Love sign; – କପୁଲ୍ସ କାହିଁକି କିସ୍ କରିଥାନ୍ତି ? କିସ୍ କରିବା କାହିଁକି ହୋଇଥାଏ ଜରୁରୀ ଜାଣନ୍ତୁ ବୈଜ୍ଞାନିକ କାରଣ…

ବନ୍ଧୁଗଣ କିସ କରିବା ଦ୍ଵାରା ଗୋଟେ ସ୍ପେସୀଆଲ ଆଟାଚମେଣ୍ଟ ଲାଗିଥାଏ । କିସ କେବଳ ମଣିଷ ନୁହେଁ ପଶୁ ମଧ୍ୟ କରିଥାନ୍ତି । ତେବେ କିସ କାହିଁକି କରାଯାଇଥାଏ । କିସ କରିବା ଦ୍ଵାରା କଣ ସବୁ ଫାଇଦା ମିଳିଥାଏ ଏହିସବୁ ବିଷୟରେ ଆସନ୍ତୁ ଜାଣିବା । ଏମିତି କିଛି ରିସର୍ଚରୁ ଜଣା ଯାଇଛି, ଯେ ପୁରୁଣା ସମୟରେ କେତେକ ଚଢେଇ ମାନେ ନିଜ ଛୁଆକୁ ଖାଦ୍ଯ ଚୋବାଇ ଚୋବାଇ ନିଜ ଥଣ୍ଟରେ ଖାଇବାକୁ ଦେଇଥାନ୍ତି । ଏହି ଖାଦ୍ଯ ଖୁଆଇବାର ଯେଉଁ ରୀତି ଥିଲା ତାହା କିସ କରିବାର ଚଳନରେ ଆସିଥିଲା । ଏହାକୁ ଦେଖି ଦେଖି ହିଁ ମଣିଷ କିସ କରିବା ଆରମ୍ଭ କରିଥିଲା ।

ଜଣେ ମଣିଷ ଆଉ ଜଣେ ମଣିଷକୁ କିସ କରିଥାଏ । ଯେତେବେଳେ ତାହାର ମୁଡ ବହୁତ ଭଲ ଥାଏ ବା ଯଦି ଜଣେ ନିଜ ମୁଡକୁ ଭଲ କରିବାକୁ ଚାହୁଁଥିବ । ତେବେ ସେ କ୍ଷେତ୍ରରେ ମଧ୍ୟ ସେ ନିଜ ପାର୍ଟନରକୁ କିସ କରିଥାଏ । ଏମିତି କୁହାଯାଏ ମଣିଷର ଓଠ ବହୁତ ସଫ୍ଟ ଓ ସେନ୍ସିଟିଭ ହୋଇଥାଏ । ଯେଉଁ କାରଣରୁ ମନରେ ବହୁତ ପ୍ରକାର କେମିକାଲ ରିଲିଜ ହୋଇଥାଏ । ଆଉ ଆମକୁ ବହୁତ ଭଲ ଲାଗିଥାଏ, ଏମିତି ଲାଗିଥାଏ କି ଆମେ ଯେମିତି କୌଣସି ପ୍ରକାର ନିଶା କରିଛୁ ।  ଆମେ ସେଥିରେ ପୁରା ହଜି ଯାଇଥାଉ ।

ଲିପ୍ସ ବହୁତ ସଫ୍ଟ ହୋଇଥାଏ ଯେତେବେଳେ ସେ ଅନ୍ୟ ଜଣଙ୍କ ଓଠରେ ଟଚ ହୋଇଥାଏ ସେତେବେଳେ ବହୁତ ସୁନ୍ଦର ଅନୁଭବ ହୋଇଥାଏ । କିସ୍ କରିବା ଦ୍ଵାରା ଡୋପାମାଇନ, ସେରୋଟୋନିନ, ଅକସିଟୋସିନ ଏହି ତିନୋଟି ମିଶି ଗୋଟିଏ କେମିକାଲ ବନାଇ ଥାନ୍ତି । ଯେତେବବେଳେ ସେ ରିଲିଜ ହୋଇଥାଏ ସେତେବେଳେ ବହୁତ ସାଟିସଫାଏ ଲାଗିଥାଏ । ଏହା ଥିଲା ବୈଜ୍ଞାନିକ କାରଣ ।

ସାଧାରଣ କାରଣ ଯେବେ ଆମେ ଜଣେ ମଣିଷକୁ ହୃଦୟର ସହିତ ଚାହିଁ ଥାଉ, ତେବେ ଆମେ ଖୁସିରେ ତାଙ୍କୁ କିସ କରିବାକୁ ଚାହିଁଥାଉ । କାରଣ ଆମେ ପ୍ରକାଶ କରିବାକୁ ଚାହିଁ ଥାଉ ଆମର ପ୍ରେମ । ପାର୍ଟନରଙ୍କୁ ଭଲ ପାଉଥିଲେ ତାଙ୍କ ପ୍ରତି ଏକ ଭଲ ଆଟାଚମେଣ୍ଟ ଥାଏ, ତେଣୁ ତାଙ୍କୁ ସେତେ କିସ କରିବାକୁ ଭଲ ଲାଗିଥାଏ ।

କାରଣ ଆମେ ତାକୁ ବହୁତ ଭଲ ପାଇଥାଉ । କିସ କରିବା ଦ୍ଵାରା ଆମକୁ ଭିତରୁ ବହୁତ ଶାନ୍ତି ଅନୁଭବ ହୋଇଥାଏ । ସେଥିପାଇଁ ଆମେ ତାଙ୍କୁ ବାର ବାର କିସ କରିବାକୁ ଚାହିଁଥାଉ । କିସ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ କାହାକୁ ହୃଦୟରୁ ଭଲ ପାଉଛନ୍ତି । ତେବେ ବିନା ଚିନ୍ତାରେ ତାଙ୍କୁ କିସ କରନ୍ତୁ । ଆପଣ ଦୁହିଙ୍କୁ ବହୁତ ଭଲ ଅନୁଭବ ହେବ । ଏଥିସହ ଆପଣ ଦୁହିଙ୍କ ମଧ୍ୟରେ ଏକ ନିବିଡ ସମ୍ପର୍କ ଗଢି ଉଠିବ ।

ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *