ଭାରତର ବଛା ବଛା 10 ସୁନ୍ଦରୀ ମହିଳା ସାଂସଦ ! ବଲିଉଡର ହିରୋଇନ ମାନଙ୍କୁ ବି ସୁନ୍ଦରତାରେ ଏମାନେ ପଛରେ ପକାଇ ଦିଅନ୍ତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନଙ୍କର ସବୁଠାରୁ ବଡ ବୈଶିଷ୍ଠ ହେଉଛି ସେମାନଙ୍କର ସୁନ୍ଦରତା । ସେମାନେ ନିଜର ସୁନ୍ଦରତା ଦ୍ଵାରା ବହୁତ ଶୀଘ୍ର ଅନ୍ୟ ଜଣଙ୍କୁ ଆକର୍ଷିତ କରିଦେଇପାରନ୍ତି । ଜଣେ ଝିଅ ସବୁବେଳେ ନିଜକୁ ସୁନ୍ଦର କରି ରଖିବାରେ ସର୍ବଦା ରୁଚି ରଖିଥାଏ । ଆଜି ଆପଣ ଲୋକସଭାରେ ଥିବା ସବୁଠାରୁ ସୁନ୍ଦର ମହିଳା ସାଂସଦଙ୍କ ବିଷୟରେ ଜାଣିବାକୁ ପାଇବେ ।

 

ସୁନ୍ଦରତାର ଦଶମ ସ୍ଥାନରେ ରହିଥିବା ମହିଳା ସାଂସଦ ଜଣଙ୍କ ହେଉଛନ୍ତି । ମହରାଷ୍ଟ୍ର ପୁନେର ବାରମତି ଲୋକସଭା ସଂଘର ସୁପ୍ରିୟା ସୁଲେ। ସୁନ୍ଦରତାର ନବମ ସ୍ଥାନରେ ପୁନମ ମହାଜନ ଅଛନ୍ତି । ମହରାଷ୍ଟ୍ରର ଉତ୍ତର ମଧ୍ୟ ମୁମ୍ବାଇରେ ସାଂସଦ ରୂପେ ପରିତିନିଧିତ୍ଵ କରନ୍ତି । ଏହି ମହିଳା ସାଂସଦଙ୍କର ରୂପ ୧୦ ଜଣ ବଛା ବଛା ସୁନ୍ଦରୀ ସାଂସଦଙ୍କ ମଧ୍ୟରୁ ନବମ ସ୍ଥାନ ଅଧିକାର କରିଛନ୍ତି ।

ମହିଳା ସାଂସଦ ମଧ୍ୟରୁ ଅଷ୍ଟମ ସ୍ଥାନର ସୁନ୍ଦରତା ପ୍ରାପ୍ତ କରିଥିବା ସାଂସଦ ହେଉଛନ୍ତି ହରଷିମରତ କୋର ବାଦଲ । ପଞ୍ଜାବର ଭଟିନ୍ଦା ମହିଳା ସାଂସଦ ରୂପେ ପ୍ରତିନିଧିତ୍ଵ କରନ୍ତି । ମହିଳା ସାଂସଦଙ୍କ ମଧ୍ୟରୁ ସୁନ୍ଦରତାର ସପ୍ତମ ଜାଗାଟି ଅଧିକାର କରି ରହିଥିବା ସାଂସଦ ହେଉଛନ୍ତି ସୁଷମା ଦେଓ ।

 

ଆସାମର ଶିଲଚରର ଇଏ ମହିଳା ସାଂସଦ ଅଟନ୍ତି । କଙ୍ଗ୍ରେଶ ତରଫରୁପାର୍ଟିରେ ପ୍ରତିନିଧିତ୍ଵ କରନ୍ତି । ମହିଳା ସାଂସଦର ସୁନ୍ଦରତାରେ ଷଷ୍ଠ ସ୍ଥାନରେ ଅଳଙ୍କୃତ କରିଥିବା ସାଂସଦ ହେଉଛନ୍ତି ପ୍ରୀତମ ମୁଣ୍ଡେ । ମହରାଷ୍ଟ୍ରର ବିଡ୍ ରେ ସାଂସଦ ରୂପେ କାର୍ଯ୍ୟରତ ଅଛନ୍ତି । ପାର୍ଲାମେଣ୍ଟରେ ବିଡ୍ କୁ ପ୍ରତିନିଧିତ୍ଵ କରନ୍ତି । ସୁନ୍ଦରର ପଞ୍ଚମ ସ୍ଥାନକୁ ଶୋଭିତ କରିଥିବା ମହିଳା ସାଂସଦ ଜଣଙ୍କ ହେଉଛନ୍ତି ରୀତି ପାଠକ ।

ମଧ୍ୟପ୍ରଦେଶର ସିଦ୍ଧି ଏହି ସଂଘକୁ ପ୍ରତିନିଧିତ୍ଵ କରନ୍ତି । ଭାରତୀୟ ଜନତା ପାର୍ଟିର ଅଟନ୍ତି । ମହିଳା ସାଂସଦ ଭାବନା ଗୱଠି ସୁନ୍ଦର ରୂପରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ସୁନ୍ଦର ରୂପ ପାଇଁ ତାଙ୍କୁ ୧୦ ଜଣ ବଛା ବଛା ସୁନ୍ଦରୀ ମହିଳା ସାଂସଦଙ୍କ ମଧ୍ୟରୁ ଚତୁର୍ଥ ସ୍ଥାନକୁ ଶୋଭା ମଣ୍ଡିତ କରୁଛନ୍ତି । ମହରାଷ୍ଟ୍ରର ୟୱତମାଟକୁ ମହିଳା ସାଂସଦ ରୂପରେ ରିପ୍ରେଜେନତିଭ କରନ୍ତି । ଶିବସେନା ପାର୍ଟିର ଅଟନ୍ତି ।

ମହିଳା ସାଂସଦ ଅନୁପ୍ରିୟା ପଟେଲ ସୁନ୍ଦରତାର ତୃତୀୟ ସ୍ଥାନକୁ ଅଧିକାର କରିଛନ୍ତି । ଉତ୍ତରପ୍ରଦେଶର ମିର୍ଜାପୁରର ମହିଳା ସାଂସଦ ରୂପେ ପ୍ରତିନିଧିତ୍ଵ କରନ୍ତି । ଅପନା ଦଳର ପାର୍ଥୀନୀ ଅଟନ୍ତି । ମହିଳା ସାଂସଦର ଦିତୀୟ ସୁନ୍ଦରରେ ଦିମ୍ପଲ ୟାଦବ ଅଛନ୍ତି । ଉତ୍ତର ପ୍ରଦେଶର କନ୍ୱୋଜକୁ ପ୍ରତିନିଧିତ୍ଵ କରନ୍ତି ।

ମହିଳା ସାଂସଦରେ ପ୍ରଥମ ସୁନ୍ଦରତା ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ହେମା ମାଳିନୀ । ଉତ୍ତର ପ୍ରଦେଶର ମଥୁରାକୁ ସାଂସଦ ରୂପେ ପ୍ରତିନିଧିତ୍ଵ କରନ୍ତି । ଆମ ସହ ଯୋଡି ହୋଇ ରହିବା ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *