ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ସ୍ଵପ୍ନ ରେ କେଉଁ ପଶୁ ପକ୍ଷୀ ଦେଖିଲେ, ଆପଣଙ୍କ ବହୁତ କମ ଦିନରେ ଭାଗ୍ୟ ବଦଳିଯାଇଥାଏ ? ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ ଯେ ସ୍ଵପ୍ନ ରେ ଆମ୍ଭେ ଯାହା ସବୁ ଦେଖିଥାଉ ତାହା କଣ ସତ ହୋଇଥାଏ କି ? ସାଧାରଣତ ଆପଣ ମାନେ ସ୍ଵପ୍ନ ରେ ଯାହା ଦେଖିଥାନ୍ତି ତାହା ସବୁ ସତ ହୋଇ ନଥାଏ । ମାତ୍ର ପ୍ରାତ ସମାୟାରେ ଆପଣ ଯେଉଁ ସ୍ଵପ୍ନ ଦେଖିଥାନ୍ତି ତାହା ସମସ୍ତ ସତ ହୋଇଥାଏ ।
ଅନ୍ୟ ସବୁ ସ୍ଵପ୍ନ ସତ ହୋଇଥାଏ ମାତ୍ର ତାହା ବହୁତ ଡେରିରେ ସତ ହୋଇଥାଏ । ପ୍ରାତ ସମୟରେ ଆପଣ ଯେଉଁ ସ୍ଵପ୍ନ ଦେଖିଥାନ୍ତି ତାହା ସାଧାରଣତ ମାସେ ତଥା ୨ ମାସ ଭିତରେ ତାହା ଫଳପ୍ରଦ ହୋଇଥାଏ । ୧- ଯଦି ସ୍ଵପ୍ନ ରେ ଆପଣ ପାରା ଦେଖୁଛନ୍ତି ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କୁ ଶୀଘ୍ର ଲାଭ ହେବ । ଆପଣଙ୍କୁ ଧନ ସମ୍ପତ୍ତି ମିଳିପାରେ ଅଥବା ଆକସ୍ମିତ ଧନ ଆପଣଙ୍କୁ ମିଳିପାରେ ।
୨- ଯଦି ସ୍ଵପ୍ନ ରେ ଆପଣ ଓଟ ଦେଖୁଛନ୍ତି ତେବେ ଆପଣଙ୍କୁ ଅଧିକ ଅର୍ଥ ଲାଭ ହେବ । କୌଣସି ନା କୌଣସି ସୂତ୍ରରୁ ଧନ ଆପଣଙ୍କ ପାଖକୁ ଆସିବ । ୩- ସ୍ଵପ୍ନ ରେ କୁକୁର, କୁକୁଡା ଅଥବା ବାରହା ଦେଖିଲେ ସୁକନ୍ୟା ଲାଭ ହୋଇଥାଏ । ଆପଣ ସନ୍ତାନ ପାଇଁ ଆଶା ରଖିଥିଲେ, ଆପଣ ଯଦି ସ୍ଵପ୍ନ ରେ ଏ ସବୁ ଦେଖନ୍ତି ତେବେ ଆପଣଙ୍କୁ ଝିଅ ପ୍ରାପ୍ତ ହେବ ।
୪- ଯଦି ଆପଣ ସ୍ଵପ୍ନ ରେ ଠେକୁଆ ଦେଖନ୍ତି, ତା ହେଲେ ମନେ ରଖନ୍ତୁ ଆପଣଙ୍କୁ ଉଚ୍ଚ ପଦ ପ୍ରାପ୍ତ ହେବ । କୌଣସି ନା କୌଣସି ମାଧ୍ୟମରେ ଆପଣଙ୍କ ପାଖକୁ ଧନ ଆସିବ ।
୫- ଯଦି ଆପଣ ବିଲେଇ ଦେଖଛନ୍ତି ତେବେ ଆପଣଙ୍କ ଘରେ ଚୋରୀ ଅଥବା ହଟାତ କିଛି ବିପଦ ଆସିପାରେ । ଏଣୁ ଆପଣ ଯଦି ବିଲେଇ ଦେଖିବେ ତେବେ ନିଶ୍ଚିତ ଭାବରେ ଟିକିଏ ସାବଧାନ ରହିବେ ।
୬- ଯଦି ଆପଣଙ୍କୁ ସ୍ଵପ୍ନ ରେ ବିଛା କାମୁଡୁ ଅଛି ତେବେ ମଧ୍ୟ ଆପଣଙ୍କୁ ଯଶ ଲାଭ ହେବ । ଏହା ସହିତ ସମସ୍ତ କାର୍ଯ୍ୟ ରେ ଆପଣ ସଫଳତା ପାଇବେ ।
୭- ଯଦି ଆପଣଙ୍କୁ ସ୍ଵପ୍ନ ରେ ବାଘ ଗୋଡାଉଛି ତେବେ କୌଣସି ଖରାପ ଲୋକ ଆପଣଙ୍କୁ ଅସୁବିଧାରେ ପକାଇବା ନିମନ୍ତେ ଚେଷ୍ଟା କରିବ । ଏବଂ ଆପଣଙ୍କର ସୁନାମ ଅର୍ଜନ କରିବାକୁ ନାସ କରିବ । ଏଣୁ ବାଘ ଗୋଡାଉଥିବା ସ୍ଵପ୍ନ ଅଶୁଭ ହୋଇଥାଏ । ଆପଣଙ୍କୁ ଯେଉଁ ଲୋକ ମିଠା ମିଠା କଥା କହୁଅଛି ଆପଣ ତାହାଠାରୁ ବିଶେଷ କରି ଦୂରେଇ ରୁହନ୍ତୁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।