ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ବ୍ୟକ୍ତି ନିଜ ଜୀବନରେ ଖୁସିରେ ରହିବାକୁ ପସନ୍ଦ କରିଥାଏ । ନିଜ କ୍ଯାରିଅରରେ ସଫଳତା ଲାଭ କରି ନିଜର ଉତ୍ତମ ଜୀବନ ନିର୍ବାହ କରିବା ପାଇଁ ଚାହିଁଥାଏ । ବହୁତ ଲୋକ ଅଛନ୍ତି କି ଯେଉଁମାନେ ବହୁତ ପାଠ ପଢିଥାନ୍ତି । ବହୁତ ଟଙ୍କା ଖର୍ଚ କରି ମଧ୍ୟ ପାଠ ପଢନ୍ତି । ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ଚାକିରି ହେବାରେ ବହୁତ ବିଳମ୍ବ ହୋଇଯାଇଥାଏ ।
ତାଙ୍କଠୁ କମ୍ ପରିଶ୍ରମ କରି ଲୋକଙ୍କର ଚାକିରି ହୋଇଯାଇଥାଏ କିନ୍ତୁ ଅଧିକ ପ୍ରରିଶ୍ରମ କରୁଥିବା ଲୋକଙ୍କର ବେଳେବେଳେ ଚାକିରି ମିଳିବା କଷ୍ଟସାଧ୍ୟ ହୋଇଥାଏ । ଚାକିରି କରିବା ପାଇଁ ଈଛୁକ ଥିବା ଲୋକମାନେ ଏକ ଉପାୟ କରିବା ଦ୍ଵାରା ତାଙ୍କର ଅତି ଶୀଘ୍ର ଚାକିରି ହୋଇଯାଇଥାଏ । ଆପଣ ଏକ ମାଟି ଦୀପରେ ସୋରିଷ ତେଲ ଭର୍ତ୍ତି କରି ରଖନ୍ତୁ । ଅନ୍ୟ ଏକ ପାତ୍ରରେ କିଛି ସୋରିଷ ତେଲ ଆଣି ରଖନ୍ତୁ । ସାତ କେରା ଦୂବ ଆଣି ସେହି ସୋରିଷ ତେଲ ରଖିଥିବା ପାତ୍ରରେ ସେହି ଦୂବକୁ ବୁଡାଇ ଦିଅନ୍ତୁ ।
ଦୁବକୁ ସୋରିଷ ତେଲରେ ବୁଡାଇ ସାରି ମାଟିର ଦୀପ ଯେଉଁଥିରେ ଆଗରୁ ଆପଣ ସୋରିଷ ତେଲ ରଖିଥିଲେ । ସେହି ଦୀପରେ ଆଣି ଦୂବକୁ ରଖନ୍ତୁ । ଏହି ଉପାୟ ଆପଣ ଆପଣଙ୍କ ଠାକୁର ଘରେ କୌଣସି ସମୟରେ ଯେମିତି ସକାଳ କିମ୍ବା ସନ୍ଧ୍ୟା ସମୟରେ ଓ କୌଣସି ବାରରେ କରିପାରିବେ । ତାପରେ ସେହି ସୋରିଷ ତେଲରେ ପ୍ରସ୍ତୁତ ଦୀପ ଯେଉଁଥିରେ ଆପଣ ଦୂବ ରଖିଥିଲେ ।
ତାହାକୁ ଆପଣ ଅନ୍ୟ ଏକ ଦୀପ ଆଣି ସେହି ସୋରିଷ ତେଲ ଦୀପକୁ ଅର୍ପଣ କରନ୍ତୁ । ଅର୍ଥାତ ସେହି ଦୀପକୁ ଅନ୍ୟ ଏକ ଦୀପ ସାହାଜ୍ଯରେ ବନ୍ଦାପନା କରନ୍ତୁ । ତାପରେ ସେହି ସୋରିଷ ତେଲ ଓ ଦୂବ ଥିବା ଥିବା ଦୀପକୁ ଆପଣଙ୍କ ଡାହାଣ ହାତରେ ରଖି ଘରର ଦକ୍ଷିଣ ଦିଗକୁ ଜାଆନ୍ତୁ । ଦକ୍ଷିଣ ଦିଗକୁ ଗଲା ପରେ ସେହି ସୋରିଷ ତେଲ ଓ ଦୁବକୁ ନିଜର ଚାକିରି ହେବା କଥା ଦୀପ ଓ ଦୂବଙ୍କୁ ଜଣାଇ ତାହାକୁ ପ୍ରଣାମ କରନ୍ତୁ ।
ଏକ ଜାଗାରେ ସେହି ସୋରିଷ ତେଲ ଓ ଦୂବକୁ ଢାଳିଦେଇ ପ୍ରଣାମ କରି ମାଟି ଦୀପ ନେଇ ଚାଲି ଆସିବେ । ତେଲ ହେଉଛି ମଙ୍ଗଳ ଓ ଦୂବ ରାହୁଙ୍କର ହୋଇଥାଏ । ରାହୁ ପ୍ରତେକ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରିଥାନ୍ତି । ଏହି ସବୁ ସାମଗ୍ରୀ ଗ୍ରହ ମାନଙ୍କ ସହିତ ଯୋଡି ହୋଇରହିଲା । ଆପଣ ୯ ଦିନ ପର୍ଯ୍ୟନ୍ତ ଏହି ଉପାୟକୁ ଲଗାତାର କରନ୍ତୁ ।
ଯେଉଁ ସମୟରେ ଏହି ଉପାୟ କରିଥିବେ ଏହାକୁ ଯେତେ ଦିନ କରିବେ ସେହି ନିର୍ଦ୍ଧିଷ୍ଟ ସମୟରେ କରିବେ ।ଏହି ୯ ଦିନ ପୂଜା ଅବଧି ମଧ୍ୟରେ ଆପଣ ଆମିଷ ସେବନ କରିବେ ନାହିଁ । ଏହି ଉପାୟ କରିବା ପରେ ବହୁତ ଶୀଘ୍ର ଆପଣ ଚାକିରି ସମ୍ବଦ୍ଧୀୟ ଶୁଭ ସମାଚାର ଶୁଣିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ