ଭୁଲ ଭାବେ ମଙ୍ଗଳସୂତ୍ର ପିନ୍ଧିଲେ ସ୍ଵାମୀ ଜୀବନକୁ ମାଡିଆସେ ଘୋର ବିପଦ…ମଙ୍ଗଳସୂତ୍ର ପିନ୍ଧିବାର ମହତ୍ଵ ବିବାହିତା ମହିଳା ଜାଣନ୍ତୁ…

ବନ୍ଧୁଗଣ ପ୍ରତ୍ଯେକଟି ବିବାହିତା ମହିଳାଙ୍କ ପାଇଁ ଶଙ୍ଖା ଓ ସିନ୍ଦୁର ଭଳି ମଙ୍ଗଳସୂତ୍ର ମଧ୍ୟ ଏକ ମହତ୍ଵପୂର୍ଣ୍ଣ ବସ୍ତୁ ହୋଇଥାଏ । ଯାହାକୁ ପ୍ରତ୍ଯେକଟି ସଧବା ନାରୀ ନିଜ ଗଳାରେ ଧାରଣ କରିବା । ଯାହାଦ୍ୱାରା ସ୍ଵାମୀର ମଙ୍ଗଳ ହୋଇଥାଏ । ଏହି ମଙ୍ଗଳସୂତ୍ରର ଶକ୍ତି ଏତେ ଅଧିକ ହୋଇଥାଏ ଯେ ଏହା ସ୍ଵାମୀଙ୍କୁ ସବୁ ବିପଦରୁ ମୁକୁଳାଇଦେଇଥାଏ । ଯେଉଁ ମହିଳା ନିଜ ହୃଦୟରୁ ନିଜ ସ୍ଵାମୀଙ୍କ ମଙ୍ଗଲ କାମନା କରି ନିଜ ପତୀବ୍ରତା ବ୍ରତ ପାଳନ କରିବା ସହ ଏହି ମଙ୍ଗଳସୂତ୍ରକୁ ପିନ୍ଧିଥାଏ । ସେହି ମହିଳାଙ୍କ ସ୍ଵାମୀର କେବେବି ଅମଙ୍ଗଳ ହୋଇନଥାଏ ।

ମାନ୍ୟତା ଅନୁସାରେ ମଙ୍ଗଳସୂତ୍ରରେ ଯେଉଁ ହଳଦିଆ ଅଂଶ ଥାଏ ତାକୁ ମାତା ପାର୍ବତୀଙ୍କ ଅଂଶ ଓ କଳା ଅଂଶକୁ ଭଗବାନ ଶିବଙ୍କ ଅଂଶ ବୋଲି ମାନାଯାଇଥାଏ । ଆଜି ଆମେ ଆପଣଙ୍କୁ ମଙ୍ଗଳସୂତ୍ର ସହ ଜଡିତ କିଛି ବିଶେଷ ତଥ୍ୟ କହିବାକୁ ଯାଉଛୁ । କୌଣସି ବି ବିବାହିତ ମହିଳାକୁ ମଙ୍ଗଳସୂତ୍ର ଓହ୍ଲାଇବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଯେତେବେଳେ ବି କୌଣସି ମହିଳା ଆପଣ ମଙ୍ଗଳସୂତ୍ର ଖୋଲି ଦେଉଛନ୍ତି ତେବେ ସେହି ସମୟରେ ସ୍ଵାମୀ ଉପରେ ସଙ୍କଟ ଆସିଥାଏ ।

ଶାସ୍ତ୍ରରେ କୁହାଯାଇଛି କି ଯେତେବେଳେ ବି ଆପଣ ମଙ୍ଗଳସୂତ୍ର ବାହାର କରୁଛନ୍ତି ତେବେ ସେହି ସମୟରେ ଆପଣ ଗୋଟିଏ କଳା ସୂତା ଗଲାରେ ପକାନ୍ତୁ । କାରଣ କଳା ସୂତାକୁ ମଙ୍ଗଳସୂତ୍ରର ସୂଚକ ବୋଲି କୁହାଯାଏ । ଅନ୍ୟ କୌଣସି ସ୍ତ୍ରୀର ମଙ୍ଗଳସୂତ୍ରକୁ କେବେ ବି କୌଣସି ବିବାହିତା ମହିଳାଙ୍କୁ ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ସ୍ଵାମୀର ଅମଙ୍ଗଳ ହୋଇଥାଏ ।

ମଙ୍ଗଳସୂତ୍ରକୁ ସମସ୍ତଙ୍କ ସାମ୍ନାରେ ଦେଖାଇବା ଶାସ୍ତ୍ର ଅନୁସାରେ ଘୋର ପାପ ହୋଇଥାଏ । ଏହା ସହିତ କୌଣସି ବି ଅବିବାହିତ ଝିଅଙ୍କୁ ମଙ୍ଗଳସୂତ୍ର ଧାରଣ କରିବା ଉଚିତ ନୁହେଁ । ଯଦି ଆପଣଙ୍କର ବିବାହ ହୋଇ ଯାଇଛି ତେବେ ଯାଇ ଆପଣ ମଙ୍ଗଳସୂତ୍ର ଧାରଣ କରି ପାରିବେ ।

ମଙ୍ଗଳସୂତ୍ରକୁ ମୁଣ୍ଡରେ ଲଗାଇ ଚୁମ୍ବନ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିଥାଏ । ମାତା ପାର୍ବତୀ ଓ ମହାଦେବଙ୍କର ଆଶୀର୍ବାଦ ମିଳିଥାଏ । ଏମିତିରେ ଏହା ସହିତ ସ୍ଵାମୀର ଆୟୁ ବି ବଢିଥାଏ । ମଙ୍ଗଳସୂତ୍ରକୁ କେବେ ବି ମାଟିରେ ପକାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । କୁହାଯାଏ କି ଯେତେବେଳେ ମଙ୍ଗଳସୂତ୍ର ଗଳାରୁ ବାହାରି ତଳେ ପଡିଯାଏ ତେବେ ତାହାର ସ୍ଵାମୀ ସହ ବଡ ଦୁର୍ଘଟଣା ହେବାର ଆଶଙ୍କା ରହିଥାଏ । ତେଣୁ ମଙ୍ଗଳସୂତ୍ର ପିନ୍ଧିବା ସମୟରେ ଏହିସବୁ କଥା ଉପରେ ବିଶେଷ ଧ୍ୟାନ ଦେବାର ସବୁ ବିବାହିତା ମହିଳାଙ୍କୁ ଆବଶ୍ୟକତା ରହିଅଛି ।

ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *