Chanakya Niti- ରାତିରେ ଶୋଇବା ସମୟରେ ସ୍ତ୍ରୀ ମାନେ ନିଶ୍ଚୟ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ, ଘରେ ହେବ ଧନର ବର୍ଷା

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ, ରାତିରେ ଶୋଇବା ସମୟରେ ସ୍ତ୍ରୀ ସ୍ଵାମୀ ଙ୍କର ଏହି ଅଙ୍ଗ ଦବାଇଲେ ଆପଣଙ୍କ ଘରେ ନିଶ୍ଚିତ ଧନର ବର୍ଷା ହେବ । ସେହିଭଳି ସ୍ତ୍ରୀ ମାନଙ୍କ ଅଙ୍ଗ ରୁ ଏହିଭଳି ଶୁଭ ସଙ୍କେତ ମିଳିଲେ ତାଙ୍କ ଠାରେ ମା ଲକ୍ଷ୍ମୀ ଙ୍କର ବାସ ଅଛି ବୋଲି ଜାଣି ନିଅନ୍ତୁ ।

ଚାଣକ୍ୟ ନୀତି ଅନୁଯାୟୀ କୌଣସି ବ୍ୟକ୍ତି ଙ୍କ ଅଙ୍ଗ କୁ ଦେଖି ତାହା ବିଷୟରେ ସମସ୍ତ କଥା ଜାଣିହେବ । ପରିବାର ସ୍ତ୍ରୀ ବିନା ସମ୍ଭବ ନୁହେଁ ଏଣୁ ଗୋଟିଏ ସ୍ତ୍ରୀ କୁ ମା ଲକ୍ଷ୍ମୀ ଙ୍କ ରୂପାସ୍ଵରୂପା ବୋଲି ମାନାଯାଇଅଛି । ଆପଣ ନିଶ୍ଚିତ ଜାଣିଥିବେ ଯେ, ପୂର୍ବ କାଳରୁ ଆମ୍ଭ ପୂର୍ବଜ ମାନଙ୍କ ମଧ୍ୟରେ ଅପାର ପ୍ରେମ ଦେଖିବାକୁ ମିଳୁଥିଲା । ଉଭୟ ସ୍ଵାମୀ ସ୍ତ୍ରୀ ପରସ୍ପର ର ସନ୍ନମାନ କରୁଥିଲେ । ପୂର୍ବ କାଳରେ ଗୃହିଣୀ କୁ ଲକ୍ଷ୍ମୀ ମାତା ଙ୍କ ପ୍ରତିମା ମାନି ତାଙ୍କୁ ସନମାନ ଦିଆଯାଉଥିଲା ।

ମାତ୍ର ଆଧୁନିକ ଦୁନିଆରେ ଆମ୍ଭ ମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସନମାନ କମ ହେବାରେ ଲାଗିଛି । ବିବାହ ହେବା କିଛି ସମୟ ପରେ ଝଗଡା ହେବା ଆରମ୍ଭ ହେଇଯାଉଅଛି । ଏହି କାରଣ ବଶତ ୨୦ ପ୍ରତିଶତ ଘର ଭାଙ୍ଗି ଯାଇଥାଏ । ଗୁରୁଜନ ମାନେ କହିଛନ୍ତି ଯେ, ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମଧୁର ସଂପର୍କ ରହିବା ନିଶ୍ଚିନ୍ତ ଆବଶ୍ୟକ ।

ପରସ୍ପର ସହିତ ବିଶ୍ଵାସ ପୂର୍ବକ ସେବା, ଭାବନା ରହିବା ଆବଶ୍ୟକ । କାରଣ ବର୍ତ୍ତମାନ ଯାହା ଆମ୍ଭ ପିଲା ଦେଖିବେ ତାହା ଭବିଷ୍ୟତରେ ଶିଖିବେ । ଶାସ୍ତ୍ର ରେ ଏହି କଥା କୁ ଆପଣ ମାନେ ଜାଣିଥିବେ ଯେ, ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କ ସହିତ ଶ୍ରୀ ସାଗରରେ ସେସନାଗ ର ଶଯ୍ୟା ଉପରେ ବିରାଜମାନ ରହିଥାନ୍ତି । ଏହା ବ୍ୟତୀତ ସାଗରରେ ଶ୍ରୀ ବିଷ୍ଣୁ ଙ୍କର ଚରଣ କମଳ କୁ ସ୍ପର୍ଶ କରୁଥିବାର ଦର୍ଶାଯାଇଅଛି ।

ଏଥି ନିମନ୍ତେ ମହିଳା ମାନଙ୍କୁ ଧନ ର ଦେବୀ ର ସ୍ଥାନ ପ୍ରାପ୍ତି ହୋଇଅଛି । ଗୋଟିଏ ମାନ୍ୟତା ଅନୁଯାୟୀ ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ପାଦ କୁ ଦବାଇଥାଏ, ସେହି ଘରେ ସର୍ବଦା ମହାଲକ୍ଷ୍ମୀ ବିରାଜମାନ ରହିଥାନ୍ତି । ଏହି ସମ୍ବନ୍ଧରେ ଗ୍ରହ ମାନଙ୍କ ସମ୍ବନ୍ଧରେ ମଧ୍ୟ ଗୋଟିଏ ବିଶେଷ କଥା କୁହା ଯାଇଅଛି । କୁହାଯାଇଛି ଯେ, ପୁରୁଷ ମାନଙ୍କ ପାଦଠାରୁ ଆରମ୍ଭ କରି ପିଣ୍ଡଳୀ ପର୍ଯ୍ୟନ୍ତ ଯେଉଁ ଭାଗ ରହିଅଛି ସେହି ଭାଗ ଶନିଦେବ ଙ୍କର ଅଟେ ।

ସ୍ତ୍ରୀ ଙ୍କର ହାତରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ରହିଥିବା ଭାଗ ଶୁକ୍ରଦେବ ଙ୍କର ଅଟେ । ଚାଣକ୍ୟ ନୀତି ଅନୁଯାୟୀ ଯେତେବେଳେ ଶନି ଙ୍କ ଉପରେ ଶୁକ୍ରଙ୍କର ପ୍ରଭାବ ପଡିଥାଏ, ସେତେବେଳେ ଧନ ର ପ୍ରାପ୍ତି ଅବଶ୍ୟ ହୋଇଥାଏ । ଏଥିପାଇଁ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ପାଦ ଦବାଇଲେ ଧନ ର ଯୋଗ ବନିଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *