ଚା’ ର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା ? 15 + GK Question with Answer

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତିବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନଥାଏ । ଆମେ କୌଣସି କାର୍ଯ୍ୟରେ ସଫଳତା ତଥା କୃତ କାର୍ଯ୍ୟ ହୋଇପାରିବାନହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ। ତେବେ ଚାଲନ୍ତୁ ଆଉ ସମୟ ନଷ୍ଟ ନକରି କିଛି ଜଣା ଅଜଣା ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।

1; – ଦୁନିଆର ସବୁଠାରୁ ବଡ ଫଳ କ’ ଣ ଅଟେ ?

ଉତ୍ତର;- ଦୁନିଆର ସବୁଠାରୁ ବଡ ଫଳ ପଣସ ଅଟେ ।

2; -ଟ୍ରେନର ହର୍ଣ୍ଣ କେତେ କିଲୋମିଟର ପର୍ଯ୍ୟନ୍ତ ଶୁଣା ଯାଇଥାଏ ?

ଉତ୍ତର;- ଟ୍ରେନର ହର୍ଣ୍ଣ 5 କିଲୋମିଟର ପର୍ଯ୍ୟନ୍ତ ଶୁଣା ଯାଇଥାଏ ।

3; – ସଂସାରର ସବୁଠାରୁ ପରିଶ୍ରମୀ ଜୀବ କିଏ ଅଟେ ?

ଉତ୍ତର;- ସଂସାରର ସବୁଠାରୁ ପରିଶ୍ରମୀ ଜୀବ ପିମ୍ପୁଡି ଅଟେ ।

4; – ଭଙ୍ଗଡା କେଉଁ ରାଜ୍ୟର ଲୋକନୃତ୍ୟ ଅଟେ ?

ଉତ୍ତର;- ଭଙ୍ଗଡା ପଞ୍ଜାବର ଲୋକନୃତ୍ୟ ଅଟେ ।

5; – ତାଜମହଲର ନିର୍ମାଣ କିଏ କରାଇଥିଲେ ?

ଉତ୍ତର;- ତାଜମହଲର ନିର୍ମାଣ ଶାହାଜାହାନ କରାଇଥିଲେ ।

6; – କେଉଁ ଦେଶର ଲୋକ ଶଣ୍ଢ ସହିତ ଲଢେଇ କରିଥାନ୍ତି ?

ଉତ୍ତର;- ସ୍ପେନ ଦେଶର ଲୋକ ଶଣ୍ଢ ସହ ଲଢେଇ କରିଥାନ୍ତି ।

7; – କଳା ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?

ଉତ୍ତର;- କଳା ଗୋଲାପ ତୁର୍କୀ ଠାରେ ଦେଖିବାକୁ ମିଳିଥାଏ ।

8; – ସୂର୍ଯ୍ୟକିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର;- ସୂର୍ଯ୍ୟକିରଣରୁ ଆମକୁ ଭିଟାମିନ-ଡି ମିଳିଥାଏ ।

ଉତ୍ତର;- ନଡିଆ ଉଡାଜାହାଜରେ ନେଇକି ଯିବା ଅନୁଚିତ ।

9; – କେଉଁ ଜୀବ ଭୋକ ଲାଗିବା ମାତ୍ରେ ନିଜର ଛୁଆକୁ ମଧ୍ୟ ଖାଇ ଯାଇଥାଏ ?

ଉତ୍ତର;- କଇଞ୍ଛ ଭୋକ ଲାଗିବା ମାତ୍ରେ ନିଜର ଛୁଆକୁ ମଧ୍ୟ ଖାଇ ଯାଇଥାଏ ।

10; – ଭାରତରତ୍ନ ପୁରଷ୍କାର ଉପରେ ତିଆରି ହୋଇଥାଏ ?

ଉତ୍ତର;- ଭାରତ ରତ୍ନ ପୁରଷ୍କାରଉପରେ ସୂର୍ଯ୍ୟଙ୍କର ଆକୃତି ନିର୍ମାଣ ହୋଇଥାଏ ।

11; – କେଉଁ ଜୀବର କ୍ଷୀର ପିଇବା ମାତ୍ରେ ମସ୍ତିଷ୍କ ପ୍ରଖର ହୋଇଥାଏ ?

ଉତ୍ତର;- ଗାଈର କ୍ଷୀର ପିଇବା ମାତ୍ରେ ମସ୍ତିଷ୍କ ପ୍ରଖର ହୋଇଥାଏ ।

12; – ବୁଢିଆଣୀ ନଖାଇପିଇ ମଧ୍ୟ କେତେ ଦିନ ବଞ୍ଚିକି ରହିପାରେ ?

ଉତ୍ତର;- ବୁଢିଆଣୀ ନଖାଇପିଇ 10 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ ।

13; – ପଢୁଥିବା ଖବର କାଗଜ କେଉଁ ବୃକ୍ଷରୁ ତିଆରି କରାଯାଇଥାଏ ?

ଉତ୍ତର;- ପଢୁଥିବା ଖବର କାଗଜକୁ ବାଉଁଶ ଗଛରୁ ତିଆରି କରାଯାଇଥାଏ ।

14; – ଆଖିର କଜଳ ହେବା ଲୋକବାଣୀର ଅର୍ଥ କ’ ଣ ଅଟେ ?

ଉତ୍ତର;- ଆଖିର କଜଳ ହେବା ଅତ୍ୟଧିକ ପ୍ରିୟ ହେବା ।

15; – ଚା’ ର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶରେ କରା ଯାଇଥିଲା ?

ଉତ୍ତର;- ଚା’ ର ସନ୍ଧାନ ସର୍ବ ପ୍ରଥମେ ଚୀନ ଦେଶରେ କରାଯାଇଥିଲା ।

ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *