ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ସ୍ତ୍ରୀ ଏହିଭଳି ହସିଥାନ୍ତି, ସେମାନେ ନିଜ ସ୍ଵାମୀ ଙ୍କର ମୃ-ତ୍ୟୁ ର କାରଣ ହୋଇଥାନ୍ତି । ଯଦି ଆପଣଙ୍କ ସ୍ତ୍ରୀ ଅଧିକ ହସୁଅଛି, ଅଥବା ଆପଣଙ୍କର ଗାର୍ଲଫ୍ରେଣ୍ଡ ଅଧିକ ହସୁଅଛି, ତେବେ ଜାଣନ୍ତୁ ଖତରନାକ ସଙ୍କେତ ସମ୍ବନ୍ଧରେ । ଏହି ସଙ୍କେତ ମାନଙ୍କୁ ଜାଣି ଆପଣ ନିଶ୍ଚିତ ଭାବରେ ଡରିଯିବେ । ସାଧାରଣତ କୁହାଯାଇଥାଏ ଯେ ହସିବା ସମସ୍ତ ଝିଅ ଙ୍କ ଢଙ୍ଗ ହୋଇଥାଏ । ଦେଖିବାକୁ ଗଲେ ଏହି କଥା ୧୦୦ ପ୍ରତିଶତ ସତ ମଧ୍ୟ ଅଟେ ।
ଯୁବକ ଯୁବତୀ ମାନଙ୍କ ହସ ରେ ଫିଦା ହୋଇଯାନ୍ତି ଏବଂ ତାଙ୍କୁ ନିଜର ହୃଦୟ ଦେଇ ବସନ୍ତି । ଗୋଟିଏ ରିସର୍ଜ ଅନୁସାରେ ଜେଭଳି ମନୁଷ୍ୟ ର ଭାବଢଙ୍ଗ ଏବଂ ତାହାର ଚାଲି ଚଳନ ବ୍ୟକ୍ତି ର ବ୍ୟକ୍ତିତ୍ଵ ସମ୍ବନ୍ଧରେ ସୂଚନା ଦେଇଥାଏ, ସେହିଭଳି ମନୁଷ୍ୟର ହସିବା ମଧ୍ୟ ବ୍ୟକ୍ତିତ୍ଵ ର ଅନେକ ରହସ୍ୟ ଖୋଲିଥାଏ । ଯେଉଁ ମହିଳା କଥା କଥା ରେ ଏହିଭଳି ହସିଥାଏ, ତେବେ ଏହିଭଳି ହସୁଥିବା ମହିଳା ଙ୍କ ଠାରୁ ଦୂରେଇ ରୁହନ୍ତୁ । ତେବେ ଆସନ୍ତୁ ଜାଣିନେବା ଏହା ପଛର କାରଣ କ’ଣ ହୋଇପାରେ ।
୧;- ମୁହଁ ବନ୍ଧ କରି ହସୁଥିବା ମହିଳା, ଏହିଭଳି ମହିଳା ନିଜ କାମ ଅଦାୟ କରିବାରେ ବହୁତ ପାରଙ୍ଗମ ହୋଇଥାନ୍ତି । ଅଧିକାଂଶ ସମୟରେ ଏହିଭଳି ମହିଳା ଫାଇଦା ଉଠାଇବା ଖୁବ ଭଲ ଭାବରେ ଜାଣିଥାନ୍ତି । ଏହିଭଳି ମହିଳା କେବେ ମଧ୍ୟ କାହାର ଭଲ ଚିନ୍ତା କରନ୍ତି ନାହିଁ । ଏହିଭଳି ମହିଳା ଙ୍କ ହୃଦୟରେ କାହା ନିମନ୍ତେ ଦୟା ଅଥବା ପ୍ରେମ ର ଭାବ ରହିନଥାଏ ।
ଏହା ସହିତ ଏହି ଲୋକେ ନିଜ ପାର୍ଟନର କୁ ମଧ୍ୟ ଧୋଇକା ଦେଇ ପାରନ୍ତି । ଏଥି ନିମନ୍ତେ ଏହିଭଳି ମହିଳା ଙ୍କ ଠାରୁ ଆପଣଙ୍କୁ ସାବଧାନ ରହିବା ନିହାତି ଆବଶ୍ୟକ । ମାନାଯାଇଅଛି ଯେ ଏହିଭଳି ଲୋକେ ବହୁତ ଅହଙ୍କାରୀ ହୋଇଥାନ୍ତି ।
୨;- ଖିଲି ଖିଲି ହୋଇ କଥା କଥା ରେ ହସୁଥିବା ମହିଳା, କଥା କଥା ରେ ହସୁଥିବା ମହିଳା ଅଥବା ଜୋର ଜୋର ରେ ହସୁଥିବା ମହିଳା, ଏହିଭଳି ମହିଳା ଆପଣଙ୍କୁ ଯେଉଁଠାରେ ମିଳିବେ ତୁରନ୍ତ ତାଙ୍କ ସହିତ ଆପଣ ବନ୍ଧୁତା କରି ନିଅନ୍ତୁ । ଚାଣକ୍ୟନୀତି ଅନୁସାରେ ଏହିଭଳି ଲୋକଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ । ଏବଂ ଏହି ଲୋକ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏହିଭଳି ଲୋକେ ସହନଶୀଳ, ଦୟାଳୁ ଏବଂ ଆତ୍ମବିଶ୍ଵାସୀ ହୋଇଥାନ୍ତି । ଚାଣକ୍ୟ ଙ୍କ ଅନୁସାରେ ଏହିଭଳି ସ୍ତ୍ରୀ ଆପଣଙ୍କୁ କେବେ ମଧ୍ୟ ଧୋକା ଦେଇ ନଥାନ୍ତି ।
ଏବଂ ଏମାନଙ୍କ ସହିତ ମିତ୍ରତା କରିଲେ ଆପଣଙ୍କୁ ବହୁତ ଫାଇଦା ହୋଇଥାଏ । ଏହିଭଳି ମହିଳା ଆପଣଙ୍କ ନିମନ୍ତେ କିଛି ମଧ୍ୟ କରି ପାରନ୍ତି । ଏମାନେ ନିଜ ଜୀବନସାଥୀ ଙ୍କୁ ଭୁଲ ରେ ମଧ୍ୟ ନିଜର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଛାଡି ନଥାନ୍ତି । ଏମାନଙ୍କ ହୃଦୟରେ ଭଲପାଇବା ଏବଂ ମମତା ଭରି ରହିଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ