Vastu Tips- ବୁଧବାର ଦିନ ଖାଆନ୍ତୁ ନାହିଁ ଏହି ଜିନିଷ, କରନ୍ତୁ ନାହିଁ ଏହି କାମ

ବନ୍ଧୁଗଣ, ଆମ୍ଭର ସଂପୂର୍ଣ୍ଣ ଜୀବନ ସୃଷ୍ଟି ର ରଚନାକାର ପରମପିତା ପରମେଶ୍ଵର ଙ୍କର ଇଚ୍ଛା ଅନୁଯାଇ ହିଁ ଚାଲିଥାଏ । ସୃଷ୍ଟି ର ରଚନା କରିବା ସମୟରେ ସେ ସମଗ୍ର ସଂସାରର ପ୍ରତ୍ୟକ ଛୋଟ ବଡ ଜିନିଷର ତାହା ସର୍ଜିବ ହେଉ ଅଥବା ନିର୍ଜୀବ ସମସ୍ତଙ୍କର ଭାଗ୍ୟ ନିର୍ଦ୍ଧାରିତ କରିଦେଇଥିଲେ । ଆମ୍ଭର ଭାଗ୍ୟ ଆମ୍ଭର ଗ୍ରହ ମାନଙ୍କର ସ୍ଥିତି ଅଥବା ଗତି ଉପରେ ନିର୍ଦ୍ଧାରିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆମ୍ଭ ମାନଙ୍କର ଜନ୍ମ କୁଣ୍ଡଳୀରେ ସମୁଦାୟ ୯ ଟି ଗ୍ରହ ଅଛନ୍ତି ।

ସପ୍ତାହର ପ୍ରତ୍ୟକ ଦିନ ତଥା ପ୍ରତ୍ୟକ ବାର ନିଜ ମଧ୍ୟରେ ଅଲଗା ବିଶିଷ୍ଠ ମହତ୍ଵ ରଖିଥାଏ । ସପ୍ତାହର ପ୍ରତ୍ୟକ ଦିନ ତଥା ପ୍ରତ୍ୟକ ବାର ସ୍ଵାମୀ ମଧ୍ୟ ଅଲଗା ଅଲଗା ହୋଇଥାନ୍ତି । ଆଜି ଆମ୍ଭେ କଥା ହେବାକୁ ଯାଉଅଛୁ ସପ୍ତାହର ୩ ୟ ଦିନ ଅର୍ଥାତ ବୁଧବାର ଦିନ ସମ୍ବନ୍ଧରେ । ବୁଧବାର ର ଅଧିପତି ବୁଦ୍ଧଗ୍ରହ ଅଟନ୍ତି । ବୁଦ୍ଧଗ୍ରହ ର ସମ୍ବନ୍ଧ ଆମ୍ଭ ବୁଦ୍ଧି ସହିତ ଜଡିତ ଅଟେ । ଆମ୍ଭ କୁଣ୍ଡଳୀ ରେ ବୁଦ୍ଧଗ୍ରହ ଙ୍କ ଯେପରି ପ୍ରଭାବ ହୋଇଥାଏ ଆମ୍ଭର ବୁଦ୍ଧି ମଧ୍ୟ ସେହିଭଳି ବିକଶିତ ହୋଇଥାଏ ।

ଆମ୍ଭ କୁଣ୍ଡଳୀ ରେ ଯଦି ବୁଦ୍ଧଗ୍ରହ ଖରାପ ଅଛି ତେବେ ଆମ୍ଭ ବୁଦ୍ଧି ମଧ୍ୟ କମିଯାଇଥାଏ । ଯଦି ବୁଦ୍ଧ ଗ୍ରହ ଭଲ ସ୍ଥିତି ରେ ରହିଥାନ୍ତି ତେବେ ଆମ୍ଭ ବୁଦ୍ଧି ଭଲ ହେବା ସହିତ ଆମ୍ଭ ଦ୍ଵାରା ନିଆଯାଇଥିବା ସମସ୍ତ ନିର୍ଣ୍ଣୟ ମଧ୍ୟ ସଫଳ ହୋଇଯାଇଥାଏ । ବୁଧବାର ଦିନ କିଛି ବିଶେଷ କଥା ର ପାଳନ କରିବା ଦ୍ଵାରା ଆମ୍ଭ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଆସନ୍ତୁ ଜାଣିବା ସେହି ବିଶେଷ କଥା ଗୁଡିକ କଣ ଅଟେ ?

୧;- ବୁଧବାର ଦିନ ଆପଣ ମାନେ ଭଗବାନ ଶ୍ରୀ ଗଣେଶଙ୍କୁ ଧଳା ଏବଂ ଲାଲ ଫୁଲ ଅବଶ୍ୟ ଚଢାନ୍ତୁ । ଏହିଦିନ ମାତା ଲକ୍ଷ୍ମୀ ଅଥବା ଗଣେଶ ଙ୍କ ମନ୍ଦିରକୁ ଯାଇ ଉଭୟ ଙ୍କ ପୁଜା ଆରାଧନା ନିଶ୍ଚିନ୍ତ କରନ୍ତୁ ।

୨;- ଧନ ସମ୍ପତ୍ତି ର ବୃଦ୍ଧି କରିବା ଦ୍ଵାରା ୭ ଟି ବୁଧବାର ଧଳା ଗାଈଙ୍କୁ କିଛି ଖାଇବାକୁ ଦେବା ଦ୍ଵାରା ସୁଖ ସମୃଦ୍ଧି ର ବୃଦ୍ଧି ହୋଇଥାଏ । ଆପଣଙ୍କ ଘରେ ଧନଧାନ୍ୟ ର ମଧ୍ୟ ବୃଦ୍ଧି ହୋଇଥାଏ ।

୩;- ଯଦି ଆପଣ କାହାଠାରୁ କରଜ ନେଇଛନ୍ତି, ଏବଂ ଏହାକୁ ସୁଝି ପାରୁ ନାହାନ୍ତି ତେବେ ଏଥିରୁ ମୁକ୍ତି ପାଇବା ନିମନ୍ତେ ୭ ଟି ବୁଧବାର ଆପଣ ମୁଗଡାଲି ର ଦାନ କରନ୍ତୁ । ଆପଣ କୌଣସି ଗରିବ ବ୍ୟକ୍ତି ଙ୍କୁ ମଧ୍ୟ ମୁଗଡାଲି ର ଦାନ ନିଶ୍ଚିନ୍ତ କରନ୍ତୁ ।

୪;- ବୁଧବାର କୁ ମାତା ଲକ୍ଷ୍ମୀ ଙ୍କ ବାର ଭାବରେ ଗ୍ରହଣ କରାଯାଇଥାଏ । ଆପଣ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ କରିବା ନିମନ୍ତେ ବୁଧବାର ଦିନ ମାତା ଲକ୍ଷ୍ମୀ ଙ୍କ ବ୍ରତ କରନ୍ତୁ । ଏହି ବ୍ରତ ରେ ଆପଣ ବିନା ଲୁଣ ର ଖାଦ୍ୟ ସେବନ କରିବା ଆବଶ୍ୟକ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିପରି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *