Vastu Tips- କିଏ କେତେ ବି ମାଗୁ ନା କାହିଁକି ଏହି 4 ଟି ଜିନିଷ କାହାକୁ ବି ଦେବେ ନାହିଁ, ମା’ ଲକ୍ଷ୍ମୀ ଛାଡି ଦିଅନ୍ତି ସାଥ

ନମସ୍କାର ବନ୍ଧୁଗଣ , ଆମେ ଆମ ଜୀବନରେ ଅନ୍ୟ କୁ ସାହାଯ୍ୟ କରିବାର ମନ ରଖିଥାଉ । ପିଲା ଥିବା ସମୟରେ ହି ଆମ କୁ ଶିକ୍ଷା ଦିଆଯାଇଥାଏ ଯେ ଅନ୍ୟ କୁ ସାହାଯ୍ୟ କରିବା କଷ୍ଟ ଥିବା ବ୍ୟକ୍ତି ଆସି କିଛି ମାଗିଥାଏ , ତେବେ ତାହାକୁ ଦେବା ଉଚିତ୍ ହୋଇଥାଏ । କିନ୍ତୁ ମୁଁ ଆଜି ଆପଣଙ୍କୁ ଏପରି କିଛି ବିଷୟବସ୍ତୁ କହିବାକୁ ଚାହୁଛି ଯାହାକୁ କେତେ ବି ମାଗିଲେ ମଧ୍ୟ ଦେବେ ନାହିଁ । ଅନ୍ୟଲୋକମାନଙ୍କୁ ଧାର ବା ରୂଣ ନେବା ଉଚିତ୍ ହୋଇନଥାଏ ।

ଏହା କରିବା ଦ୍ଵାରା ମା ‘ ଲକ୍ଷ୍ମୀ କ୍ରୋଧିତ ହୋଇ ଆପଣଙ୍କ ଘର କୁ ଆସନ୍ତି ନାହିଁ । ଆପଣଙ୍କୁ ଯେ କୋଣସି ପରିସ୍ଥିତିରେ ପଇସା ଧାର ବା ଉଧାର ଦେବା ଅନୁଚିତ୍ ହୋଇଥାଏ । ନାଚେତ୍ ଆପଣଙ୍କୁ ଅନ୍ୟମାନଙ୍କ କର୍ମ ଫଳ ଭୋଗି ବାକୁ ପଡିଥାଏ । ଆମେ ଆମ ନୀତି ଦିନ ଜୀବନରେ ଅନେକ ଜିନିଷ ର ବ୍ୟବହାର କରିଥାଉ । ଯଦି କୋଣସି ଜିନିଷ ଆମ କୁ ଠିକ ସମୟରେ ମିଳିନଥାଏ ତେବେ ତାହା ପାଇଁ ପୋଡଶୀ ଘର କୁ ଯାଇ ମାଗିଥାଉ । କିନ୍ତୁ ଆପଣଙ୍କ ଠାରୁ କିଏ ସେହି ଜିନିଷ ମାଗିବେ ତେବେ ଆପଣ ସିଧା ସିଧା ମନା କରିଦିଅନ୍ତି ।

ସେହି ଜିନିଷ କଦାପି ଦେବେ ନାହିଁ ନଚେତ୍ ଆପଣଙ୍କୁ ବହୁତ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ପ୍ରଥମ ହେଉଛି ସୂର୍ଯ୍ୟ ଅସ୍ତ ପରେ ରସୁଣ ଦେବା ଅନୁଚିତ୍ । କାରଣ ପିଆଜ ଏବଂ ରସୁଣ ଦେବା ଦ୍ଵାରା ଆପଣଙ୍କ  ଘରର ସୁଖ ଶାନ୍ତି ଚାଲିଯାଇଥାଏ । ତେଣୁ ସୂର୍ଯ୍ୟ ଢଳିବା ପର ଠାରୁ ଯଦି କିଏ ବି ଆସେ ଆପଣଙ୍କୁ ରସୁଣ ମହିଥାଏ ତେବେ ସିଧା ସିଧା ମନା କରିଦେବେ ।

ଯଦି ଆପଣଙ୍କୁ ଆସି ଦହି ମାଗିଥାନ୍ତି ତେବେ ତାହାଙ୍କୁ ସଫା ମନା କରିଦେବେ ଏବଂ ଏହାକୁ ଦେବାର ଭୁଲ କଦାପି କରିବେ ନାହିଁ ନହେଲେ ଏହାର ଖରାପ ପ୍ରଭାବ ଆପଣଙ୍କୁ ଭୋଗି ବାକୁ ପଡିଥାଏ । ଯଦି ଆପଣଙ୍କ ଏବଂ ଆପଣଙ୍କ ସାଙ୍ଗ ମଧ୍ୟରେ ସମ୍ପର୍କ ଦୃଢତା ଯୋଗୁ ଅପାନ ତାହାଙ୍କର ରୁମାଲ୍ କୁ ବ୍ୟବହାର କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ମାଧ୍ୟାରେ ଝଗଡା ସୃଷ୍ଟି ହେଇପାରେ ଏବଂ ଧନ ଅଭାବ ମଧ୍ୟ ଦେଖାଯାଇଥାଏ ।

ସୂର୍ଯ୍ୟ ଅସ୍ତ ପରେ ଯଦି କେହି ଆପଣଙ୍କ  ଘର କୁ ଲୁଣ ମାଗିବାକୁ ଆସନ୍ତି ତେବେ ସିଧା ମନା କରିଦେବେ ଣ ହେଲେ ଆପଣଙ୍କ ସୁଖ ଶାନ୍ତି ପଳେଇଯାଇଥାଏ । ଯଦି ଆପଣଙ୍କୁ କିଏ କଲମ ମାଗିଥାଏ ତେବେ ଜମା ଦେବେ ନାହିଁ ବା ଆପଣ କାହାର କଲମ ଆଣିଥିବେ । ତୁରନ୍ତ  ଫେରାଇ ଦେବେ ନଚେତ୍ ଧନର ଗୋର ଅଭାବ ଦେଖାଯାଇଥାଏ ।

ଯଦି ଆପଣ ବ୍ୟବହାର କରିଥିବା ଘଣ୍ଟା କୁ କାହାକୁ ଲଗେଇବାକୁ ଦେଇ ଥିବେ ଏବଂ ତାପରେ ସେ ତୁମକୁ ଫେରାଇ ଥିବା ଘଣ୍ଟା କୁ ପିନ୍ଧିଥିବେ ତେବେ ସେ ଫେରାଇ ଥିବା ବ୍ୟକ୍ତି ର ନକାରାତ୍ମକ ପ୍ରଭାବ ଆପଣନାକ ଉପରେ ପଡିଥାଏ । ଶେଷରେ ଯଦି ସ୍ତ୍ରୀ ତାର ସ୍ଵାମୀ ଦେଇଥିବା ଷୋହଳ ସୁନା ଗ୍ରହଣା କାହାକୁ ଦେଇ ଥାଏ ପିନ୍ଧିବାକୁ ତେବେ ତାହାର ସ୍ଵାମୀ ର ପ୍ରେମ ମଧ୍ୟ ଅନ୍ୟ ସ୍ତ୍ରୀର ପାଖ କୁ ପଳେଇ ଯାଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *