ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଜ୍ଞାନ ବର୍ଦ୍ଧକ ଅନୁଚିନ୍ତା ନେଇଆସିଛୁ । ଯାହାକୁ ମାନିଚାଲିଲେ ଆପଣ ଜୀବନରେ ଉର୍ନତି କରିବା ସହ ଜୀବନରେ ସୁଖ ଶାନ୍ତି ଭରି ଯିବ । ବନ୍ଧୁଗଣ ଆମେ ଆମ ଦୈନଦିନ ଜୀବନରେ କରୁଥିବା କିଛି ଛୋଟ ଛୋଟ ଜିନିଷ, ବେଳେବେଳେ ଜୀବନରେ ଖୁବ ବଡ ଫଳ ପ୍ରଦାନ କରିଦେଇଥାଏ । ୧;- ପ୍ରତିଦିନ ଦୁଇଗ୍ଳାସ ଉଷୁମୁପାଣି ପିଇଲେ ହଜମ ଭଲହେବା ସହିତ ହୃଦରୋଗ ଆଶଙ୍କା କମହୁଏ ।
୨;- ଖାଇ ସାରିବା ପରେ ଗାଧାନ୍ତୁ ନାହିଁ କିମ୍ବା ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
୩;- ବସିଲା ସମୟରେ ଅଣ୍ଟା ସିଧାକରି ବସିଲେ ଅଣ୍ଟା ବିନ୍ଧା ଭଲହେବା ସହିତ ମେରୁଦଣ୍ଡ ଠିକ ରହେ ।
୪;- ଘରର ଡ୍ରଇଂ ରୁମରେ ସାଧୁସନ୍ଥଙ୍କ ଆଶୀର୍ବାଦ ଦେଉଥିବା ଫଟୋ ଲଗାଇଲେ ବହୁତ ଶୁଭ ହୋଇଥାଏ ।
୫;- ଠାକୁର ଘରେ ଶଙ୍ଖ ରଖିଲେ ଏବଂ ଶଙ୍ଖ ବଜାଇଲେ ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
୬;- ଠାକୁର ଘରେ କର୍ପୁର ରଖିଲେ ଏବଂ କର୍ପୁର ଜଳାଇଲେ ମନର ଅଶାନ୍ତି ଦୂରହୋଇ ଶାନ୍ତି ଆସିଥାଏ ।
୭;- ଯଦି ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥାଏ ତେବେ ଶୁକ୍ରବାର ଦିନ ମା’ କାଳୀଙ୍କୁ ଦର୍ଶନ କଲେ, ଦୂର ହୋଇଥାଏ ।
୮;- ଯେଉଁ ଜାଗାରେ ବରଗଛ କିମ୍ବା ଓସ୍ତଗଛ ଅଛି ସେହି ସ୍ଥାନରେ ଘର ନିର୍ମାଣ କଲେ, ଅଶୁଭ ହୋଇଥାଏ ।
୯;- ନିଜ ମନକୁ ନିୟନ୍ତ୍ରଣରେ ରଖୁଥିବା ଲୋକ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇଥାଏ ।
୧୦;- ଯଦି ଆପଣଙ୍କର କୌଣସି ଇଚ୍ଛା ପୂର୍ଣ୍ଣ ହେଲା ନାହିଁ, ତେବେ ଜାଣିବେ ଯେ ଆପଣଙ୍କୁ କିଛି ଅଲଗା ଜିନିଷ ମିଳିବାର ଅଛି ।
୧୧;- ଯେଉଁ କାର୍ଯ୍ୟ ଆପଣ ଖୁସି ହୋଇ କରନ୍ତି, ସେହି କାର୍ଯ୍ୟ ଆପଣଙ୍କୁ ଖୁସି ଓ ସଫଳତା ଦେଇଥାଏ ।
୧୨;- ଓଁ ରାଂ ନମଃ… ଏହି ମନ୍ତ୍ର ଜପ କଲେ ଧନହାନୀ ହୋଇନଥାଏ ।
୧୩;- ଓଂ ହନୁମତେ ନମଃ… ଏହି ମନ୍ତ୍ର ଜପକଲେ ଅଟକି ରହିଥିବା ସବୁକାର୍ଯ୍ୟ ଖୁବ ଶୀଘ୍ର ହୋଇଯାଏ ।
୧୪;- ଶୋଇବା ଘରେ କେବେ ମଧ୍ୟ ଅଇଁଠା ବାସନ ରଖନ୍ତୁ ନାହିଁ । ଏହାଦ୍ଵାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ।
୧୫;- ଯଦି ଖରାପ ସ୍ଵପ୍ନ ଦେଖୁଥାନ୍ତି ତେବେ ମୁଣ୍ଡ ପାଖରେ କିଛି ଲୁହା ଜିନିଷ ରଖି ଶୋଇଲେ ଖରାପ ସ୍ଵପ୍ନ ଆସିବ ନାହିଁ ।
୧୬;- ବିବାହ ବିଳମ୍ବ ହେଉଥିଲେ ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଏବଂ ଘରେ ରାଧାକୃଷ୍ଣଙ୍କ ମୂର୍ତ୍ତି ରଖନ୍ତୁ ।
୧୭;- ଯଦି ଚାକିରୀ ମିଳୁନଥାଏ ତେବେ ସକାଳୁ ୭ ପ୍ରକାରର ଦାନ ମିଶାଇ ଚଢେଇକୁ ଖାଇବାକୁ ଦିଅନ୍ତୁ ।
୧୮;- ସ୍ଵାମୀ ଏବଂ ସ୍ତ୍ରୀ ସୁଖୀ ତଥା ଦାମ୍ପତ୍ୟ ଜୀବନ ପାଇଁ ଘରେ ରାଧାକୃଷ୍ଣଙ୍କ ଫଟୋ ଲଗାଇବା ଉଚିତ ।
୧୯;- ଖାଇ ସାରିବା ପରେ ଥାଳିରେ ହାତ ଧୁଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ ।
୨୦;- କାଳସର୍ପ ଦୋଷ ଦୂର କରିବା ପାଇଁ ହେଲେ ସାତୋଟି ମୟୂରପୁଛ ତକିଆ ଭିତରେ ରଖନ୍ତୁ ।
୨୧;- ଯୁବକ ଯୁବତୀ ମାନଙ୍କ ବିବାହ ବିଳମ୍ବ ହେଉଥିଲେ ଗୁରୁବାର ଦିନ, ବ୍ରତକଲେ ସୁଫଳ ମିଳେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ