ଯଦି ଆପଣଙ୍କର ବି ନିଦ ଭୋର 3 ରୁ 5 ମଧ୍ୟରେ ଭାଙ୍ଗି ଯାଉଛି ତ ନିଶ୍ଚୟ ଏହାକୁ ଥରେ ପଢି ନିଅନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁନିଆ ରେ ସମସ୍ତ ଜିନିଷ ର କିଛି ନା କିଛି ରହସ୍ୟ ରହିଥାଏ । ଏଠାରେ କୌଣସି ମଧ୍ୟ ଘଟଣା ଘଟିବା ପଛରେ କିଛି କାରଣ ଲୁଚି ରହିଥାଏ । ସେହିପରି ଯଦି ଗୋଟିଏ ବ୍ୟକ୍ତି ର ନିଦ ଭୋର ସମୟ ୩ ଟା ରୁ ୫ ଟା ମଧ୍ୟରେ ଭାଙ୍ଗୁଛି ତେବେ ଏହା ପଛରେ ମଧ୍ୟ କୌଣସି କାରଣ ରହିଛି ।

ଚାଣକ୍ୟ ଙ୍କ ନୀତି ଗ୍ରନ୍ଥ ଅନୁସାରେ ଯଦି କୌଣସି ବ୍ୟକ୍ତି ର ନିଦ୍ରା ଭୋର ୩ ଟା ରୁ ୫ ଟା ମଧ୍ୟରେ ଭାଙ୍ଗୁଛି ତେବେ ଏହା ପଛରେ କୌଣସି ଦିବ୍ୟଶକ୍ତି ଲୁଚି ରହିଛି । ବ୍ୟକ୍ତି ଶୋଇଥିବା ସମୟରେ ଯଦି କୌଣସି ସ୍ୱପ୍ନ ଦେଖିଥାଏ ତେବେ ସେହି ସ୍ୱପ୍ନ ପଛରେ ମଧ୍ୟ କୌଣସି କାରଣ ରହିଛି ।

ତେବେ ଭୋର ୩ ଟା ରୁ ୫ଟା ସମୟରେ ନିଦ ଭାଙ୍ଗିବା ର ଅର୍ଥ ଏହା କୌଣସି ସଂକେତ ପ୍ରଦାନ କରୁଛି । ତେବେ ଆସନ୍ତୁ ଏହି ସଂକେତ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଭୋର ୩ ଟା ରୁ ୫ ଟା ର ସମୟ ଅମୃତବେଳା ହୋଇଥାଏ । ଏହି ସମୟରେ ଅନେକ ଅଲୌକିକ ଶକ୍ତି ର ବାସ ରହିଥାଏ । ଯଦି ଆପଣଙ୍କ ନିଦ ଏହି ସମୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣ ଅଲୌକିକ ଶକ୍ତି ର ଅଧିକାରୀ ଅଟନ୍ତି । କାରଣ ଅଲୌକିକ ଶକ୍ତି କେବଳ ସେହି ବ୍ୟକ୍ତି କୁ ପ୍ରାପ୍ତ ହୋଇଥାଏ ଯେଉଁ ବ୍ୟକ୍ତି ର ନିଦ୍ରା ଅମୃତବେଳା ରେ ଭଂଗ ହୋଇଥାଏ । ଏହା ସଂକେତ ଦେଇଥାଏ ଯେ ଅଲୌକିକ ଶକ୍ତି ଦ୍ବାରା ଆପଣଙ୍କ ଜୀବନ ଖୁସି ରେ ପରିପୂର୍ଣ୍ଣ ହେବାକୁ ଯାଉଛି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଭୋର ୩ ଟା ରୁ ନେଇ ୫ ଟା ସମୟ ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତି ର ନିଦ ଭାଂଗିଥାଏ ସେହି ବ୍ୟକ୍ତି ର ଭବିଷ୍ୟତ ସୁଖମୟ ହେବାକୁ ଯାଉଛି । ଏହାର ଅର୍ଥ ଏହି ବ୍ରହ୍ମ ମୁହୂର୍ତ୍ତରେ ଯେଉଁ ବ୍ୟକ୍ତି ର ନିଦ୍ରା ଭଙ୍ଗ ହୋଇଥାଏ ସେହି ବ୍ୟକ୍ତି ଅପାର ଧନ ସମ୍ପତ୍ତି ର ଅଧିକାରୀ ହୋଇଥାଏ ଏବଂ ସେହି ବ୍ୟକ୍ତି ର ଜୀବନ ଧନଧାନ୍ୟ ଏବଂ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ ।

୩. ବନ୍ଧୁଗଣ ତୃତୀୟତଃ, ସକାଳୁ ଉଠିବା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ ଏବଂ ଏହାଦ୍ବାରା ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ । । କିନ୍ତୁ ଯେଉଁ ବ୍ୟକ୍ତି ର ନିଦ ଏହି ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗି ଥାଏ ସେହି ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । କାରଣ ଏହି ସମୟ ଧାର୍ମିକ ବେଳା ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ର ନିଦ ଭୋର ୩ ଟା ରୁ ୫ ଟା ମଧ୍ୟରେ ଭାଂଗିଥାଏ ସେହି ବ୍ୟକ୍ତି ଧାର୍ମିକ ଶକ୍ତି ର ଅଧିକାରୀ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଏଥିରେ କୁହାଯାଇଥିବା କୌଣସି କଥା ଅବାଞ୍ଚିତ ହୋଇ ନଥାଏ । ଏହା ପଛରେ କୌଣସି ରହସ୍ୟ ଲୁଚି ରହିଥାଏ । ତେଣୁ ଯେଉଁ ବ୍ୟକ୍ତି ର ନିଦ ଭୋର ୩ ଟା ରୁ ନେଇ ୫ଟା ପର୍ଯ୍ୟନ୍ତ ଭାଂଗିଥାଏ ସେହି ବ୍ୟକ୍ତି ବାସ୍ତବରେ ଭାଗ୍ୟଶାଳୀ ହୋଇଥାଏ ଏବଂ ସମସ୍ତ ଖୁସି ର ଅଧିକାରୀ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *