Health Tips: କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି 10 ସଙ୍କେତ, ସମୟ ଥାଇ ହେଇ ଯାଆନ୍ତୁ ସାବଧାନ !

ବନ୍ଧୁଗଣ, କ୍ୟାନ୍ସର ହେବା ପୂର୍ବ ରୁ ଶରୀରରେ କିଛି ଏଭଳି ସଙ୍କେତ ଦେଇଥାଏ, ଯାହାକୁ ଜାଣିବା ଅତ୍ୟନ୍ତ ଜରୁରୀ । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ, ଏହି ଭୟାନକ ରୋଗ କ୍ୟାନ୍ସର କଣ ପାଇଁ ହୋଇଥାଏ ? କ୍ୟାନ୍ସର ର ନାମ ଶୁଣିଲା ମାତ୍ରେ ଡର ଲାଗିଥାଏ ।

ଏହି ବିମାରୀ କୁ ନେଇ ସମସ୍ତଙ୍କ ମନରେ ଡର ରହିଥାଏ । ଶରୀରରେ ଥିବା ଅନିୟନ୍ତ୍ରଣ କୋଷିକା ର କାରଣ କ୍ୟାନ୍ସର ହୋଇପାରେ । ଶରୀରର ଏହି କୋଷିକା ଆବଶ୍ୟକ ଅନୁଯାୟୀ ବିଭାଜିତ ହୋଇଥାଏ । ମାତ୍ର ଯେବେ ଏହା ଲଗାତାର ବୃଦ୍ଧି କରିବାକୁ ଲାଗିଥାଏ ତେବେ ଏହା କ୍ୟାନ୍ସର ର ରୂପ ନେଇଥାଏ । କୋଷିକା ର ଏହି ଅସମାନତା ବିକାଶକୁ କ୍ୟାନ୍ସର କୁହାଯାଏ । ଏହାପରେ କ୍ୟାନ୍ସର କୋଷିକା ର ଏକ ସମୂହ ବନିଯାଇଥାଏ । ଆଉ ଏହି ସମୂହ ଟିଉମର ର ରୂପ ନେଇଥାଏ ।

ଏହି ଟିଉମର କୋଷିକା କୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥାଏ । କ୍ୟାନ୍ସର ଅଙ୍ଗ ତଥା କୋଷିକାଙ୍କ ଉପରେ ନିରୂପଣ କରାଯାଇଥାଏ । ଯଥା ବ୍ଲଡ଼ କ୍ୟାନ୍ସର, ଗଳା ର କ୍ୟାନ୍ସର, ମୁହଁ ର କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର, ସରଭାଇକାଲ କ୍ୟାନ୍ସର, ଫୁସ ଫୁସ ରେ କ୍ୟାନ୍ସର, ପ୍ରୋଇଷ୍ଟେଡ କ୍ୟାନ୍ସର, ଲିଭର କ୍ୟାନ୍ସର, ଆହୁରି ଅନେକ ପ୍ରକାରର କ୍ୟାନ୍ସର ଦେଖାଯାଇଥାଏ ।

ପେଟର କ୍ୟାନ୍ସର ହେବାର ସଙ୍କେତ, ପେଟ ର କ୍ୟାନ୍ସର କୁ ଗ୍ୟାଷ୍ଟିକ କ୍ୟାନସର ବୋଲି କୁହାଯାଇଥାଏ । ଏହି କ୍ୟାନ୍ସର ର ନିଧାନ କରିବା ବହୁତ କଷ୍ଟସାଧ୍ୟ ହୋଇଥାଏ । ରୋଗୀ ଯେ ପର୍ଯ୍ୟନ୍ତ ଏହାର ଚୟନ କରିଥାଏ ସେ ପର୍ଯ୍ୟନ୍ତ ଏହା ବହୁତ ଗମ୍ଭୀର ରୂପ ଧାରଣ କରିଦେଇଥାଏ । ସେହିଭଳି ବ୍ଲଡ଼ କ୍ୟାନ୍ସର କୌଣସି ଗୋଟିଏ ଲକ୍ଷଣ ରହି ନଥାଏ । ବ୍ଲଡ଼ କ୍ୟାନ୍ସର ରେ ରକ୍ତ ର ଅଭାବ ହେବା । ଲମ୍ବା ସମୟ ଧରି ଜ୍ଵର ହେବା । ଶରୀରର ଅଙ୍ଗରୁ ରକ୍ତସ୍ରାବ ହେବା ।

ଏହି ଲକ୍ଷଣ ମାନ ବ୍ଲଡ଼ କ୍ୟାନ୍ସର ହୋଇଥାଏ । ହାଡ ଗୁଡିକରେ କ୍ୟାନ୍ସର ହେବାର ଲକ୍ଷଣ କହିବାକୁ ହେଲେ ବୋନ କ୍ୟାନ୍ସର ରୋଗୀ ଙ୍କ ଠାରେ ସାଧାରଣ ଭାବରେ ଦେଖାଯାଇଥାଏ । ଏଥିରୁ ହେବାକୁ ଯାଉଥିବା ଦରଦ ଆମ୍ଭ ମାନଙ୍କ ନିୟନ୍ତ୍ରଣ ରେ ହୋଇନଥାଏ । ଯେତେବେଳେ ଆମ୍ଭେ ବାହାରକୁ ଚାଲି ଯାଇଥାଉ ଅଥବା ଅନ୍ୟ କେଉଁଠାକୁ ଚାଲି ଯାଇଥାଉ ତେବେ ଏହି ସ୍ଥିତି ରେ ହାଡ ଗୁଡିକ ର ଦରଦ ଆହୁରି ଅଧିକ ବଢି ଯାଇଥାଏ ।

କ୍ୟାନ୍ସର ବଢିଲେ ଦରଦ ମଧ୍ୟ ବଢିବାକୁ ଲାଗିଥାଏ । କୌଣସି ବ୍ୟକ୍ତି ର ପାଦ ଏହାର ଅନ୍ତର୍ଭୁକ୍ତ ହେଲେ ସେ ଲେଙ୍ଗେଡା ମଧ୍ୟ ହୋଇପାରେ । ଆପଣଙ୍କ ଶରୀର ଯଦି ଅନେକ ଦିନ ହେବ ଏହି ସବୁ ପରିସ୍ଥିତି ର ସମୁଖୀନ ହେଉଅଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *