେ ଅସଫଳ ହେବେ । ନିଜର ସମସ୍ତ ଦାୟିତ୍ଵକୁ ବି ପୁରା କରି ପାରିବେ ନାହିଁ । ଚାକିରି ପାଇଁ ସାକ୍ଷାତ୍କାର କାର୍ଯ୍ୟ ସଫଳ ହେବ ନାହିଁ । ଆୟରେ ବୁଦ୍ଧି ହୋଇପାରେ । କୌଣସି ଅଶୁଭ ଖବର ମିଳିପାରେ । ଉତ୍ସାହହୀନତା ରହିବେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକ ଯିବା ଆସିବା କରି ପାରନ୍ତି । ସ୍ୱାସ୍ଥ୍ୟ କମଜୋର ରହିବ । ମିତ୍ରମାନଙ୍କ ସହଯୋଗ ମିଳିବ । ଦାମୀ ଜିନିଷକୁ ସମ୍ଭାଳି ରଖନ୍ତୁ । ବ୍ୟାପାର ବ୍ୟବସାୟ ଠିକ ଚାଲିବ ।

କନ୍ୟା

ମନରେ ନିରାଶା ଏବଂ ଅସନ୍ତୋଷ ଭାବ ରହିବ । ଧର୍ମ କାର୍ଯ୍ୟରେ ରୁଚି ବଢିବ । ପାରିବାରିକ ଜୀବନ ସୁଖମୟ ରହିବ । କିନ୍ତୁ କଥାବାର୍ତ୍ତାରେ ସଂଯମତା ରଖନ୍ତୁ । ଦୂର ଯାତ୍ରା କରି ପାରିବେ ନହିଁ । ଅଧିକ କାମ କରିବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟପାନରେ ରୁଚି ବଢିବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ବର୍ତ୍ତମାନ ଆପଣଙ୍କୁ ମିଳିବ । ଲାଭର ଅବସର ହାତରେ ଆସିବ । ସମାଜ ସେବାରେ ମନ ଦେବେ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ସାମାଜିକ କାର୍ଯ୍ୟରେ ଆଗକୁ ଆସି ଭାଗ ନେବେ । ଭାଇ ଭଉଣୀଙ୍କ ମଧ୍ୟରେ ଭଲ ପାଇବା ରହିବ । ଶେୟାର ମାର୍କେଟ ଓ ମ୍ୟୁଚଳ ଫଣ୍ଡ ଇତ୍ୟାଦିରୁ ଲାଭ ମିଳିବ । ଚାକିରିରେ ସମ୍ମାନ ମିଳି ପାରେ ।

ତୁଳା

ସ୍ଵାମୀ ସ୍ତ୍ରୀ ପରସ୍ପରର ଭାବନାକୁ ସମ୍ମାନ କରିବେ । ପୁରୁଣା କାମ ପୁରା ହୋଇପାରେ । କୌଣସି ପୁରୁଣା ମିତ୍ର ସହ ସାକ୍ଷାତ ହୋଇପାରେ । ଧର୍ଯ୍ୟର ସହ କାମ କରନ୍ତୁ । କୌଣସି ମିତ୍ର ସାହାର୍ଯ୍ୟରେ ଧନ ଉପାର୍ଜନ କରି ପାରିବେ । ଭୁଲି ଯାଇଥିବା ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । କିଛି ଶୁଭ ଖବର ମିଳିପାରେ । କୌଣସି ବି ପ୍ରକାରର ବିବାଦର ଅଂସ ହୁଅନ୍ତୁ ନାହିଁ । ନୂଆ ମିତ୍ର କରନ୍ତୁ । ଆପଣଙ୍କ ଶତ୍ରୁ ଆଜି ସକ୍ରିୟ ରହିବେ । ଦୁଷ୍ଟ ବ୍ୟକ୍ତିଙ୍କ ଠାରୁ ସାବଧାନ ରୁହନ୍ତୁ । ନୂଆ ଯୋଜନା ଉପରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଶତ୍ରୁ ପରାସ୍ତ ହେବେ ।

ବିଚ୍ଛା

ଘର ପରିବାରରେ ସୁଖ ବୁଦ୍ଧି ହେବ । ସନ୍ତାନର ଉପଲବ୍ଧିରେ ପ୍ରସନ୍ନତା ବଢିବ । ସ୍ୱାସ୍ଥ୍ୟ କିଛି ଖରାପ ହୋଇପାରେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ଶିକ୍ଷା ପାଇଁ ଅନ୍ଲାଇନ ପଢି ପାରନ୍ତି । ଶତ୍ରୁକୁ ପରାଜୟ କରିବେ । ସ୍ୱାସ୍ଥ୍ୟ କମଜୋର ରହିବ । ଆଜି ଉପହାର ମିଳିପାରେ । ଶେୟାର ମାର୍କେଟ ଓ ମ୍ୟୁଚଳ ଫଣ୍ଡ ଇତ୍ୟାଦିରେ ଦେଖିଶୁଣି ନିବେଶ କରନ୍ତୁ । ଘର ଓ ବାହାରରେ ଆନନ୍ଦମୟ ପରିବେଶ ରହିବ ।

ଧନୁ

ଆଜି ଆପଣଙ୍କ ଅଧିକ ଟଙ୍କା ଖର୍ଚ ହୋଇପାରେ । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ । ପୁରୁଣା ରୋଗ ସମସ୍ୟାର କାରଣ ହୋଇପାରେ । କୌଣସି ବଡ ସମସ୍ୟାର ସାମ୍ନା କରି ପାରନ୍ତି । ବ୍ୟାପାରରେ କିଛି ନୂତନତା ଆସିପାରେ । କୌଣସି ଗୋପନୀୟ କଥା ଉଜାଗର ଗେବ । ଆଳସ୍ୟ ଅଧିକ ରହିବ, ଆତ୍ମବିଶ୍ଵାସରେ ଅଭାବ ଆସିବ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନର ଯାତ୍ରା କରି ପାରିବେ ନାହିଁ । କରୋବାର ଠିକ ଚାଲିବ । ଜୋଖିମ ଭରା କାର୍ଯ୍ୟ କରନ୍ତୁ ନାହିଁ ।

ମକର

ଖର୍ଚ ଅଧିକ ହେବା ଦ୍ଵାରା ଚିନ୍ତିତ ରହିବେ । ଆଜି ଆପଣଙ୍କ ସ୍ଵଭାବ ଭଲ ରହିବ ନାହିଁ । ବ୍ୟାପାରରେ ପ୍ରତିଯୋଗୀତା ବଢିପାରେ । କୋର୍ଟ କାମରେ ଅସୁବିଧା ଆସିପାରେ । ଗୁପ୍ତ ଶତ୍ରୁ ସକ୍ରିୟ ରହିବେ । ନୂଆ ସମ୍ପର୍କର ଲାଭ ମିଳିବ । ଅଟକିଥିବା ଧନ ପ୍ରାପ୍ତିର ଯୋଗ ଅଛି । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ । ଭାଗ୍ୟର ସାଥ ମିଳିବ । କ୍ଳାନ୍ତ ରହି ପାରନ୍ତି । କାରୋବାର ବୁଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରନ୍ତୁ ନାହିଁ । ପାର୍ଟନରର ସହଯୋଗ ମିଳିବ ।

କୁମ୍ଭ

ପରିଶ୍ରମ ଅଧିକ କରିବେ । ମାତା ପିତାଙ୍କ ସହଯୋଗ ମିଳିବ । କଥାବାର୍ତ୍ତାର ପ୍ରଭାବ ବଢିବ । ବିଦ୍ୟାର୍ଥୀମାନେ ପଢାରେ ଅଧିକ ଧ୍ୟାନ ଦେବେ । ଭାଇମାନଙ୍କ ମଧ୍ୟରେ ବିବାଦ ହୋଇପାରେ । କୌଣସି ମହିଳା ପ୍ରତି ଆକର୍ଷିତ ହୋଇ ପାରନ୍ତି । କାର୍ଯ୍ୟ ସ୍ଥଳରେ ସୁଧାର ଆସିବ । ଯୋଜନା ଫଳଦାୟୀ ହେବ । ଲୋକମାନଙ୍କ ସାହାର୍ଯ୍ୟ କରିବା ଦ୍ଵାରା ଆନନ୍ଦିତ ହେବେ । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ପରିବାରର ଦାୟିତ୍ଵ ବଢିପାରେ ।

ମୀନ

ଆଇନ ମାମଲା ଦୂର ହେବ । ସମୟ ଅନୁକୂଳ ରହିବ । ବ୍ୟାପାର ବ୍ୟବସାୟ ଭଲ ଚାଲିବ । ମନରେ ନକାରାତ୍ମକ ବିଚାର ଘର କରି ପାରେ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢିବ । ପିତାଙ୍କ ସହିତ ବିବାଦ ହୋଇପାରେ । ଉପଦେଶ ନେଇ ନିବେଶ କରିବା ଦ୍ଵାରା ଲାଭ ମିଳିବ । ବିବାଦର ଅଂସ ହୁଅନ୍ତୁ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *