ଏପରି 4 ଟି ସ୍ଵପ୍ନ ଦେଖୁଛନ୍ତି କି ? ଜାଣନ୍ତୁ ଭୟଙ୍କର କଥା…

ନମସ୍କାର ବନ୍ଧୁଗଣ , ଆମେ ରାତିରେ  ଶୋଇବା ସମୟରେ ଅନେକ ପ୍ରକାରର ସ୍ଵପ୍ନ ଦେଖିଥାଉ ଯେମିତିକି କିଛି ଭୟାନକ ସ୍ଵପ୍ନ ଦେଖିଥାଉ ଆଉ କିଛି ଭଲ ସ୍ଵପ୍ନ ଦେଖିଥାଉ। ଆମେ ଯେଉଁ ସ୍ଵପ୍ନ ଦେଖିଥାଉ ତାଙ୍କୁ ଅନ୍ୟମାନଙ୍କ ଆଗରେ ପ୍ରକାଶ ମଧ୍ୟ କରିଥାଉ । କିନ୍ତୁ ମୁ ଆଜି ଆପଣମାନଙ୍କୁ ଏମିତି ଚାରୋଟି ସ୍ଵପ୍ନ ବିଷୟରେ କହିବି ଯାହାକୁ ଅନ୍ୟମାନଙ୍କ ଆଗରେ ପାଖରେ ପ୍ରକାଶ କରିବା ଅନୁଚିତ୍  ଅଟେ ।

ଏହା ଦ୍ଵାରା ମଣିଷର କୋଣସି କାମରେ  ସଫଳ ହୋଇନଥାଏ ।  ପ୍ରଥମ ବିଷୟ ଯଦି ଆପଣମାନେ ଶୋଇଥିବା ସମୟରେ ନିଜ ମୃତ୍ୟୁର ସ୍ଵପ୍ନ ଦେଖନ୍ତି । ତେବେ ଏହାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ । ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯଦି ଆପଣ ଏମିତି କିଛି ସ୍ଵପ୍ନ ଦେଖୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଏମିତି କିଛି ସମସ୍ୟା ଆପଣଙ୍କ  ଦୂର ହେବାକୁ ଯାଉଛି ।

ଦୁଃଖର  ଦିନ  ସମାପ୍ତ ହୋଇ  ସୁଖର ଦିନର ଆରମ୍ଭ ହୋଇଥାଏ । କିନ୍ତୁ ଯଦି ଆପଣମାନେ ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାନ୍ତୁ , ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଏ । ତେଣୁ କରି ଭୁଲରେ ମଧ୍ୟ ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କୁ କୁହନ୍ତୁ ନାହିଁ ।

ଦ୍ଵିତୀୟ ବିଷୟ ହେଲା ଯଦି ଆପଣ ସ୍ଵପ୍ନରେ ନିଜକୁ ଜଙ୍ଗଲ ଭିତରେ ଥିବା ବା ନଦୀ ପାଖରେ ବସିଥିବା ସ୍ଵପ୍ନ ରେ ଦେଖିଥାନ୍ତି ତେବେ ଏହି କଥାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ । କାରଣ ଏହାର ଅର୍ଥ ଏହା ହୋଇଥାଏ ଯେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ଆପଣ ବହୁତ ବଡ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି । କିନ୍ତୁ ଏହି ସ୍ଵପ୍ନ କୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଦ୍ଵାରା ଏହା ଫଳପ୍ରଦ ହୋଇନଥାଏ ।

ତେଣୁ କରି ନିଜ ମନରେ ଏହାକୁ ରଖିବା ଉଚିତ । ତୃତୀୟ କଥା ଯଦି ଆପଣ ସ୍ଵପ୍ନ ରେ ଗାଈ ଓ ତାର ବାଛୁରୀ ଏକା ସହିତ ଚୋରୁ ଥିବାର ଦେଖନ୍ତି ତେଣୁ ଜାଣିରଖନ୍ତୁ  କି ଆପଣ ଅତି ଶୀଗ୍ର କୋଟିପତି ହେବାର ଆଶା ରହିଛି । କିନ୍ତୁ ଯଦି ଏହି ସ୍ଵପ୍ନ କୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାନ୍ତି , ତେବେ ଆପଣଙ୍କ ଏହି ଆଶା କେବଳ ଆଶା ହୋଇକି ରହିଯାଇଥାଏ ।

ଏହି ସ୍ଵପ୍ନ ର ପ୍ରଭାବ କମିଯାଇଥାଏ । ତେଣୁ ଅଜଣା ରେ ମଧ୍ୟ ଏହି ସ୍ଵପ୍ନ କୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ । ଶେଷ ବିଷୟ ହେଲା ଯଦି ଆପଣମାନେ ଶୋଇଥିବା ସମୟରେ ଯଦି ସାପ ର ସ୍ଵପ୍ନ ଦେଖୁଛନ୍ତି ।

ତେବେ ଆପଣମାନେ  ଜୀବନରେ ମାନ ସମ୍ମାନ ରେ ବୃଦ୍ଧି ହେବାକୁ ଯାଉଛନ୍ତି । ସମାଜରେ ଆପଣଙ୍କ ସମ୍ମାନ ବଡିଥାଏ । କିନ୍ତୁ ଯଦି ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାନ୍ତି ,ତେବେ ଏହାର ପ୍ରଭାବ କମିଯାଇଥାଏ । ତେଣୁ କରି ଚାରୋଟି ସ୍ଵପ୍ନ ବିଷୟରେ ଜାଗ୍ରତ ରୁହନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *