4 ଦିନ ପାଣିରେ ଫୁଟେଇ ପିଇ ପିଅନ୍ତୁ, ପୁରା ଜୀବନ ଆପଣଙ୍କୁ Sugar, କୋଲେଷ୍ଟ୍ରୋଲ, ପେଟ ରୋଗ ଓ ହୃଦୟ ରୋଗ ହେବ ନାହିଁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରକୁ ବିଭିନ୍ନ ପ୍ରକାର ରୋଗର ସାମ୍ନା କରିବାକୁ ପଡିଥାଏ । ଯେଉଁଥି ପାଇଁ ଅଧିକରୁ ଅଧିକ ଖର୍ଚାନ୍ତ ହେବା ପାଇଁ ମଧ୍ୟ ପଡିଥାଏ । ତେଣୁ ଆପଣ ନିଜର ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇ ନିଜକୁ ରୋଗ କବଳରୁ ରକ୍ଷା କରିବା ପାଇଁ ଚାହୁଁଥିଲେ । ନିହାତି ଭାବେ ଏହି ଉପାୟକୁ ଘରେ ପ୍ରସ୍ତୁତ କରନ୍ତୁ । ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ଏକ ମାତ୍ର ଜିନିଷର ଆବଶ୍ୟକତା ରହିଛି ।

ତାହା ହେଉଛି କଖାରୁ ମଞ୍ଜି । ଯେଉଁ ମାନଙ୍କର ଡାଇବେଟିସ, କୋଲେଷ୍ଟ୍ରଲ୍, ପେଟ ରୋଗ ଓ ହୃଦୟ ସମ୍ବଦ୍ଧିତ ସମସ୍ଯା ରହିଥିବ । ସେମାନଙ୍କ ପାଇଁ ଏହି ରେମିଡି ରାମବାଣ ଭଳି କାର୍ଯ୍ୟ କରିଥାଏ । ପ୍ରଥମେ ଆପଣ ଏକ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ୧ ଗ୍ଳାସ ପାଣି ଢାଳନ୍ତୁ ।

ତାପରେ ଆପଣଙ୍କ ରୋଷେଇ ପାଇଁ ଘରକୁ ଆସୁଥିବା କଖାରୁରୁ ମଞ୍ଜି କିଛି ବାହାର କରି ରଖିଦେଇଥିବେ । ଯେଉଁ ଦିନ ଆପଣ ଏହି ରେମିଡିଟି ପ୍ରସ୍ତୁତ କରିବେ, ସେହି ଦିନ ଏହି କଖାରୁ ମଞ୍ଜିର ପ୍ରୟୋଗ କରିବେ । ଆପଣ ଯେଉଁ ପାଣି ଗ୍ଯାସରେ ଗରମ କରୁଥିବେ । ସେହି ପାଣିରେ କଖାରୁ ମଞ୍ଜିକୁ ପକାନ୍ତୁ।  କିଛି ସମୟ ପର୍ଯ୍ୟନ୍ତ ଏହି ପାଣିକୁ ଫୁଟାନ୍ତୁ ।

ପାଣି ଫୁଟି ଫୁଟି ଅଧା ହୋଇସାରିଲା ପରେ ସେହି ପାଣିକୁ ଗ୍ଯାସରୁ କାଢି ଆଣିବେ । ୧୫ ମିନିଟ ପରେ ଏହି ପାଣି ଥଣ୍ଡା ହୋଇସାରିଲା ପରେ ଏହି ପାଣିକୁ ଆପଣ ବିନା ଛାଣି ହିଁ ସେବନ କରିବେ । ସେହି ପାଣିକୁ ପିଇବା ସହ ସେଥିରେ ପଡିଥିବା କଖାରୁ ମଞ୍ଜିକୁ ମଧ୍ୟ ସେବନ କରନ୍ତୁ । ଯଦି ଆପଣ ଚାହିଁବେ, ତେବେ ସେହି କଖାରୁ ମଞ୍ଜିରୁ ଚୋପା ଛଡାଇ ମଧ୍ୟ ଖାଇପାରିବେ ।

ଏହି ପ୍ରଭାବଶାଳୀ ପାଣିର ଯଦି ଆପଣ ୧ ସପ୍ତାହ ପର୍ଯ୍ୟନ୍ତ ସେବନ କରିବେ । ତେବେ ଆପଣଙ୍କ ଶରୀର ଆଗ ଅପେକ୍ଷା ବହୁତ ଅଧିକ ଶକ୍ତଶାଳୀ ହୋଇଯିବ । ଯାହା ଦ୍ଵାରା ଶରୀର ବିଭିନ୍ନ ପ୍ରକାର ରୋଗର ଆକ୍ରମଣରୁ ନିଜକୁ ସୁରକ୍ଷା ଦେଇପାରିବ । ପେଟଠୁ ଆରମ୍ଭ କରି ହୃଦୟ ଜନିତ ଯେଉଁ ସବୁ ସମସ୍ଯା ଶରୀରରେ ପ୍ରକାଶ ପାଇଥାଏ । ତାହା ସବୁ ଦୂର ହୋଇବ ।

କାରଣ କଖାରୁ ମଞ୍ଜି ଭିତରେ ଏପରି ପୋଷକ ତତ୍ଵ ରହିଥାଏ । ଯାହା ଆମ ଶରୀରକୁ ଭରପୁର ମାତ୍ରାରେ ଇମ୍ମ୍ଯୁନିଟି ପାୱାର ବଢାଇ ଦେଇଥାଏ । ଯାହା ଦ୍ଵାରା ହାର୍ଟ ସୁସ୍ଥ ରହିବା ସହ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ବହୁତ ମାତ୍ରାରେ କମିଯାଇଥାଏ । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *