Jyotish Shastra- ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି 3 ଟି ନାମର ଝିଅ, ଏମାନଙ୍କୁ ବିବାହ କରିବା ମାତ୍ରେ ଖୋଲିଯାଏ ଭାଗ୍ୟ

ଆମ ଦେଶରେ ବିବାହ କେବଳ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ପରିବାର ମଧ୍ୟରେ ହୋଇଥାଏ । ସେଥିପାଇଁ ଆମ ଦେଶରେ ଘରର ବଡ ମାନେ ହିଁ ବିବାହ ଦାୟିତ୍ଵ ନେବା ପ୍ରଥା ପ୍ରଚଳିତ ହୋଇ ଆସୁଛି ।

ବିବାହ ପାଇଁ ଯଦି ଉତ୍ତମ ସାଥି ମିଳିଯାଏ ତେବେ ଜୀବନ ଠିକ ରାସ୍ତାରେ ଚାଲେ । ମାତ୍ର ଯଦି ସାଥି ଠିକ ନ ଥାଆନ୍ତି ତେବେ ଜୀବନ ବରବାଦ ହୋଇଯାଏ । ବିବାହ ପରେ ଝିଅର ଭାଗ୍ୟ ପୁଅ ସହ ଯୋଡି ହୋଇଯାଏ । ଶାସ୍ତ୍ର ଅନୁସାରେ ଏପରି ୩ଟି ନାମର ଝିଅ ଅଛନ୍ତି ଯାହାଙ୍କୁ ବିବାହ କରିବା ପରେ ଭାଗ୍ୟ ଚମକି ଉଠେ ।  ତେବେ ଆଜି ଆମେ ଆପଣଙ୍କୁ ସେହି ତିନୋଟି ନାମର ଝିଅଙ୍କ ବିଷୟରେ କହିବୁ, ଯେଉଁ ମାନଙ୍କୁ ବିବାହ କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।

M ନାମର ଝିଅମାନେ:-

ଏହି ନାମର ଝିଅମାନେ ବିବାହ ପାଇଁ ସବୁଠୁ ଅଧିକ ଯୋଗ୍ୟା ହୋଇଥାନ୍ତି ବୋଲି ବିଶ୍ଵାସ କରାଯାଏ । ଏମାନେ ବହୁତ ଗୁଣବାନ ହୋଇଥାନ୍ତି ଓ ସମସ୍ତଙ୍କ ସହ ପ୍ରେମରେ ବ୍ଯବହାର କରନ୍ତି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନେ ନିଜ ଜୀବନସାଥୀଙ୍କୁ ଝୁବ ପ୍ରେମ କରନ୍ତି ଓ ପରିବାରକୁ ମଧ୍ୟ ସବୁବେଳେ ଯୋଡି କରି ରଖନ୍ତି । ଏମାନେ ନିଜ ଜୀବନସାଥୀଙ୍କ ପ୍ରତି ସବୁବେଳେ ବିଶ୍ଵସ୍ତ ରୁହନ୍ତି ଓ ନିଜ ପରିବାର ପ୍ରତି ଖୁବ ଦାୟିତ୍ବଶୀଳ ହୋଇଥାନ୍ତି ।

ଏମାନେ କେବେ କାହା ମନରେ କଷ୍ଟ ଦିଅନ୍ତି ନାହିଁ ବରଂ ସମସ୍ତଙ୍କର ଧ୍ୟାନ ରଖନ୍ତି । ଏମାନେ ଯେକୌଣସି କାର୍ଯ୍ୟରେ ହାତ ଦେଲେ ତାହା ପୁରା କରି ହିଁ ଦମ୍ ନିଅନ୍ତି । ସବୁ ପରିସ୍ଥିତିରେ ନିଜ ପରିବାର ସହ ଠିଆ ହୁଅନ୍ତି । ଏମାନଙ୍କୁ ଶୀଘ୍ର ରାଗ ଆସିଯାଏ। ମାତ୍ର ଏମାନେ ଶୀଘ୍ର ଶାନ୍ତ ମଧ୍ୟ ହୋଇଯାନ୍ତି ।

K ନାମର ଝିଅମାନେ

ଏହି ଝିଅ ମାନଙ୍କ ବିଷୟରେ କୁହାଯାଏ କି ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି ଓ ଏହା ସହ ଗୁଣବାନ ମଧ୍ୟ ହୋଇଥାନ୍ତି । ସୁନ୍ଦରୀ ହେବା ସହ ଏହି ନାମର ଝିଅମାନେ ବହୁତ ଅଧିକ ଭାବୁକ ମଧ୍ୟ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ମଧ୍ୟରେ ଭାବନାର ସମୁଦ୍ର ନେଇ ରହିଥାନ୍ତି ଓ ନିଜ ସଂପର୍କକୁ ବହୁତ ବିଶ୍ବସ୍ତତାର ସହ ତୁଲାଇ ଥାଆନ୍ତି । ଏମାନଙ୍କ ହୃଦୟ ଖୁବ ନିର୍ମଳ ହୋଇଥାଏ ଓ ପତିଙ୍କ ପ୍ରେମରେ ଏତେ ବୁଡି ରୁହନ୍ତି ଯେ ନିଜକୁ ମଧ୍ୟ ଭୁଲି ଯାଆନ୍ତି । ଏମାନେ ନିଜ ପତିଙ୍କ ପାଇଁ ଖୁବ ସୌଭାଗ୍ୟର କାରଣ ହୋଇଥାନ୍ତି ।

S ନାମର ଝିଅମାନେ

ଏହି ନାମର ଝିଅଙ୍କ ବିଷୟରେ କୁହାଯାଏ ଏମାନେ ସାମାନ୍ଯ ରାଗି ହୋଇଥିଲେ ମଧ୍ୟ ଯିଏ ଏମାନଙ୍କୁ ଭଲ ଭାବେ ଚିହ୍ନି ପାରେ ତାର ଏମାନଙ୍କ ପ୍ରତି ନିଜ ଚିନ୍ତାଧାରା ସବୁ ଦିନ ପାଇଁ ପରିବର୍ତ୍ତନ ହୋଇଯାଏ । ଏମାନଙ୍କ ଉଦ୍ଦେଶ୍ୟ ଓ ଇଚ୍ଛା ଶକ୍ତି ଖୁବ ମଜବୁତ ହୋଇଥାଏ । ପରିବାର ଉପରେ ଆସୁଥିବା ସମସ୍ତ ସମସ୍ୟାକୁ ଏମାନେ ଦୃଢତାର ସହ ସାମନା କରନ୍ତି । ଏହି ନାମର ଝିନକୁ ବିବାହ କରିବା ଜେନ ପୁଅ ପାଇଁ ସବୁଠୁ ଅଧିକ ସୌଭାଗ୍ୟର ବିଷୟ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *