ବିବାହିତ ମହିଳା ମାନଙ୍କୁ ଏହି ୫ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ

ବିବାହିତ ମହିଳାମାନେ ଏହି ପାଞ୍ଚଟି କଥା କାହା ଆଗରେ କହିବା ଜମାବି ଭଲ ହୋଇନଥାଏ । ବିବାହ ପରେ ଗୋଟିଏ ଝିଅକୁ ବହୁତ ନୂଆ ସମ୍ପର୍କ ସବୁ ମିଳିଥାଏ । ଯେମିତିକି ଶାଶୁ, ଶ୍ବଶୁର, ନଣନ୍ଦ, ଦିଅର ଓ ସେଠାକାର ନୂଆ ପଡୋଶୀ ଏମିତି ବହୁତ କିଛି ନୂଆ ସମ୍ପର୍କୀୟ ମନେ ।

ଏମିତି କିଛି ମହିଳା ମଧ୍ୟ ଥାଆନ୍ତି ଯାହାଙ୍କ ପାଖରେ କିଛି ଜିନିଷ ସେୟାର କରିବାକୁ ପଡିଥାଏ । କିନ୍ତୁ ଏମିତି କିଛି ଜିନିଷ ଥାଏ ଯାହାକି ଗୋଟିଏ ବିବାହିତ ମହିଳା ଅନ୍ୟ ଏକ ବିବାହିତ ମହିଳାଙ୍କୁ ସେୟାର କରିବା ଉଚିତ ନୁହେଁ । ଏହାଦ୍ୱାରା ତାର ସ୍ୱାମି ସହିତ ସମ୍ପର୍କ ଖରାପ ହୋଇଥାଏ । ଆସନ୍ତୁ ଜାଣିବା ଗୋଟିଏ ବିବାହିତ ମହିଳାଙ୍କୁ କେଉଁ ଜିନିଷ କାହା ସହିତ ସେୟାର କରିବା ଉଚିତ ନୁହେଁ ।

ସିନ୍ଦୁର: ଗୋଟିଏ ବିବାହିତ ମହିଳାର ସିନ୍ଦୁର ପ୍ରଥମ ଗହଣା ହୋଇଥାଏ । ତେଣୁ ଗୋଟିଏ ମହିଳାଙ୍କୁ କେବେବି ତାର ସିନ୍ଦୁର କାହା ସହିତ ସେୟାର କରିବା ଉଚିତ ନୁହେଁ । ତେଣୁ ଯେତେବେଳେ ବି ଆପଣ ସିନ୍ଦୁର ଲଗାଉଛନ୍ତି ସବୁବଳେ ଏକଲାରେ ହିଁ ଲଗାନ୍ତୁ, ନହେଲେ ଓଢଣା ପକେଇକି ଲଗାନ୍ତୁ । ନଚେତ କାହାର ନଜର ଲାଗିଯାଇପରେ ।

କାଜଲ: ବହୁତ ମହିଳା ମାନେ ପ୍ରାୟତଃ ନିଜ କାଜଲ ଅନ୍ୟ ମାନଙ୍କୁ ଲଗେଇବା ପାଇଁ ଦେଇଥାନ୍ତି । ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ସହିତ ଭଲ ପାଇବା କମିଯାଇଥାଏ । ସେଥିପାଇଁ କାଜଲକୁ କାହା ସହିତ ବି ସେୟାର କରିବା ଉଚିତ ନୁହେଁ ।

ମେହେନ୍ଦୀ: କେତେକ ମହିଳା ଘରେ ହାତରେ ମେହେନ୍ଦୀ ଲଗାଇଥାନ୍ତି । କିନ୍ତୁ ନିଜର ମେହେନ୍ଦିର କିପରେ ଅନ୍ୟ ମହିଳାଙ୍କୁ ଲଗାନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଠାରୁ ଆପଣଙ୍କ ସ୍ୱାମୀଙ୍କ ଆକର୍ଷଣ କମିଯାଇଥାଏ ।

ବିନ୍ଦି: ମହିଳାମାନେ ନିଜ ମଥାର ବିନ୍ଦି କାଢ଼ିକି ଅନ୍ୟ ମହିଳାମାନଙ୍କୁ ଦେବା ଅଶୁଭ ମାନାଯାଇଥାଏ । ଏଥିରେ ଆପଣଙ୍କର ବହୁତ ଅଶୁଭ ହୋଇଥାଏ ଓ ନିଜ ସ୍ୱାମୀଙ୍କ ଉପରେ ମଧ୍ୟ୍ୟ ସଙ୍କଟ ଆସିଥାଏ । ତେଣୁ ଆପଣଙ୍କ ମଥାରୁ ବିନ୍ଦି କାଢିକି କାହାରିକୁ ଦିଅନ୍ତୁ ନାହିଁ ।

ଚୁଡି: ଚୁଡି ଓ ପାଉଁଜି କେବେବି ଅନ୍ୟ ମାନଙ୍କ ସହିତ ସେୟାର କରନ୍ତୁ ନାହିଁ । ଏଥିଦ୍ୱାର ଆପଣଙ୍କ ପ୍ରତି ସ୍ୱାମୀଙ୍କ ଭଲପାଇବା କମିଯାଇଥାଏ । ଏହାଦ୍ୱାରା ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।

ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ । ଯଦି ଏହି ଆପଣଙ୍କୁ ତଥ୍ୟ  ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *