Vastu Shastra- ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 7 ଟି ସଂକେତ ? କଣ ଆପଣଙ୍କୁ ମିଳୁଛି ଏପରି ସଙ୍କେତ ?

ନମସ୍କାର ବନ୍ଧୁଗଣ ,  ହିନ୍ଦୁ ଶାସ୍ତ୍ର ରେ ସମୟ କୁ ପ୍ରମୁଖ ଭୂମିକା ଦିଆଯାଇଅଛି ।   ମଣିଷ ଜୀବନ ସବୁବେଳେ ସମ୍ମାନ ହୋଇନଥାଏ । ମଣିଷ ଜୀବନ ରେ ଆସିଥିବା ଭଲ ସମୟ ଗରିବ କୁ ଧନୀ ଓ ଧନୀ କୁ ଗରିବ କରିଥାଏ । ଜୀବନରେ ସମୟ ର ଭୂମିକା ପ୍ରମୁଖ ରହିଛି । ତେଣୁ ବଡ ଲୋକମାନେ କୁହନ୍ତି ଯେ ସମୟ ଆସିଲେ ମଣିଷ ସବୁ କିଛି ଆପେ ଶିଖି ଯାଏ । ସମୟ ଓ କାଳ ଉଭୟ ମଣିଷକୁ ଜୀବନ ର ଶିକ୍ଷା ଦେଇଥାନ୍ତି ।

ଭଲ ସମୟ କୁ ଇଶ୍ଵର ହିଁ ଆମ ଜୀବନରେ ଆଣିଥାନ୍ତି । ମାତ୍ର ଆପଣମାନେ ଜାଣିଛନ୍ତି କି ଜୀବନରେ ଶୁଭ ସମୟ ଆସୁଛି ବୋଲି ଆମେ କେମିତି ଜାଣିବା । ଆଜି ଆମେ ଆପଣଙ୍କୁ ଶାସ୍ତ୍ର ରେ ବର୍ଣ୍ଣିତ ବିଷୟ ଯଥା ଶୁଭ ସମୟ ଆସିବା ପୂର୍ବରୁ ଦେଇଥାଏ 7 ଟି ସଂକେତ । ଏହା ଦ୍ଵାରା ଆପଣମାନେ ମଧ୍ୟ ଭଲ ସମୟ  କୁ ଜାଣିପାରିବେ ଯାହା ଭଗବାନ ଶ୍ରୀ କୃଷ୍ଣ ସ୍ଵୟଂ ନାରଦ କୁ କହିଛନ୍ତି ।

ଥରେ ନାରଦ ଭଗବାନ ଶ୍ରୀ କୃଷ୍ଣଙ୍କ ପାଖ କୁଯାଇ  କହିଲେ ହେ  ଭଗବାନ ମଣିଷ ତା ଜୀବନରେ ଆସୁଥିବା ଭଲ ସମୟ ବିଷୟରେ ପୂର୍ବରୁ କିପରି ଜାଣିପାରିବ । ତହି  ରେ ଭଗବାନ କହିଲେ ମୁଁ ଭଲ ସମୟ ଆସିବା ପୂର୍ବରୁ ମଣିଷମାନଙ୍କୁ  ଚର୍ତୁପାଶ୍ଵ ଥିବା ଜିନିଷ ଜୀବଜନ୍ତୁ ଦ୍ଵାରା  କିଛି ସଂକେତମାନ ଦେଇଥାଏ । 1 – ଯଦି ବ୍ୟକ୍ତି ର ଚକ୍ଷୁ ବ୍ରାଂହ ମୁହୁତ୍ତ ରେ ଆପେ ଖୋଲି ଯାଇଥାଏ ଇଶ୍ଵରଙ୍କ ସ୍ମରଣ ଆସେ ବା କୋଣସି ସ୍ଥାନ କୁ କେହି ନେଇଯାଉଛି ।

ତେବେ ବ୍ୟକ୍ତିଙ୍କୁ ଜାଣିବା ଉଚିତ୍ ଏହା ଇଶ୍ଵରଙ୍କ ସଂକେତ । 2- ଯଦି କେହି ସର୍ବଦା ପ୍ରାସନ୍ନ ଖୁସି ରେ ରହିଥାଏ ଓ କ୍ରୋଧ ଉପରେ ବିଜୟ ପାଏ ସେହି ଲୋକମାନଙ୍କ ଜୀବନରେ ମାଗିବା ଠାରୁ ଅଧିକ ମିଳିଥାଏ । 3 – ଯଦି କୋଣସି ବ୍ୟକ୍ତିର ଘର ର ଦ୍ଵାର ରେ ଗାଈ ଆସେ , ମାଙ୍କଡ ବାରମ୍ବାର ଆସି ଖାଦ୍ଯ ନେଇଯାଏ କିମ୍ବା  ପକ୍ଷୀମାନେ ତାଙ୍କ ଘରେ ବସା କରନ୍ତି । ତେବେ ମଣିଷ ବୁଝିବା ଦରକାର କି ଆସୁଥିବା ସମୟ ତା ପାଇଁ ଶୁଭ ଅଟେ ।

4- ଆପଣଙ୍କ ଘରେ ଛୋଟ ପିଲାମାନେ ବାରମ୍ବାର ଆସି ଆପଣଙ୍କୁ ଦେଖି  ହସି ଥାନ୍ତି , ଏହା ମଧ୍ୟ ଶୁଭ ସମୟ ର ସଂକେତ ଦିଏ । 5- ଆପଣଙ୍କ ପାଖରେ ଧନ ର ଅଭାବ ପରିଲକ୍ଷିତ ହୁଏ ଓ ନୂଆ ନୂଆ ଧନ ର ସୁଯୋଗ ମିଳିଥାଏ । ତେବେ ଆପଣ ବୁଝିଯିବେ ଯେ ଇଶ୍ଵର ଆପଣଙ୍କୁ ସଂକେତ ମାଧ୍ୟମ ରେ ଶୁଭ ସମୟ ର ବାର୍ତ୍ତା ଦେଇଛନ୍ତି । 6- ଆପଣ ପୂଜା କରିବା ସମୟରେ ଆପଣ ଅନୁଭବ କରନ୍ତୁ ଯେ ଇଶ୍ଵରଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସେ ।

ତେବେ ଆପଣଙ୍କ ଜୀବନରେ ଭଲ ସମୟ ଓ ଧନ ର ପ୍ରାପ୍ତି ହୋଇଥାଏ । 7-  ପୁରୁଷ ଙ୍କ ଡାହାଣ ଆଖି ଓ ସ୍ତ୍ରୀଙ୍କର ବାମ ଆଖି ଡେଇଁ ଥାଏ ତେବେ ଏହା ଶୁଭ ସମୟ ର ଆସିବାର ସଂକେତ ଦେଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *