ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ ନିଜ ଜୀବନରେ ବହୁତ କିଛି ହରାଇଛନ୍ତି । ଜୀବନ ଆରମ୍ଭ ରୁ ନିଜ ମାତା ପିତା ଙ୍କୁ ହରାଇଲେ । ଏହାପରେ ନନ୍ଦ ରାଜା ଏବଂ ଯଶୋଧା କୁ ମଧ୍ୟ ହରାଇଲେ । ରାଧାଙ୍କୁ ହରାଇଲେ, ଗୋକୁଳ ହରାଇଲେ, ମଥୁରା ମଧ୍ୟ ହରାଇଲେ । ସେ ତାଙ୍କ ଜୀବନରେ କିଛି ନା କିଛି ହରାଇଛନ୍ତି ।
ମାତ୍ର ସେ ଯାହା ହରାଇ ନାହାନ୍ତି ତାହା ହେଉଅଛି ଭଗବାନ ଙ୍କ ସକାରତ୍ମକ ଏବଂ ହସ । ଜୀବନରେ ସବୁକିଛି ହରାଇବା ପରେ ମଧ୍ୟ ଆପଣ କିଭଳି ସକାରାତ୍ମକ ରହି ପାରିବେ ଏବଂ ହସିପାରିବେ ତାହା ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଦେଖିଲେ ଜାଣି ପାରିବେ । ଆସନ୍ତୁ ଜାଣିବା ଭଗବାନ ଶ୍ରୀ କୃଷ୍ଣ ଙ୍କ ଠାରୁ ୫ ଟି କଥା ଯାହା ଆମ୍ଭକୁ ତାଙ୍କ ଠାରୁ ଶିଖିବା ଆବଶ୍ୟକ ।
୧;- ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ ମହାଭାରତ ଯୁ-ଦ୍ଧ ରେ କହିଥିଲେ । କର୍ମ କରିଚାଲ ଫଳ କୁ ଆଶା ରଖନାହିଁ । ଅର୍ଥାତ ଆପଣ ନିଜ ଜୀବନରେ ଭଗବାନ ଙ୍କ ନାମ ନେଇ କର୍ମ କରି ଚାଲନ୍ତୁ । ନିଜ କର୍ମ ଅନୁଯାୟୀ ଆପଣଙ୍କୁ ଫଳ ନିଶ୍ଚିତ ଭାବରେ ପ୍ରାପ୍ତି ହେବ । ଯଦି ଆପଣ କହିବେ ଯେ ମୁଁ ଏହିଭଳି କିଛି କରିଲେ ମତେ ଲାଭ ହେବ ମାତ୍ର ତାହା ଭୁଲ ଅଟେ ଆପଣ କେବଳ କର୍ମ ହିଁ ଭଗବାନ ମାନି ଆଗକୁ ଚାଲନ୍ତୁ ।
୨;- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଏହି ପୃଥିବୀ ରେ ଯାହା କିଛି ଘ-ଟୁ-ଅଛି ତାହା ପଛରେ କିଛି ନା କିଛି କାରଣ ରହିଅଛି । ଯଦି ଆମ୍ଭ ସହିତ କିଛି ଖରାପ ହେଉଅଛି ତେବେ ତାହା ଆମ୍ଭର କର୍ମଫଳ ବୋଲି ଜାଣନ୍ତୁ । ଏଣୁ ଧର୍ଯ୍ୟ ନ ହାରି ସାହସିକତାର ସହିତ ଆପଣ ସବୁ ପରିସ୍ଥିତି ର ସାମ୍ନା କରନ୍ତୁ ।
୩;- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ତୁମ୍ଭେ ଆଜି ମଧ୍ୟରେ ଜୀବନ ବିତାଇବାକୁ ପ୍ରସ୍ତୁତ ରୁହ । ପରବର୍ତ୍ତୀ ଜୀବନ ସମ୍ବନ୍ଧରେ ଚିନ୍ତା କରି କିଛି ଲାଭ ନାହିଁ ।
୪;- ଭଗବାନ କହିଛନ୍ତି କ୍ରୋ-ଧ କୁ ଶାନ୍ତ ରଖିବା ଅଥବା ଆୟତରେ ରଖିବା । କାରଣ କ୍ରୋଧ ହିଁ ମନୁଷ୍ୟ ର ପରମ ଶତ୍ରୁ ଅଟେ । ଯଦି ଆପଣ କ୍ରୋ-ଧ କରନ୍ତି ତେବେ ତାହା ଆପଣଙ୍କ ବି-ନା-ଶ ର କାରଣ ହୋଇଥାଏ । ଏବଂ ପଛରେ ଆପଣ ପ-ଶ୍ଚା-ତା-ପ କରିଲେ କିଛି ବଞ୍ଚି ରହିନଥାଏ ।
ଏଣୁ କ୍ରୋ-ଧ କୁ ଆପଣ ନିଜ ଆୟତରେ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ