Samudrika Shastra- ସ୍ତ୍ରୀଙ୍କର ଏହି 3 ଟି ଅଙ୍ଗରେ ଥିଲେ କଳାଜାଇ, ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ଯାହାଙ୍କ ପାଦ ପଡିବା ମାତ୍ରେ ଘରକୁ ଆସନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ, ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସଂସାରର ସମସ୍ତ ମନୁଷ୍ୟ ଙ୍କ ଶରୀରରେ ତିଳ ଦେଖିବାକୁ ମିଳିଥାଏ । ଏବଂ ଏହି ତୀଳ ସେମାନଙ୍କ ଭାଗ୍ୟ, ଭବିଷ୍ୟ, ଶୁଭତା ଏବଂ ଆପଣଙ୍କୁ ନିଜ ଜୀବନରେ କେତେ ମାତ୍ରାରେ ଉନ୍ନତି ତଥା ସଫଳତା ମିଳିବ ତାହା ଦର୍ଶାଇ ଥାଏ । କିନ୍ତୁ ଆପଣଙ୍କ ଶରୀରରେ ଥିବା ସମସ୍ତ ତୀଳ ଶୁଭ ହେବା ସହିତ ଆପଣଙ୍କୁ ସଫଳତା ର ପାହାଚ ଉପରକୁ ପହଞ୍ଚାଇବ ଏହିଭଳି ମାନ୍ୟତା ଆଦୌ ଉଚିତ ନୁହେଁ ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ତୀଳ ଆପଣଙ୍କ ଶରୀରର କେଉଁ ଅଙ୍ଗରେ ଉପସ୍ଥିତ ଅଛି ଏଥିରୁ ସେହି ତୀଳ ର ମହତ୍ଵତା ହୋଇଥାଏ । ଏହି ଶାସ୍ତ୍ର ରେ ତିଳ ସମ୍ବନ୍ଧୀୟ ଅନେକ ରହସ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଅଛି । ଆସନ୍ତୁ ଜାଣିବା ତାହା କଣ ?

ତୀଳ ଜନ୍ମ ରୁ ଆପଣଙ୍କ ଶରୀରରେ ଥିବା ଅଥବା ବୟସ ବଢିବା ସହିତ ତୀଳ ର ଉତ୍ପନ୍ନ ପ୍ରାଏ ସମାନ ହୋଇଥାଏ । କାରଣ ତୀଳ ର ଏକ ଶୁଭ ସ୍ଥାନ ରେ ଆପେ ଆପେ ପ୍ରକଟ ହେବା ଏହା ମଧ୍ୟ ଆପଣଙ୍କ ଭାଗ୍ୟ ଉଦୟ ର ଏକ ସଙ୍କଟ ବୋଲି ମାନାଯାଇଅଛି । ଆସନ୍ତୁ ବର୍ତ୍ତମାନ ଜାଣିବା ସାମୁଦ୍ରିକ ଶାସ୍ତ୍ର ରେ ବର୍ଣ୍ଣିତ ହୋଇଥିବା ତୀଳ ଅଥବା ତାହାର ତଥ୍ୟ ସମ୍ବନ୍ଧରେ ।

୧;- ନାକ ଉପରେ ତୀଳ ର ଅବସ୍ଥିତି;- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ମାନଙ୍କର ନାକ ଉପରେ ତୀଳ ରହିଥାଏ ଏହିଭଳି ବ୍ୟକ୍ତି ସ୍ଵାଭୀମାନୀ ହୋଇଥାନ୍ତି । ଏମାନେ ସର୍ବଦା ନିଜ ଜୀବନରେ ନିଜ ସକ୍ଷମ ଅନୁଯାୟୀ ଆଗକୁ ବଢିଥାନ୍ତି । ନାକରେ ତୀଳ ରହିବା କାରଣରୁ ତାଙ୍କ ସ୍ଵଭାବ ଟିକିଏ ନଖରା ପ୍ରକୃତିର ହୋଇଥାଏ । କିନ୍ତୁ ଏମାନେ ହୃଦୟରୁ ବହୁତ ସ୍ଵଛ ହୋଇଥାନ୍ତି । ମହିଳା ହୁଅନ୍ତୁ ଅଥବା ପୁରୁଷ ନିଜ ଜୀବନରେ ପ୍ରଗତି ର ମାର୍ଗ ରେ ହିଁ ଆଗକୁ ବଢିଥାନ୍ତି । ଏମାନେ ଯେଉଁ କାର୍ଯ୍ୟର ପ୍ରଣୟ ନେଇଥାନ୍ତି ସେହି କାର୍ଯ୍ୟ କୁ ସଫଳ କରି ଦେଖାଇଥାନ୍ତି ।

୨;- ଆପଣଙ୍କ ହାତ ର ପାପୁଲିର ମଧ୍ୟ ଭାଗରେ ତୀଳ ର ଉପସ୍ଥିତ;- ଏହିଭଳି ବ୍ୟକ୍ତିଙ୍କୁ ଅଧିକ ଶୁଭ ମାନାଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏମାନଙ୍କ କୌଣସି କାର୍ଯ୍ୟ କେବେମଧ୍ୟ ଅଟକି ନଥାଏ । ଏମାନଙ୍କ ଭାଗ୍ୟ ଉଦୟ ବିବାହ ପରେ ହିଁ ହୋଇଥାଏ । ଏମାନଙ୍କ ପାଖରେ ଧନର କେବେ ଅଭାବ ହୋଇ ନଥାଏ । ଏମାନଙ୍କ ହାତ ସର୍ବଦା ଧନରେ ପରିପୂର୍ଣ୍ଣ ହୋଇ ରହିଥାଏ । ଏହିଭଳି ବ୍ୟକ୍ତି ସ୍ଵଭାବରୁ ମନ ମୋହିନେବା ଭଳି ପ୍ରକୃତିର ହୋଇଥାନ୍ତି ।

୩;- ପାଦ ଆଙ୍ଗୁଠି ଉପରେ ତୀଳ ର ଉପସ୍ଥିତି;- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଏହିଭଳି ବ୍ୟକ୍ତି ଙ୍କୁ ଧନର ଲାଭ ତ ନିଶ୍ଚିତ ଭାବରେ ମିଳିଥାଏ ମାତ୍ର ଏହିଭଳି ବ୍ୟକ୍ତି ଭ୍ରମଣ କରିବା ଅଥବା ମଜାମସ୍ତି କରିବାର ସୌକିନ ହୋଇଥାନ୍ତି । ଏଥି ନିମନ୍ତେ ସେମାନଙ୍କ ପାଖରେ ଧନ କେବେ ମଧ୍ୟ ରହିନଥାଏ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *