କଫି ପିଉଥିବା ଲୋକମାନଙ୍କ ପାଇଁ ବହୁତ ଜରୁରୀ କଥା…ଥରେ ଏହି ଗୁରୁତ୍ଵପୂର୍ଣ୍ଣ ଖବର ଜାଣନ୍ତୁ…

ବନ୍ଧୁଗଣ ଚାହା ଓ କଫି ପିଇବାକୁ ପ୍ରାୟ ସବୁ ଲୋକ ପସନ୍ଦ କରନ୍ତି । ହେଲେ ବର୍ତ୍ତମାନ ଚାହା ଠାରୁ କଫି ପିଇବାର ଚାହିଦା ଅଧିକ ବଢିଯାଇଛି । ଯୁବପିଢି ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ କଫି ପିଇବାରେ ବେଶି ରୁଚି ରଖୁଛନ୍ତି । ତେବେ କଫି କେବଳ ପାଟିକୁ ସୁଆଦିଆ ଲାଗିନଥାଏ, ବଂର ଏହା ସ୍ଵାସ୍ଥ ଦ୍ରୁଷ୍ଟିରୁ ମଧ୍ୟ ବେଶ ଲାଭକାରୀ ହୋଇଥାଏ । ତେବେ କଫି କେମିତି ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଓ ଏହାର ଲାଭକାରୀ ଗୁଣ କ’ଣ ଏହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମୋଟା ଲୋକ ଓଜନ କମ କରିବା ପାଇଁ କେତେ ପ୍ରକାର ଚେଷ୍ଟା କରନ୍ତି କିନ୍ତୁ ସେଥିରୁ ଅଧିକାଂଶ ଲୋକ ସଫଳ ହୋଇପାରନ୍ତି ନାହିଁ । ହେଲେ କ’ଣ ଆପଣ ମୋଟାପା କମ କରିବା ପାଇଁ କଫିର ସାହାରା ନେଇଛନ୍ତି କି ? କାରଣ କଫିର ସେବନ ଦ୍ଵାରା ଆପଣଙ୍କ ମୋଟାପା ଧୀରେ ଧୀରେ କମ ହେବାକୁ ଲାଗିଥାଏ । ଏଥିରେ ଥିବା କେଫିନ ଶରୀରରେ ଥିବା ଚର୍ବିକୁ କମ କରିଥାଏ ଓ ଏହାକୁ ବଢିବାକୁ ଦିଏ ନାହିଁ । ଡକ୍ଟରଙ୍କ କହିବା ଅନୁଯାଇ ଯେଉଁ ଲୋକଙ୍କୁ ମୋଟାପା ସମସ୍ୟା ଥାଏ ତାଙ୍କୁ ବ୍ଲାକ କଫି ପିଇବା ଉଚିତ ଅଟେ ।

କଫି ତ୍ଵଚା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ତେବେ କଫିରେ ଥିବା ଏନ୍ଟିଅକ୍ସିଡେଣ୍ଟ ଯାହା ତ୍ଵଚାକୁ ଫ୍ରେଶ ରଖିବାରେ ସାହାଜ୍ଯ କରିଥାଏ । କଫି ମଞ୍ଜି ରସରେ ରେଡିକଲ ଫ୍ରି ଗୁଣ ଥାଏ ଯାହା ତ୍ଵଚା କୋଶିକାମାନଙ୍କୁ ଊର୍ଜା ପ୍ରଦାନ କରିଥାଏ । କଫିରେ ଥିବା କେଫିନ ଦ୍ଵାରା ଆଖିତଳେ ରକ୍ତ ସଂଚାର ସଠିକ ମାତ୍ରାରେ ହୋଇଥାଏ । ଯାହା ଫଳରେ ଆଖି ତଳେ ଡାର୍କ ସର୍କଲ ହୋଇନଥାଏ ।

ଆମେ ଆପଣଙ୍କୁ ଏହା କହିବୁ ଯେ କଫି ପିଇବା ଦ୍ଵାରା ସ୍ମରଣ ଶକ୍ତି ଭଲ ହୋଇଥାଏ । ବହୁତ ଲୋକ ମାନିବେ ନାହିଁ କିନ୍ତୁ ଏହା ସତ ଅଟେ ଯେଉଁ ଲୋକ ଏହାର ବ୍ୟବହାର କରିଛନ୍ତି ସେ ଭଲ ଭାବରେ ଏହାର ଚମତ୍କାର ବିଷୟରେ ଜାଣିଥିବେ । ମୁଣ୍ଡ ବ୍ୟଥା ବା ମୁଣ୍ଡ ସହ ଜଡିତ ଅନ୍ୟ ଅସୁବିଧା ପାଇଁ କଫି ସେବନ ବହୁତ ଲାଭକାରୀ ଅଟେ, ଏହା ଗୋଟେ ଅଧ୍ୟୟନରେ ଜଣା ପଡିଥିଲା ।

ତେବେ କଫିର ସେବନ ଦ୍ଵାରା ଶରୀରକୁ ଏହିସବୁ ଫାଇଦା ମିଳିଥାଏ । ହେଲେ କଫି ସେବନ କରିବାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ଉପରେ ଧ୍ୟାନ ରଖି ଆପଣ କଫିର ସେବନ କରିପାରିବେ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର ନିଶ୍ଚୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *