ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଲକ୍ଷଣ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯଦି କୌଣସି ବ୍ୟକ୍ତି ଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖାଯାଇଥାଏ, ତେବେ ଜାଣନ୍ତୁ ସ୍ଵୟଂ ମହାକାଳ ଙ୍କର ତାଙ୍କ ଉପରେ ହାତ ରହିଅଛି । ଏବଂ ତାଙ୍କର କେହି କିଛି ବିଗାଡି ପାରିବେ ନାହିଁ । ଏହି ସଂସାରରେ ଉପସ୍ଥିତ ଥିବା ଅସୀମ ଊର୍ଜା ଭଗବାନ ଶିବ ଅଟନ୍ତି ।
ଭଗବାନ ଶିବ ଙ୍କୁ ଭୋଳାନାଥ ମଧ୍ୟ କୁହାଯାଇଥାଏ । କାରଣ ସେ ନିଜ ଭକ୍ତ ମାନଙ୍କ ମଧ୍ୟରେ କୌଣସି ପ୍ରକାରର ଭେଦଭାବ କରି ନଥାନ୍ତି । ମହାତ୍ମା ବିଦୁର ନିଜ ନୀତିବାଣୀ ରେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ବ୍ୟକ୍ତି ଙ୍କ ଲକ୍ଷଣ ସମ୍ବନ୍ଧରେ କୁହାଯାଇଅଛି ।
୧- ମହାଦେବ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ସାଧାରଣ ଜୀବନ ବଞ୍ଚିବା କୁ ପସନ୍ଦ କରିଥାଏ । ଏହିଭଳି ବ୍ୟକ୍ତି କୌଣସି ପ୍ରକାରର ଜିନିଷ କୁ ଦେଖାଇ ପ୍ରଶଂସା ପାଇବାକୁ ଇଛା କରି ନଥାଏ । ଏହିଭଳି ବ୍ୟକ୍ତି ଏନିକୁ ନିଚ୍ଚ ଦେଖାଇବାର ପ୍ରୟାସ ମଧ୍ୟ କରି ନଥାଏ । ଭୁଲରେ ମଧ୍ୟ କାହା ସହିତ କ-ଟୁ ଶବ୍ଦ ର ପ୍ରୟୋଗ କରି ନଥାଏ ।
୨- ମହାଦେବ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ପଶୁ ପ୍ରେମୀ ହୋଇଥାଏ । କେବେ କୌଣସି ନିରୀହ ଜନ୍ତୁ ଙ୍କ ଉପରେ ଅ-ତ୍ୟା-ଚା-ର କରି ନଥାଏ ।
୩- ଯେଉଁ ବ୍ୟକ୍ତି ବିପୁଳ ଧନ ସମ୍ପତ୍ତି, ଜ୍ଞାନ,ଐଶ୍ଵର୍ଜ୍ୟ କୁ ପାଇ ମଧ୍ୟ ଅ-ହଂ-କା-ର କରି ନଥାଏ । ସର୍ବଦା ଅନ୍ୟ ସହିତ ବିନମ୍ରତା ସହିତ ବ୍ୟବହାର କରିଥାଏ । ଏହିଭଳି ବ୍ୟକ୍ତି ସର୍ବଦା ଅନ୍ୟକୁ ସାହାର୍ଯ୍ୟ କରିବା ନିମନ୍ତେ ତତ୍ପର ରହିଥାଏ । ସେ କେବଳ ଅନ୍ୟକୁ ଖୁସି ଦେବା ନିମନ୍ତେ ହିଁ ପରିଶ୍ରମ କରିଥାଏ ।
୪- ଯେଉଁ ପ୍ରକାର ବୃକ୍ଷ ରେ ଫଳ ହେଲେ ସଂପୂର୍ଣ୍ଣ ବୃକ୍ଷ ଟି ନଇଁଯାଇଥାଏ । ପାଣିରେ ପରିପୂର୍ଣ୍ଣ ହୋଇଥିବା ବାଦଲ ଆକାଶରୁ ତଳକୁ ଆସିଥାଏ । ମହାଦେବ ଙ୍କ କୃପା ପ୍ରାପ୍ତ ବ୍ୟକ୍ତି ସମୃଦ୍ଧି ଦ୍ଵାରା ଗର୍ବିତ ବନି ନଥାନ୍ତି । ଏମାନେ ସର୍ବଦା ପରର ଉପକାର ହିଁ କରିଥାନ୍ତି ।
୫- ଯେଉଁ ବ୍ୟକ୍ତି ବହୁତ ଅଧିକ ବଳବାନ ହେବା ସତ୍ଵେ ମଧ୍ୟ କ୍ଷମାଶୀଳ ହୋଇଥାଏ । ଗୁରୁଜନ ଙ୍କ ଉପରେ ଅ-ତ୍ୟା-ଚା-ର ନ କରିଥାଏ କେବେ ମଧ୍ୟ ନିଜ ବଳ ଉପରେ ଘ-ମ-ଣ୍ଡ କରି ନଥାଏ, ସେହି ବ୍ୟକ୍ତି ମହାଦେବ ଙ୍କ ପ୍ରିୟ ହୋଇଥାଏ ।
୬- ଯେଉଁ ବ୍ୟକ୍ତି ନିର୍ଦ୍ଧନ ହେବା ସହିତ ଦାନଶୀଳ ହୋଇଥାଏ, ଧନ ନ ଥିଲେ ମଧ୍ୟ ଅନ୍ୟକୁ ଦାନ ଦେବା ନିମନ୍ତେ ତତ୍ପର ହୋଇଥାଏ, ଅନ୍ୟର ସାହାର୍ଯ୍ୟ ନିମନ୍ତେ ଆଗକୁ ଆସିଥାଏ, ଏହିଭଳି ଲୋକ ଙ୍କ ଉପରେ ଭଗବାନ ଶିବ ଙ୍କ କୃପା ସର୍ବଦା ରହିଥାଏ ।
୭- ଯେଉଁ ବ୍ୟକ୍ତି ଦୁର୍ଲଭ ବସ୍ତୁ କୁ ପାଇବାକୁ ଇଛା ନ ରଖିଥାଏ, ତଥା ବିପତ୍ତି ଆସିଲେ ଭୟ କରି ନଥାନ୍ତି, କଠିନରୁ କଠିନ ପରିସ୍ଥିତି ର ସାମ୍ନା କରିଥାନ୍ତି ସେମାନଙ୍କ ଉପରେ ମହାଦେବ ଙ୍କ ହାତ ସର୍ବଦା ରହିଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ