୧;- ବନ୍ଧୁଗଣ, ଆପଣ ମାନେ ସର୍ବଦା ମନେ ରଖନ୍ତୁ ଯେ ଆପଣଙ୍କ ର ପିତୃ ପୁରୁଷ ଙ୍କ ଫଟୋର ଦକ୍ଷିଣ କିମ୍ବା ପଶ୍ଚିମ ଦିଗ କାନ୍ଥ ରେ ଲଗାନ୍ତୁ ନାହିଁ । ସର୍ବଦା ଏହାକୁ ଉତ୍ତର ଦିଗ କାନ୍ଥ ରେ ଲଗାନ୍ତୁ । ଯେପରି ଆପଣଙ୍କର ପିତୃ ପୁରୁଷ ମାନଙ୍କ ର ମୁହଁ ଦକ୍ଷିଣ ଦିଗ କୁ ରଖିଥାଏ । ଏହା ପାଳନ କରିଲେ ଆପଣ ମାନଙ୍କ ପାଇଁ ବହୁତ ମଙ୍ଗଳ ହୋଇଥାଏ ଏବଂ ପିତୃ ପୁରୁଷ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
୨;- ଆପଣ ସର୍ବଦା ମନେ ରଖନ୍ତୁ ଯେ ଘରର ଦକ୍ଷିଣ ଦିଗ କାନ୍ଥରେ କେବେ ମଧ୍ୟ ଘଣ୍ଟା ଟାଙ୍ଗନ୍ତୁ ନାହିଁ । କିମ୍ବା ଘରେ କେବେ ମଧ୍ୟ ଅଚଳ ଘଣ୍ଟା ରଖନ୍ତୁ ନାହିଁ । ଏବଂ ସର୍ବଦା ଘଣ୍ଟା ର ସମୟ ୫ ମିନିଟ ଆଗକୁ ରଖନ୍ତୁ । ଏହା କରିଲେ ଆପଣଙ୍କ ପାଇଁ ବହୁତ ମଙ୍ଗଳ ହେବ ।
୩;- ନାରୀ ମାନେ ସ୍ନାନ କରି ସାରିବା ପରେ ନିଜର ଆଙ୍ଗୁଠିରେ କେବେ ମଧ୍ୟ ସିନ୍ଦୁର ପିନ୍ଧନ୍ତୁ ନାହିଁ । କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ । ଏହା କରିଲେ ସ୍ଵାମୀ ତଥା ସ୍ତ୍ରୀ ଙ୍କ ପାଇଁ ମଙ୍ଗଳ ହୋଇଥାଏ ଓ ସ୍ନାନ କରିବା ସମୟରେ କେବେ ବି ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ, ଏହା ଦ୍ଵାରା ଘରର ଅମଙ୍ଗଳ ହୋଇଥାଏ ।
୪;- ଆପଣଙ୍କ ଘରର ଆଲମାରି ର ମୁହଁ କେବେ ମଧ୍ୟ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ । ଯଦି ଏପରି ଆପଣ କରନ୍ତି ତେବେ ଘରେ କାହାର ନା କାହାର ଦେହ ସର୍ବଦା ଅସୁସ୍ଥ ରହିବ । ତାଙ୍କ ପଛରେ ସବୁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଯିବ ।
୫;- ମନେ ରଖନ୍ତୁ ଗୋଟିଏ ହାତ ଉଠାଇ କୌଣସି ମଣିଷ ଅଥବା ଭଗବାନ ଙ୍କୁ ନମସ୍କାର କରନ୍ତୁ ନାହିଁ ସର୍ବଦା ହାତ ଯୋଡି ନମସ୍କାର କରନ୍ତୁ ଅଥବା ଯଦି ଆପଣ ଗାଡି ଚଳାଉ ଥାନ୍ତି ତେବେ ମୁଣ୍ଡ ତଳକୁ କରି ନିଅନ୍ତୁ । ଏହା ପାଳନ କରିଲେ ଆପଣଙ୍କ ପାଇଁ ମଙ୍ଗଳ ହେବ ।
୬;- ମନେ ରଖନ୍ତୁ ଯଦି ଆପଣଙ୍କ ଘରେ ଅଭାବ ଦେଖାଦେଇଥାଏ ତେବେ ଶ୍ରୀ ଜନ୍ତ୍ର ଏବଂ ଲାଲ କପଡା ରେ ଘୂରା ହୋଇଥିବା ନଡିଆ ଠାକୁର ଘରେ ମା ଲକ୍ଷ୍ମୀ ଙ୍କ ପାଖରେ ରଖି ଦିଅନ୍ତୁ । ଏହା କରିଲେ ଆପଣଙ୍କ ଘର ପାଇଁ ତାହା ବହୁତ ମଙ୍ଗଳ ହେବା ସହିତ ଆପଣଙ୍କ ଅଭାବ ମଧ୍ୟ ଦୂର ହୋଇଥାଏ ।
୭;- ଯଦି ଆପଣଙ୍କ କେଶ ଉପୁଡୁଥାଏ ତେବେ ଲୁଣ ଗୁଣ୍ଡ ଏବଂ ଦୁଦୁରା ପତ୍ର ର ରସ ୭ ଦିନ ପର୍ଯ୍ୟନ୍ତ ମୁଣ୍ଡରେ ଲଗାନ୍ତୁ କେଶ ଆଉଆ ଉପୁଡିବନି ।
୮;- ମାଙ୍କଡ ଘର ଭିତରକୁ ପଶିଗଲେ ଅଶୁଭ ହୋଇଥାଏ । ତେବେ ଏହାର ପ୍ରତିକାର ପାଇଁ ମଙ୍ଗଳବାର ଦିନ କୌଣସି ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ବହି ସହିତ ଦକ୍ଷିଣା ଦାନ କରନ୍ତୁ ।
୯;- ଧଳା ପେଚ୍ଚା ଘର ଉପରେ ବସିଲେ କିମ୍ବା ଘର ଭିତରେ ପସିଲେ ବା ରାସ୍ତାରେ ଦେଖିଲେ ଶୁଭ କିନ୍ତୁ କଳା ପେଚ୍ଚା ଦେଖିଲେ ତା ର ବିପରୀତ ହୋଇଥାଏ ।
୧୦;- ନାରୀ ମାନେ ଉଲଘ୍ନ ହୋଇ ଗାଧୋଇଲେ ପିତୃ ପୁରୁଷ ମାନେ ଅଶାନ୍ତି ହୋଇଥାନ୍ତି । ଏଣୁ ଗାଧୁଆ ଘରେ କେବେ ମଧ୍ୟ ନାରୀମାନେ ଉଳଘ୍ନ ଅବସ୍ଥାରେ ସ୍ନାନ କରିବା କଥା ନୁହେଁ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ