ବୁଢ଼ା କୁ କରିବ ଯୁବକ ଏହି ଗୋଟିଏ ଚମତ୍କାରୀ ଫୁଲ, 60 ବର୍ଷରେ ବି ଲାଗିବେ 22 ବର୍ଷ ପରି ଯବାନ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ଏକ ଚମତ୍କାରୀ ଗଛର ଫୁଲ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହା ଦେଖିବାକୁ ଖୁବ ସାଧାରଣ ମାତ୍ର ଏହା ଦିବ୍ୟ ଗୁଣ ରେ ଭରପୁର ।ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଚେହେରାରେ ଚମକ ଆଣିବା ସହିତ ଆପଣଙ୍କ କେଶ କଳା ରଖିବା ଏବଂ ଆପଣଙ୍କୁ ବୁଢା ହେବାରୁ ବଞ୍ଚିବା ନିମନ୍ତେ ବହୁତ କାର୍ଯ୍ୟକାରୀ ହେବ । କିନ୍ତୁ ଅନେକ ଲୋକ କେବଳ ପୂଜା ରେ ଏହାର ବ୍ୟବହାର କରନ୍ତି ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଫୁଲ ରୁ ପ୍ରସ୍ତୁତ କିଛି ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ କରି ଆପଣ ନିଜ ଚେହେରା କୁ ସଫାସୁତରା ଏବଂ କେଶ କୁ କଳା ସମେତ ଶକ୍ତ ମଧ୍ୟ କରି ପାରିବେ । ଚୁଟି କୁ କଳା କରିବା ପାଇଁ ଆପଣ କିଛି ସଦାବିହାରୀ ଫୁଲ ନେଇ ତାକୁ ଛେଚି ସେଥିରେ କିଛି ରସ ବାହାର କରି ନିଜ କେଶରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାପରେ ଏହାକୁ ପ୍ରାଏ ୨ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ଏହାପରେ ଆପଣ ନିଜ କେଶ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶ କୁ କଳା କରିବା ସହିତ ଶକ୍ତ ଏବଂ ଚମକଦାର ମଧ୍ୟ ବନାଇବ । ଆପଣଙ୍କ କେଶ କୁ ସୁସ୍ଥ ବନାଇବା ନିମନ୍ତେ ଏହା ଏକ ଘରୋଇ ଏବଂ ଉଚିତ ଉପାୟ ଅଟେ । ଯଦି ଆପଣ ନିଜ ଚେହେରା କୁ ସୁନ୍ଦର ଏବଂ ସତେଜ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ସଦାବିହାରୀ ଫୁଲ କୁ ନେଇ ତାକୁ ପେଶୀ ସେଥିରୁ ଏକ ପେଷ୍ଟ ବନାଇ ଦିଅନ୍ତୁ ।

ସେହି ପେଷ୍ଟ କୁ ନେଇ ଆପଣ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ଏହାକୁ ପ୍ରାଏ ୧ ଘଣ୍ଟା ପର୍ଯ୍ୟନ୍ତ ନିଜ ମୁହଁ ରେ ଲଗାଇ ରଖନ୍ତୁ । ଏହାପରେ ନିଜ ମୁହଁ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଚେହେରା ଚମକି ଉଠିବ । ଏହା ସହିତ ଆପଣଙ୍କ ତ୍ଵଚା ମଧ୍ୟ କୋମଳ ଏବଂ ସୁନ୍ଦର ଦେଖାଯିବ । ସେହିଭଳି ଆପଣ ନିଜ ତ୍ଵଚା କୁ ସୁସ୍ଥ ଏବଂ ସତେଜ ରଖିବାକୁ ଚାହୁଁଥିଲେ ଏହି ଉପାୟ କୁ ନିଶ୍ଚିତ ରୂପରେ କରନ୍ତୁ ।

୨ ରୁ ୩ ଟି ସଦାବିହାରୀ ଫୁଲ ଏବଂ ପାତ୍ର ଉଚିତ ମାତ୍ରାରେ ନିଅନ୍ତୁ । ଏହାକୁ ଆପଣ ଭଲ ଭାବରେ ପେଶୀ ଦିଅନ୍ତୁ । ଆପଣ ଏଥିରୁ ଅଧାଚମଚ ରସ ବାହାର କରି ଦିନରେ ଏହାକୁ ସେବନ କରନ୍ତୁ । ଏହା କରିବାର ଅଳ୍ପ ଦିନ ମଧ୍ୟରେ ଦେଖିବେ ଆପଣ ନିଶ୍ଚିତ ଯବାନ ଦେଖାଯିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *