Vastu Tips- ଏହି ଚମତ୍କାରୀ ଗଛ ଯେଉଁଠାରେ ବି ମିଳିଲେ ଛାଡିବେ ନାହିଁ, ଘର ପାଇଁ ହୋଇଥାଏ ବହୁତ ଶୁଭ, ହେବେ ଧନବାନ !

ବନ୍ଧୁଗଣ, ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଲଗାଯାଇଥାଏ, ସେଠାରେ କେବେ ମଧ୍ୟ ଗରିବୀ ଆସି ନଥାଏ । ସେହି ଘରେ କୌଣସି କାର୍ଯ୍ୟ ପଇସା ଆଧାରରେ ଅଟକି ନଥାଏ । କେବଳ ଏତିକି ନୁହେଁ ବାସ୍ତୁଶାସ୍ତ୍ର ରେ ଏପରି ମଧ୍ୟ କୁହାଯାଇଅଛି ଯେ ଏହି ଗଛ କୁ ଯେଉଁ ବ୍ୟକ୍ତି ନିଜ ଘରେ ଲଗାଇବ ସେଠାରେ ବିମାରୀ ମଧ୍ୟ କେବେ ପ୍ରବେଶ କରି ନଥାଏ । ଏହି ଗଛର ନାମ ଅଟେ ମୟୂର ପଙ୍ଖର ଗଛ ।

ବାସ୍ତୁ ଶାସ୍ତ୍ର ରେ କୁହାଯାଇଅଛି ଯେ ମୟୂର ପଙ୍ଖା ର ଏହି ଗଛ ବ୍କୁ ଘରେ ଲଗାଇବା ଦ୍ଵାରା, ଘରେ ଆସୁଥିବା ଟଙ୍କା ପଇସା ର ଅଭାବ କ୍ଷଣିକ ମଧ୍ୟରେ ଦୂର ହୋଇଥାଏ । କେବଳ ଏତିକି ନୁହେଁ କେବେ କାହାକୁ ଲାଗୁଅଛି ଯେ ତାଙ୍କର ଯୋଜନା ଆଦୌ ଫଳୀଭୂତ ହେଉ ନାହିଁ, ତେବେ ଘରର କୋଣରେ ଏହି ମୟୂର ପଙ୍ଖ କୁ ଲଗାଇବା ଦ୍ଵାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ଆଗମନ ହେବ ।

ଏହି ଗଛ ଲଗାଇବା ପରେ ଆପଣ ଏହି କଥା ର ଧ୍ୟାନ ନିଶ୍ଚିତ ଭାବରେ ରଖିବେ ଯେ ଏହି ଗଛ କେବେ ମଧ୍ୟ ଶୁଖିନଯାଉ । ଅନ୍ୟଥା ଏହାର ଦୁପ୍ରବାହ ଆମ୍ଭକୁ ଦେଖିବାକୁ ମିଳିବ । ଏହି ଗଛ ଘରେ ପଡୁଥିବା ଖରାପ ନଜରରୁ ମଧ୍ୟ ଆପଣଙ୍କୁ ରକ୍ଷା କରିଥାଏ । ଉଚିତ ଦିଗରେ ଏହି ଗଛ କୁ ଲଗାଇବା ଦ୍ଵାରା ଘରେ ଖୁସି ସହିତ ସମସ୍ତ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଗଛ କୁ ଲଗାଇବାର ଉଚିତ ଦିଗ ଏବଂ ଉଚିତ ଉପାୟ ।

ଯେତେବେଳେ ମଧ୍ୟ ଆପଣ ଘରେ ମୟୂର ପଙ୍ଖର ଗଛ ଲଗାଇବେ, ତେବେ କେବେ ମଧ୍ୟ ଏହି ଗଛକୁ ଏକୁଟିଆ ରଖନ୍ତୁ ନାହିଁ । ଏହି ଗଛ କୁ ସର୍ବଦା ଯୋଡି ଲଗାନ୍ତୁ । ଏହାଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଉତ୍ତମ ରହିଥାଏ । ଏବଂ ଘରେ ନକାରାତ୍ମକ ଊର୍ଜା ମଧ୍ୟ ଦୂରେଇ ଯାଇଥାଏ ।

ଏହାକୁ ସର୍ବଦା ଘରର ମୁଖ୍ୟ ଦ୍ଵାର ନିକଟରେ ହିଁ ଲଗାନ୍ତୁ । ଏହାଦ୍ଵାରା ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିପାରିବ ନାହିଁ । ଏହି କାରଣରୁ ଘରେ ପଇସା ର ଅଭାବ ମଧ୍ୟ ହେବ ନାହିଁ । ଯଦି ଏହି ଗଛ ଶୁଖିଯାଏ ତେବେ ତୁରନ୍ତ ଗମଲା ରେ ଆଉ ଏକ ମୟୂର ପଙ୍ଖ ଗଛ ଲଗାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *