Krishna Updesh- ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ !

ବନ୍ଧୁଗଣ, ବିରାଡି ର ରାସ୍ତା କାଟିବା କୁ ଅଶୁଭ ଅଥବା ଖରାପ ପ୍ରଭାବ ବୋଲି କାହିଁକି ମାନାଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ ଏହି ବିଶେଷ ବିଷୟ ସମ୍ବନ୍ଧରେ କଣ ଉପଦେଶ ଦେଇଛନ୍ତି ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ।

ବିରାଡି କଣ ପାଇଁ ରାସ୍ତା କାଟିଥାଏ ? ଏହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତ ସମସ୍ତେ କହିଥାନ୍ତି ଯେ ବିରାଡି ଯଦି ରାସ୍ତା କାଟିଦେଇଥାଏ ତେବେ ଅଶୁଭ ହୋଇଥାଏ । ଏହି ଧାରଣା ହେତୁ ଅନେକ ବ୍ୟକ୍ତି ବିରାଡି କଟିଥିବା ରାସ୍ତା କୁ ଅତିକ୍ରମ କରିବା ପୂର୍ବ ରୁ କିଛି ସମୟ ଅପେକ୍ଷା କରି ନେଇଥାନ୍ତି । ହିନ୍ଦୁ ହୁଅନ୍ତୁ କିଅବା ମୁସଲମାନ ସମସ୍ତେ ପ୍ରାଏ ଏହି ବିଷୟକୁ ଗୁରୁତ୍ଵ ଦେଇଥାନ୍ତି ।

ଏହି ଅଶୁଭ ସ୍ଥିତି କୁ ଅତିକ୍ରମ କରିବା ପୂର୍ବରୁ ଲୋକେ ଭାବିଥାନ୍ତି ଯେ ଅନ୍ୟ କେହି ବ୍ୟକ୍ତି ଆସି ଏହି ଅଶୁଭ ରାସ୍ତା କୁ ପାର କରି ପ୍ରଥମେ ଚାଲିଯାଉ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ, ଯଦି ବିରାଡି ଟିଏ ରାସ୍ତା କାଟୁଅଛି ତେବେ ତାହା ଜରୁରୀ ନୁହେଁ ଯେ ତାହା ଅଶୁଭ ହୋଇଥିବ । ବିରାଡି ମାନଙ୍କୁ ପୂର୍ବ ରୁ ଜ୍ଞାତ ହୋଇଯାଏ ଯେ, ଆପଣଙ୍କ ସହିତ କିଛି ଅଶୁଭ ହେବାକୁ ଯାଉଅଛି ।

ବିରାଡି ରାସ୍ତା କାଟି ସଚେତ କରିଥାଏ ଯେ, ଅଟକିଯାଅ ଆପଣଙ୍କ ସହିତ କିଛି ଅଶୁଭ ହେବାକୁ ଯାଉଅଛି । ଶ୍ରୀମଦ ଭଗବତ ଗୀତା ଅନୁଯାୟୀ ବିରାଡି କୁ ପୂର୍ବରୁ ଜ୍ଞାତ ହୋଇଥାଏ ଯେ, ଏହି ମନୁଷ୍ୟ ସହିତ କିଛି ଖରାପ ହେବାକୁ ଯାଉଅଛି । ଏହା ସହିତ ଆପଣଙ୍କ ଘରେ ଯଦି ବିରାଡି ଆସି କାନ୍ଦିବାକୁ ଲାଗିଥାଏ, ତେବେ ଏହାକୁ ମଧ୍ୟ ଏକ ଅଶୁଭ ସଂକେତ ଭାବରେ ଗ୍ରହଣ କରାଯାଇଥାଏ ।

କୁହାଯାଇଥାଏ ଯେ ବିଲେଇ ର ଘରେ ପ୍ରବେଶ କରି କାନ୍ଦିବା ଦର୍ଶାଇଥାଏ ଯେ ଆପଣଙ୍କ ଘରେ କାହାର ମୃ-ତ୍ୟୁ ସୁନିଶ୍ଚିତ । ଯଦି ଆପଣଙ୍କ ଘର ସାମ୍ନା ରେ ୨ ଟି ବିରାଡି ଲଡୁଛନ୍ତି ତେବେ, ଆପଣଙ୍କର ଧନର ହାନି ହେବା ସୁନିଶ୍ଚିତ । ଏହାର ବିପରୀତ ଯଦି କୌଣସି ବିରାଡି ଆପଣଙ୍କ ଘର ପାଖରେ ଏକ ଛୁଆ କୁ ଜନ୍ମ ଦେଇଥାଏ । ତେବେ ଏହାକୁ ଶୁଭ ସଙ୍କେତ ମାନାଯାଇଥାଏ ।

ଏହାସହିତ ଆପଣଙ୍କ ଘରେ ଧନର ବର୍ଷା ହେବ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯଦି କୌଣସି ବିରାଡି ଆପଣଙ୍କ ଘରେ ଆସି ବାରମ୍ବାର କ୍ଷୀର ପାନ କରି ଚାଲି ଯାଉଅଛି, ତେବେ ଏହା ଅଶୁଭ ହୋଇଥାଏ । ଅନ୍ୟ ପକ୍ଷରେ ଏହା ଆପଣଙ୍କ ନିମନ୍ତେ ଧନ ର ଏକ ଆଗମନ ମଧ୍ୟ ହୋଇଥାଏ । ବନ୍ଧୁଗଣ ବିରାଡି ପଛରେ ଏହି ସବୁ ରହସ୍ୟ ମାନ ଲୁଚି ରହିଅଛି । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *