ବନ୍ଧୁଗଣ, ଆପଣ ନିଜ ଇଷ୍ଟଦେବତା ଙ୍କ ସ୍ତୁତି ନିଶ୍ଚିତ ଭାବରେ କରୁଥିବେ । ଏବଂ ଯାହାକୁ ମନ୍ତ୍ର ଜଣା ନାହିଁ ସେ ଏହିଭଳି ଭଗବାନ ଙ୍କୁ ନମସ୍କାର କରିଥାନ୍ତି । ଭଗବାନ ଭାବବିଭୋର ହୋଇଥାନ୍ତି । ମନୁଷ୍ୟ ଯେତେବେଳେ ଭାବବିଭୋର ହୋଇ ଭଗବାନ ଙ୍କର ପ୍ରାର୍ଥନା କରିଥାନ୍ତି । ତେବେ ତାହାର ଆତ୍ମା ନିଶ୍ଚଳ ହୋଇଯାଇଥାଏ ଏବଂ ତାଙ୍କ ଆଖିରେ ଅଶ୍ରୁଧାରା ବହିବାକୁ ଲାଗିଥାଏ । ମାତ୍ର ଆପଣ କେବେ ଜାଣିଛନ୍ତି କି ଭଗବାନ ଙ୍କ ସମୁଖରେ ଆଖିରୁ ଅଶ୍ରୁ କ’ଣ ପାଇଁ ବାହାରି ଯାଇଥାଏ ?
ଭଗବାନ ଙ୍କ ପୂଜା କରିବାର ଅର୍ଥ ହେଉଛି ନିଜ ମନରୁ ଭଗାବାନ ଙ୍କ ସହିତ ଜଡିତ ରହିବା । ଏହିଭଳି କ୍ଷେତ୍ରରେ ଆପଣ ଯେତେବେଳେ ଭଗବାନ ଙ୍କ ଦିବ୍ୟ ସ୍ୱରୂପ ର ଧ୍ୟାନ କରିଥାନ୍ତି, ଏବଂ ତାଙ୍କ ସ୍ୱରୂପ ଆପଣଙ୍କ ବନ୍ଦ ଆଖି ସମୁଖରେ ଆସିଯାଇଥାଏ । ତାଙ୍କର ଅଦ୍ଭୁତ ସ୍ୱରୂପ କୁ ଦେଖି ଭାବବିହୋଳ ହୋଇଯିବା ଆଖିରୁ ଅଶ୍ରୁ ଆସିବାର ଏକ ମୁଖ୍ୟ କାରଣ ହୋଇପାରେ ।
ଦ୍ଵିତୀୟରେ ଯଦି ଆପଣ କୌଣସି ପରିସ୍ଥିତି ରେ ଆପଣ ନିଜ ଇଷ୍ଟ ଦେବତା ଙ୍କୁ ମନେ ପକାଉଛନ୍ତି, ତେବେ ଏହା ଅଧିକାଂଶ ସମୟରେ ହୋଇଥାଏ ଯଦି ଆପଣ କୌଣସି ଚିନ୍ତା ରେ ରହିଥାନ୍ତି, ଆପଣ ଚିନ୍ତା କରିଥାନ୍ତି ଯେ ଆପଣ ଏହି କଷ୍ଟ ରୁ କିଭଳି ମୁକ୍ତି ପାଇବେ ? ଏହି ପରିସ୍ଥିତି ରେ ଆପଣଙ୍କ ଆଖିରୁ ଅଶ୍ରୁ ବାହାରି ଥାଏ । ଏହା ମଧ୍ୟ ହୋଇପାରେ ଯେ ଆପଣ ସେହି ସଙ୍କଟ କାଳରେ ଭଗବାନ ଙ୍କୁ ନିଜର ସାଥି ମାନୁଛନ୍ତି ।
ଏବଂ ଆପଣଙ୍କର ଏହି ଭାବ ଦେଖି ଭଗବାନ ମଧ୍ୟ ଆପଣଙ୍କ ସାହାର୍ଯ୍ୟ କରିଥାନ୍ତି । ପୂଜା କରୁଥିବା ସମୟରେ ଆଖିରୁ ଅଶ୍ରୁ ବାହାରିବାର ଆହୁରି ଅଧିକା କାରଣ ରହିଅଛି । ଏଥି ମଧ୍ୟରୁ ଗୋଟିଏ କାରଣ ଏହା ମଧ୍ୟ ଅଛି ଯାହାକୁ ବୁଝିବା ନିମନ୍ତେ ଆପଣଙ୍କୁ ମନ୍ଦିର ନିର୍ମାଣ କଥା ବୁଝିବାକୁ ହେବ । ମନ୍ଦିର ନିର୍ମାଣ ସମୟରେ ମନ୍ଦିର ର ମାଝି ଭାଗରେ ଭଗବାନ ଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥାଏ । ମନ୍ତ୍ର ଦ୍ଵାରା ଯେତେବେଳେ ମୂର୍ତ୍ତି ସ୍ଥାପନ ହୋଇଥାଏ ସେତେବେଳେ ଅନେକ ସକାରାତ୍ମକ ଊର୍ଜା ସଞ୍ଚିତ ହୋଇଥାଏ । ଏଥିପାଇଁ ଯେବେ କେହି ମନ୍ଦିର ଯାଇଥାନ୍ତି ସେତେବେଳେ ତାଙ୍କର ନକାରାତ୍ମକ ଊର୍ଜା ବାହାରକୁ ଆଶିବାକୁ ଲାଗିଥାଏ । ଏବଂ ଏହି ନକାରାତ୍ମକ ଊର୍ଜା ବାହାରକୁ ଆସିବାର ଏକ ମାଧ୍ୟମ କାନ୍ଦିବା ହୋଇଥାଏ ।
ଏଥିପାଇଁ ମନ୍ଦିର ପରିସର ରେ ଯେତେବେଳେ ଆପଣ ବସିଥାନ୍ତି ତେବେ ଭାବନାତ୍ମକ ଭାବରେ ଭଗବାନ ସହିତ ଆପଣ ଜଡିତ ହୋଇଥାନ୍ତି ଏବଂ ଆପଣ ନିଜର ଦୁଃଖ ପ୍ରକଟ କରିବାକୁ ଲାଗିଥାନ୍ତି ଏଭଳି କେବଳ ମନ୍ଦିର ତଥା ଭଗବାନ ଙ୍କ ସମୁଖରେ ହୋଇ ନଥାଏ । ଏହା କୌଣସି ସିଦ୍ଧ ପୁରୁଷ ଙ୍କ ପାଖକୁ ଗଲେ ମଧ୍ୟ ଏପରି ହୋଇଥାଏ । ଭଗବାନ ଙ୍କ ସହିତ କାନ୍ଦୁଥିବା ବ୍ୟକ୍ତି ଙ୍କୁ ଦୁନିଆ ସମୁଖରେ କାନ୍ଦିବାକୁ ପଡି ନଥାଏ ।
ତେବେ ଆପଣ ଜାଣିଲେ ଯେ ଭଗବାନଙ୍କ ସମୁଖରେ କାନ୍ଦିବାର ଅର୍ଥ କଣ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।