ବନ୍ଧୁଗଣ, ଯେଉଁ ମହିଳାଙ୍କ ବିବାହ ହୋଇଯାଇଅଛି, ଯଦି ଆପଣଙ୍କ ସ୍ଵାମୀ ମଧ୍ୟ ଏହି ୩ ଟି ଜିନିଷ କୁ ପିନ୍ଧିବା ନିମନ୍ତେ କୁହନ୍ତି ତେବେ ଆପଣ ତୁରନ୍ତ ମନା କରି ଦିଅନ୍ତୁ । ଜଣେ ବିବାହିତା ନାରୀ ଙ୍କୁ ଭୁଲରେ ମଧ୍ୟ କେବେ ବି ଏହି ୩ ଟି ଜିନିଷ ପିନ୍ଧିବା କଥା ନୁହେଁ । ତେବେ ଆସନ୍ତୁ ଜାଣିନେବା ସେହି ବିଶେଷ ଜିନିଷ ଗୁଡିକ କ’ଣ କ’ଣ ?୧;- ଶାସ୍ତ୍ର ରେ ସ୍ପଷ୍ଟ ଭାବରେ କୁହାଯାଇଅଛି ଯେ କୌଣସି ବିବାହିତ ନାରୀ ଙ୍କୁ ସଂପୂର୍ଣ୍ଣ ଧଳା ରଙ୍ଗର ବସ୍ତ୍ର ଆଦୌ ପିନ୍ଧିବା କଥା ନୁହେଁ । ଏଭଳି କରିବା ଦ୍ଵାରା ଆପଣଙ୍କ ମନ ସନ୍ନମାନ ହାନି ହୋଇପାରେ ।
ମାତ୍ର ଆଜିଭଳି ଦିନରେ ମହିଳା ମାନେ ଫ୍ୟାସନ ନିମନ୍ତେ ଏଭଳି ଅନେକ କିଛି କାର୍ଯ୍ୟ କରି ନେଇଥାନ୍ତି ଯାହା ସମ୍ବନ୍ଧରେ ଚିନ୍ତା କରିବା ମଧ୍ୟ ପାପ ଅଟେ । ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ବିବାହିତା ନାରୀ ଙ୍କୁ ସଂପୂର୍ଣ୍ଣ ସଫା ରଙ୍ଗର ଶାଢୀ ଅଥବା ସୁଟ ପିନ୍ଧିବା କଥା ନୁହେଁ ।
୨;- ସୁନା ଧାତୁ, ଆଧୁନିକ ଯୁଗରେ ମହିଳା ସୁନ୍ଦର ଦେଖାଯିବା ନିମନ୍ତେ ପାଦରେ ସୁନା ର ପାଉଞ୍ଚି ଏବଂ ବିଛା ପିନ୍ଧିଥାନ୍ତି ଯାହାକି ବିବାହିତା ମହିଳା ଙ୍କ ନିମନ୍ତେ ସଂପୂର୍ଣ୍ଣ ଭାବରେ ଅଶୁଭ ହୋଇଥାଏ । ପାଦରେ ସୁନା ରେ ନିର୍ମିତ ଜିନିଷ କୁ ପିନ୍ଧିବା ଦ୍ଵାରା କୁବେର ମହାରାଜ ଙ୍କର ଅପମାନ ହୋଇଥାଏ । ଯାହା କାରଣରୁ ଆପଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭାଙ୍ଗିପାରେ । ଏହା ସହିତ ଅନେକ ଗୁଡିଏ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଏଥିପାଇଁ ସୁନା କୁ ପାଦ ରେ କେବେ ମଧ୍ୟ ପିନ୍ଧନ୍ତୁ ନାହିଁ ।
୩;- ସିନ୍ଧୁର ଏବଂ ମଙ୍ଗଳସୂତ୍ର, ହିନ୍ଦୁ ଧର୍ମ ଅନୁସାରେ ସିନ୍ଦୁର ଏବଂ ମଙ୍ଗଳସୂତ୍ର ବିନା ବିବାହ ଅସମ୍ପୂର୍ଣ୍ଣ ଅଟେ । ଏହା ସମସ୍ତେ ଜାଣିଛନ୍ତି ଯେ ହିନ୍ଦୁ ମହିଳାଙ୍କ ପାଇଁ ସିନ୍ଦୁର ସୁହାଗ ର ନିଶାନି ହୋଇଥାଏ । ଏହାକୁ ସେ ନିଜ ସ୍ଵାମୀ ଙ୍କ ଖୁସି ସହିତ ଯୋଡିଥାନ୍ତି । ଏଭଳି ପରିସ୍ଥିତିରେ ଯେଉଁ ମହିଳା ବିବାହିତ ହୋଇ ସିନ୍ଧୁର ଲଗାନ୍ତି ନାହିଁ ତାହାକୁ ଦୁନିଆର ସବୁଠାରୁ ବଡ ପାପ ବୋଲି ମାନାଯାଇଅଛି ।
ଆପଣଙ୍କର ଏହି ପବିତ୍ର ସମ୍ପର୍କ କୁ ଅନ୍ୟ କେହି ନଜର ଲଗାଇ ପାରେ । ଏଣୁ ଆପଣ ଏହି ସବୁ ବିଷୟ ପ୍ରତି ଧ୍ୟାନ ରଖନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ