ଭାଗ୍ୟଶାଳୀ ସ୍ତ୍ରୀଙ୍କ ଶରୀରରେ ଏହି 7 ଟି ଅଙ୍ଗରେ ଥାଏ କଳାଜାଇ, ଆଉ ଆପଣଙ୍କ ସ୍ତ୍ରୀ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିନ୍ଦୁ ଧର୍ମ ଅନୁସାରେ ନାରୀ ମାନଙ୍କୁ  ଲକ୍ଷ୍ମୀ ଦେବୀଙ୍କର ଆକ୍ଷା ମିଳିଥାଏ । ତେଣୁ ନାରୀଙ୍କୁ ପବିତ୍ରତାର ପ୍ରତୀକ ବୋଲି ଧରାଯାଇଥାଏ । କଳାଜାଇ ଶରୀରର କିଛି ବିଶେଷ ସ୍ଥାନରେ ରହିବା ଦ୍ଵାରା ବିଶେଷ କିଛି ଫାଇଦା ହୋଇଥାଏ ବୋଲି ଏହା ସମସ୍ତଙ୍କୁ ନିଶ୍ଚୟ ଅଳ୍ପ ବହୁତ ଜଣାଥାଏ । ନାରୀଙ୍କର ଶରୀରରେ ଏହି ୭ ଟି ଅଙ୍ଗ ଉପରେ ଯଦି କଳାଜାଇ ରହିଥାଏ ।

ବହୁତ ଭାଗ୍ୟଶାଳୀ ଝିଅ ଏହି ମାନେ ହିଁ ହୋଇଥାନ୍ତି । ଏହି ଝିଅ ମାନଙ୍କର ମଥାରେ କଳାଜାଇ ରହିଥାଏ । ସେହି ଝିଅ ମାନେ ସ୍ବଭାଗ୍ୟବତୀ ହୋଇଥାନ୍ତି। ଏମାନେ ନିଜର ଭଲ କ୍ଯାରିଅର ଗଢିବା ପାଇଁ ସବୁବେଳେ ଅଧିକରୁ ଅଧିକ ପରିଶ୍ରମ କରିଥାନ୍ତି । ନିଜର ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିସାରିଲା ପରେ ସେମାନେ ନିଜର ସବୁ ଖୁସିକୁ ଅନ୍ୟ ଉପରେ ନଲଦି ନିଜେ ସବୁ କିଛି ହାସିଲ କରିପାରିଥାନ୍ତି ।

ଯେଉଁ ଝିଅଙ୍କର ଗର୍ଦ୍ଧନ ବା ବେକରେ କଳାଜାଇ ରହିଥାଏ । ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ସେମାନେ ନିଜର ସବୁ କାର୍ଯ୍ୟକୁ ବହୁତ ବୁଦ୍ଧିମତା ସହ କରିବାକୁ ପସନ୍ଦ କରିଥାନ୍ତି । ଏହା ସହିତ ଏହି ଝିଅ ମାନଙ୍କ ଠାରେ ଧର୍ଯ୍ୟର ଗୁଣ ରହିଥାଏ । ଏମାନେ ବହୁତ ଶୀଘ୍ର ଧନବତୀ ହୋଇଥାନ୍ତି । ଯେଉଁ ଝିଅଙ୍କର ଆଖିର ଉପରେ କଳାଜାଇ ରହିଥାଏ ।

ଏମାନେ ସ୍ଵଭାବରେ ବହୁତ ଶାନ୍ତ, ସରଳ ହୋଇଥାନ୍ତି । ଏମାନେ କର୍ମ ଉପରେ ଅଧିକ ବିଶ୍ବାସ ରଖିଥାନ୍ତି । କଠିନ ଅଧବସାୟ ବଳରେ ଉତ୍ତମ କ୍ଯାରିଅର ଗଢିଥାନ୍ତି । ଏମାନେ ଯେଉଁ ଘରକୁ ଯାଇଥାନ୍ତି । ସେହି ଘରର ଉନ୍ନତି କରାଇଥାନ୍ତି । ଯେଉଁ ମହିଳାଙ୍କର କାନ୍ଧରେ କଳାଜାଇ ରହିଥାଏ । ସେମାନେ ଅତ୍ୟନ୍ତ ଲକି ହୋଇଥାନ୍ତି । ଏମାନେ ବହୁତ ଅଳ୍ପ ସମୟରେ ହିଁ ନିଜ ଜୀବନର ବହୁତ କିଛି ସୁଖ ସମୃଦ୍ଧି ହାସଲ କରି ନେଇଥାନ୍ତି ।

ଏମାନଙ୍କର ଜୀବନସାଥି ଦେଖିବାକୁ ବହୁତ ସୁନ୍ଦର ଓ ବୁଦ୍ଧିମାନ ହୋଇଥାଏ । ଯେଉଁ ଝିଅଙ୍କର ଓଠ ପାଖରେ କଳାଜାଇ ରହିଥାଏ । ସେମାନେ ପ୍ରେମ ବିବାହ କରିବାର ବହୁତ ଯୋଗ ରହିଥାଏ । ଏହା ସହିତ ଏମାନେ ତାଙ୍କ ସ୍ଵାମୀକୁ ସର୍ବଦା ନିଜ ପ୍ରତି ଆକର୍ଷିତ କରି ରଖିଅପରିଥାନ୍ତି । ଏମାନେ ବିବାହ ପରେ ନିଜ ସ୍ଵାମୀର କିସ୍ମତ ଚମକାଇ ଦେଇଥାନ୍ତି ।

ଯେଉଁ ମହିଳାଙ୍କର ବାହୁ ଉପରେ କଳାଜାଇ ରହିଥାଏ । ସେମାନେ ତାଙ୍କ ଜୀବନରେ ବହୁତ କିଛି ଅସୁବିଧାର ସାମ୍ନା କରିନଥାନ୍ତି । ଏମାନେ ନିଜ ବାପଘର ଓ ଶାଶୁଘର ଉଭୟର ନାମ ଉଜ୍ଜଳ କରିରଖିଥାନ୍ତି । ଯେଉଁ ଝିଅର ପାଦରେ କଳାଜାଇ ରହିଥାଏ । ଏମାନେ ଉଚ ଶିକ୍ଷା କରିବା ସହିତ ଭଲ ଚାକିରି କ୍ଷେତ୍ରରେ ମଧ୍ୟ ନିଯୁକ୍ତି ପାଇଥାନ୍ତି । ଏହା ସହିତ ଏମାନଙ୍କ ପାଖରେ ଧନର କେବେ ଅଭାବ ମଧ୍ୟ ଦେଖାଯାଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *