ମାତ୍ର 2 ମିନିଟ ରେ ଦାନ୍ତର ପୋକରୁ ପାଆନ୍ତୁ ମୁକ୍ତି, କେବଳ କରନ୍ତୁ ଏହି 1 ଉପାୟ (Tooth Cavity )

ବନ୍ଧୁଗଣ, ଦାନ୍ତରେ ପୋକ ଲାଗିବା ଏକ ଏଭଳି ସମସ୍ୟା ଯାହା କି ଯେକୌଣସି ବୟସରେ ହୋଇପାରେ । ମହିଳା ହୁଅନ୍ତୁ କିଅବା ପୁରୁଷ ଅଥବା ଛୋଟ ପିଲା ମଧ୍ୟ ହେଉନା କାହିଁକି ଏହିଭଳି ସମସ୍ୟା ରେ ପ୍ରାଏ ସମସ୍ତେ ନାନା ପ୍ରକାରର ଯନ୍ତ୍ରଣା ପାଇଥାନ୍ତି । ଏହାର କାରଣ ହୋଇଥାଏ ଦାନ୍ତ ଗୁଡିକର ସଠିକ ଭାବରେ ଯତ୍ନ ନ ନେବା । ଦାନ୍ତରେ ପୋକ ଲାଗିବା ଏକ ଏଭଳି ରୋଗ ଯାହା ସହଜରେ ଜଣା ପଡି ନଥାଏ ।

ଦିନକୁ ଦିନ ଦାନ୍ତରେ ଯନ୍ତ୍ରଣା ହେତୁ ନାନା ପ୍ରକାରର କଷ୍ଟ ଅନୁଭବ ହୋଇଥାଏ । ଦାନ୍ତରେ ପୋକ ଦାନ୍ତ ରେ ଜମିଥିବା ମଇଳା ଯୋଗୁଁ ଲାଗିଥାଏ । ଦାନ୍ତ କୁ ସଠିକ ଭାବରେ ଯତ୍ନ ନ ନେବା କାରଣରୁ ଦାନ୍ତର ଉପର ଭାଗ ନଷ୍ଟ ହୋଇଯାଇଥାଏ । ଏହାସହିତ ଦାନ୍ତର ଭିତର ଭାଗ କ୍ରମଶ ଖରାପ ହେବାକୁ ଲାଗିଥାଏ । ଦାନ୍ତରେ ମଇଳା ଜମିବାର ୪ ଟି ମୁଖ୍ୟ କାରଣ ହୋଇଥାଏ । ତାହା ହେଉଛି,- ବ୍ୟାକ୍ଟେରିୟା, ଲାଳ, ଏସିଡ ଏବଂ ଭୋଜନର ପଦାର୍ଥ ।

ସାଧାରଣତ ଆମ୍ଭ ସମସ୍ତଙ୍କ ମୁଖ ରେ ବ୍ୟାକ୍ଟେରିୟା ରହିଥାଏ । ଆମ୍ଭେ ଖାଉଥିବା ଖାଦ୍ୟ ପଦାର୍ଥ ରେ ଯଦି ମିଠା ଅଂଶ ରହିଥାଏ ତେବେ ଆମ ପାଟିରେ ଥିବା ବ୍ୟାକ୍ଟେରିୟା ତୁରନ୍ତ ତାହାକୁ ଏସିଡ ରେ ପରିଣତ କରିବାକୁ ଲାଗିଥାଏ । ଭୋଜନ ପଦାର୍ଥ ମଧ୍ୟ ଏସିଡ ରେ ପରିଣତ ହେବାକୁ ଲାଗିଥାଏ ।

ଦାନ୍ତରେ ଉପସ୍ଥିତ ଥିବା ଇନାମୋଲ ଏହିସବୁ ପରିସ୍ଥିତି ରୁ ରକ୍ଷା କରିଥାଏ । ମାତ୍ର ଯଦି କୌଣସି କାରଣ ବଶତ ଦାନ୍ତର ଏହି ଇନାମୋଲ କମଜୋର ପଡିଯାଇଥାଏ, ତେବେ ଏସିଡ ଧୀରେ ଧୀରେ ଦାନ୍ତ କୁ ଖୋଳ କରିଦେଇଥାଏ । ଉପରୁ କେବଳ କଳାବିନ୍ଦୁ ଗୋଟିଏ ଦେଖାଯାଇଥାଏ ମାତ୍ର ଏପରି ହୋଇପାରେ ଯେ ଆପଣଙ୍କ ଦାନ୍ତ ଭିତରୁ ନଷ୍ଟ ହୋଇଥାଇପାରେ ।

ଯଦି ଆପଣଙ୍କ ଦନ୍ତରେ ଏହିଭଳି ସମସ୍ୟା ଦେଖାଯାଉଅଛି ତେବେ ଆପଣ ଏହି ଉପାୟ ଟି ପ୍ରୟୋଗ କରନ୍ତୁ । ବଜାରରେ ମିଳୁଥିବା ଫିଟକିରି କୁ ଆଣି ଆପଣ ତାକୁ ପେଶୀ ତାହାର ଚୁରନ ବନାଇ ଦିଅନ୍ତୁ । ଏହି ଚୁରନର ଅଧ ଚାମଚ ନିଅନ୍ତୁ । ସୋରିଷ ତେଲ ୧ ଚାମଚ ନିଅନ୍ତୁ । ଏହାକୁ ଆପଣ ଗରମ କରି ନିଅନ୍ତୁ । ଆପଣ ଗରମ କରି ସେଥିରେ ଫିଟକରୀ ର ପାଉଡର ମିଶାଇ ଏକ ଉତ୍ତମ ପେଷ୍ଟ ବନାଇ ଦିଅନ୍ତୁ । ଏହାପରେ ଆପଣଙ୍କର ଯେଉଁ ଦାନ୍ତ ରେ ପୋକ ଲାଗିଅଛି ସେହି ଦାନ୍ତ କୁ ଭଲ ଭାବରେ ଏହି ପେଷ୍ଟ ରେ ଭରି ଦିଅନ୍ତୁ । ଏହାକୁ ଅଳ୍ପ ସମୟ ମୁହଁ ଖୋଲି ରଖନ୍ତୁ ।

ଏଭଳି କରିବା ଦ୍ଵାରା ଆପଣଙ୍କୁ ଦରଦ ତ ହେବ ମାତ୍ର କିଛି ମାନିଟ ରେ ଆପଣଙ୍କ ଦାନ୍ତ ର ପୋକ ଆପଣଙ୍କ ଦାନ୍ତ ରୁ ଲାଳ ମାଧ୍ୟମରେ ବାହାରି ଆସିଯିବ । ଏହାସହିତ ଆପଣ ପୋଷକତତ୍ଵ ଥିବା ଖାଦ୍ୟ ଗ୍ରହଣ କରନ୍ତୁ ତାହା ଆପଣଙ୍କ ନିଅମନ୍ତେ ଲାଭଦାୟକ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *