ଭଲ ସମୟ ଆସିବା ପୂର୍ବରୁ ଜାଣିବେ କିପରି ? ପଢନ୍ତୁ ଆଜିର 10 + Anuchinta

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷ ଏକ ଭଲ ସମୟ ଓ ଖରାପ ସମୟ ମଧ୍ୟରେ ଗତି କରିଥାନ୍ତି । ତେବେ ଭଲ ସମୟ ଆସିବା ପୂର୍ବରୁ କିଛି ସଙ୍କେତ ପ୍ରକୃତି ଆଡୁ ମିଳିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ଗୁଡିକ ବିଷୟରେ ।

୧. ଯଦି ଆପଣ ସଖାଳୁ ସଖାଳୁ କୌଣସି ଏକ ଗୁରୁତ୍ଵ କାମ ପାଇଁ ବାହାରକୁ ଯାଉଥାନ୍ତି ଓ ଏକ ବୁଢିଆଣୀକୁ ଜାଲ ବୁଣୁ ଥିବାର ଦେଖିଥାନ୍ତି ତା ହେଲେ ବନ୍ଧୁଗଣ ଆପଣଙ୍କ କାର୍ଯ୍ୟ ନିଶ୍ଚୟ ସଫଳ ହେବ ।

୨. ଘରୁ ବାହାରିବା ସମୟରେ ଯଦି ଏକ ପକ୍ଷୀ ଆପଣଙ୍କ ପାଖକୁ ଆସି କିଛି ସମୟ ଆପଣଙ୍କ ପାଖରେ ବସିଥାଏ ତା ହେଲେ ଏହାର ସଙ୍କେତ ହେଉଛି ଆପଣଙ୍କର କିଛି ମନସ୍କାମନା ନିଶ୍ଚା ପୂରଣ ହେବାକୁ ଯାଉଛି ।

୩. ଯଦି ଆପଣ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ଓ ସେହି ସମୟରେ ଗାଈକୁ ଦେଖୁଛନ୍ତି ତା ହେଲେ ଆପଣଙ୍କର ସେହି କାର୍ଯ୍ୟ ନିଶ୍ଚୟ ସଫଳ ହେବାର ସଙ୍କେତ ଅଟେ ।

୪. ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ କୌଣସି ସମୟରେ ଛିଙ୍କିବାକୁ ଅଶୁଭ ମାନା ଯାଇଥାଏ । ହେଲେ ଯଦି ଆପଣ ସଖାଳ ସମୟରେ ଜଳଖିଆ ଖାଇବା ସମୟରେ ଛିଙ୍କି ଥାନ୍ତି ତା ହେଲେ ଆପଣଙ୍କୁ ଏକ ଶୁଭ ଖବର ମିଳିବାକୁ ଯାଉଛି ।

୫. ଯଦି ଆପଣ ରାତିରେ ଶୋଇବା ସମୟରେ ସ୍ଵପ୍ନରେ ସଫା ଜଳ ଦେଖନ୍ତି ତା ହେଲେ ଏହା ଧନଲାଭ ହେବାର ସଙ୍କେତ ହୋଇଥାଏ । ଆପଣ ବହୁତ ଶୀଘ୍ର ଧନଲାଭ କରିବାକୁ ଯାଉଛନ୍ତି ।

୬. ଯଦି ଆପଣ ବସ୍ତ୍ର ବଦଳିବା ସମୟରେ ଆପଣଙ୍କ ପକେଟରୁ ଟଙ୍କା ତଳଉ ପଡିଥାଏ ତା ହେଲେ ଏହା ଧନଲାଭ ହେବାର ସଙ୍କେତ ହୋଇଥାଏ ।

୭. ଯଦି ଆପଣ ପୂଜା କରୁଥିବା ସମୟରେ ଠାକୁରଙ୍କୁ ଦେଇଥିବା ଫୁଲ ଆପଣଙ୍କ ଉପରେ ପଡିଥାଏ ତ ହେଲେ ଆପଣଙ୍କର ମନସ୍କାମନା ପୂରଣ ହେବାକୁ ଯାଉଛି ।

୮. ଯଦି ଆପଣ ନିଜ ବିବାହ ପାଇଁ ଯାଉଛନ୍ତି ଓ ରାସ୍ତାରେ ଯିବା ସମୟରେ ଆପଣ ଏକ ଲାଲୀ ଶାଢୀ ପିନ୍ଧିଥିବା ମହିଳାକୁ ଦେଖନ୍ତି ତେବେ ଏହା ଉତ୍ତମ ଜୀବନସାଥି ମିଳିବାର ସଙ୍କେତ ହୋଇଥାଏ ।

୯. ଯଦି ଆପଣ ରାସ୍ତାରେ ଯିବା ସମୟରେ ଟଙ୍କା ପାଇଥାନ୍ତି ତ ହେଲେ ଏହା ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବାର ସଙ୍କେତ ହୋଇଥାଏ ।

୧୦. ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ଓ ଘର ମଧ୍ୟରେ କିଛି ଜିନିଷ ଭୁଲି ଯାଇଛନ୍ତି ତା ହେଲେ ଏହା ଖରାପ ସମୟ ଆସିବାର ସଙ୍କେତ ହୋଇଥାଏ ।

୧୧. ରାସ୍ତାରେ ଯାଉଥିବା ସମୟରେ ଯଦି ଆପଣ ଫୁଲ ପାନ୍ତି ତା ହେଲେ ଏହା ଆପଣଙ୍କର ଭଲ ସମୟ ଆସିବାର ସଙ୍କେତ ହୋଇଥାଏ ।

୧୨. ସଖାଳୁ ଉଠିବ ପରେ ଯଦି ଆପଣ କ୍ଷୀର ବ କୌଣସି କ୍ଷୀର ଜାତୀୟ ଦ୍ରବ୍ୟକୁ ଦେଖନ୍ତି ତା ହେଲେ ଏହା ଏକ ଶୁଭ ସଙ୍କେତ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *