ଭଗବାନଙ୍କ ସାମ୍ନାରେ କାନ୍ଦିଲେ କ’ଣ ହୋଇଥାଏ ? ଜାଣନ୍ତୁ କଣ ଅଟେ ରହସ୍ୟ…

ବନ୍ଧୁଗଣ, କ’ଣ ପୂଜା କରୁଥିବା ସମୟରେ ଆପଣଙ୍କ ଆଖିରେ ଲୁହ ଚାଲି ଆସିଥାଏ ? ଯଦି ଆସିଥାଏ ତେବେ ଏହା ନିଶ୍ଚିତ ଭାବରେ ଜାଣି ରଖନ୍ତୁ । ଆମ୍ଭର ପ୍ରାଚୀନ ଗ୍ରନ୍ଥ ଅନୁସାରେ ଆରମ୍ଭରୁ ଏହି ବ୍ରାହମାଣ୍ଡ ଖାଲି ଥିଲା ଚାରିଆଡେ କେବଳ ଅନ୍ଧକାର ଥିଲା । ଏହାପରେ ଏକ ବିଶାଳକାୟ ଶିବଲିଙ୍ଗ ପ୍ରକଟ ହେଲା ଯାହା ଫଳରେ ଏହି ସମଗ୍ର ବ୍ରାହମାଣ୍ଡ ଊର୍ଜା ରେ ଭରିଗଲା । ଏହାର କିଛି ସମୟ ପରେ ଏହି ସଂପୂର୍ଣ୍ଣ ବ୍ରାହମାଣ୍ଡରେ ପଦାର୍ଥ ର ନିର୍ମାଣ ହେଲା ।

ଏହି ସମସ୍ତ ପଦାର୍ଥ ରେ ଭଗବାନ ଶିବଶଙ୍କର ଙ୍କର ବାସ ରହିଅଛି । ସମସ୍ତ ବ୍ରାହମାଣ୍ଡ ର କୋଣ କୋଣ ରେ ବସିଥିବା ଅସୀମ ଊର୍ଜା ଶିବ ହିଁ ଅଟନ୍ତି । ଶିବ ହିଁ ଆଦୀ ଅଟନ୍ତି ଏବଂ ଶିବ ହିଁ ଅନ୍ତ ଅଟନ୍ତି । ଯଦି ଆମ୍ଭେ କେତେବେଳେ ଭଗବାନ ଙ୍କ ସହିତ ଜଡିତ ହୋଇଥିବା କିଛି କଥା ଶୁଣିଥାଉ ତେବେ ଆମ୍ଭ ଶରୀରର ରୋମ ଟାଙ୍କୁରି ହୋଇଯାଇଥାଏ । ଏବଂ ଆଖିରେ ଲୁହ ଚାଲି ଆସିଥାଏ ।

ଇଶ୍ଵର ଙ୍କର ସେହି ଅନନ୍ତ ଶକ୍ତି ର ଅନୁଭବ କରୁ କରୁ କେବେ କେବେ ଇଶ୍ଵର ଙ୍କ ଉପରେ ଆମ୍ଭର ବିଶ୍ଵାସ ଦୃଢ ହେବାକୁ ଲାଗିଥାଏ । ଯଦି ଆପଣ ଇଶ୍ଵର ଙ୍କ ଧ୍ୟାନ କରୁଥିବା ସମୟରେ ଏହିଭଳି ସଙ୍କେତ ଆପଣଙ୍କୁ ମିଳିଥାଏ ତେବେ ବୁଝିଜାଆନ୍ତୁ ଯେ ଇଶ୍ଵର ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତି ।

୧;- ଆଖିରେ ଲୁହ ଆସିବା, ଯଦି ଆପଣ ଇଶ୍ଵର ଙ୍କ ଆରାଧନା ରେ ଧ୍ୟାନ ଲଗାଇ ବସିଛନ୍ତି, ଏବଂ ଅଚାନକ ଭାବରେ ଆଖିରୁ ଲୁହ ଚାଲିଆସେ ତେବେ ଏହା ଇଶ୍ଵର ଙ୍କ ସଙ୍କେତ ଅଟେ । ଆପଣଙ୍କ ଆତ୍ମା ର ଈଶ୍ବରୀୟ ଶକ୍ତି ଙ୍କ ସହିତ ମିଳନ ହୋଇ ସାରିଛି । ଏହିଭଳି ସମୟରେ ଈଶ୍ଵରଙ୍କୁ ନିଜର ମାନକାମନା ନିଶ୍ଚିତ ଭାବରେ କୁହନ୍ତୁ ।

ଏହିଭଳି ସମୟ ଦ୍ଵାରା ଇଶ୍ଵର ଙ୍କ ସହିତ କରାଯାଇଥିବା ସମସ୍ତ ପ୍ରାର୍ଥନା ର ଫଳ ନିଶ୍ଚିତ ଭାବରେ ମିଳିଥାଏ । ଅଧିକାଂଶ ଲୋକେ ଏହାକୁ ଏକ ସଂଯୋଗ ଭାବି ଈଶ୍ବରଙ୍କ ଧ୍ୟାନ ରେ ହଜିଯାଇଥାନ୍ତି । ପରନ୍ତୁ ଏହା ଈଶ୍ବରଙ୍କ କିଛି ମାଗିବାର ସର୍ବୋତ୍ତମ ସମୟ ହୋଇଥାଏ ।

୨;- ଯେତେବେଳେ ମଧ୍ୟ ଆପଣ ପୂଜା କରୁଛନ୍ତି ଆପଣଙ୍କ ଆଖିରେ ଲୁହ ଆସିଯାଉଅଛି ତେବେ ଈଶ୍ଵରଙ୍କୁ ଆପଣଙ୍କ ଜୀବନର ଦୁଃଖ ଏବଂ କଷ୍ଟ ର ନିବାରଣ ନିମନ୍ତେ ପ୍ରାର୍ଥନା କରନ୍ତୁ । ଏହା ସହିତ ପୂଜା ସମୟରେ ଆଖିରୁ ଲୁହ ବାହାରିବା ଅର୍ଥ ହୋଇଥାଏ ଯେ ଆପଣଙ୍କ ଅନ୍ତର୍ମନ ର ଦୁଶ୍ଚିନ୍ତା ର ସମାପ୍ତ ଘଟୁଛି ଅର୍ଥାତ ଆପଣ କରିଥିବା ପାପ ର ସମାପ୍ତ ଘଟୁଛି ।

୩;- ଜଳୁଥିବା ଜ୍ୟୋତି ବଢିବାକୁ ଲାଗିବା, ଅଗ୍ନି ପଞ୍ଚତତ୍ଵ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏଥିରେ ଭଗବାନ ଶିବଶଙ୍କର ଙ୍କର ବାସ ରହିଅଛି । ଯଦି ଆପଣ ପୂଜା କରୁଛନ୍ତି ଏବଂ ଆପଣଙ୍କ ସାମ୍ନା ରେ ରଖିଥିବା ଦୀପ ଅଥବା ଆରତୀ ର ଜ୍ୟୋତି ବଢିଯାଏ ତେବେ ଏହା ଏକ ଈଶ୍ବରୀୟ ସଙ୍କେତ ଅଟେ ଯେ ସେ ଆପଣଙ୍କ ପୂଜା ଏବଂ ସଚ୍ଚା ଭକ୍ତି ଦ୍ଵାରା ପ୍ରସନ୍ନ ଅଛନ୍ତି ।

ଏହିଭଳି ସମୟ ରେ ଆମ୍ଭକୁ ଈଶ୍ବରଙ୍କ ପ୍ରାର୍ଥନା କରିବା ଆବଶ୍ୟକ । ଏବଂ ନିଜର ମନୋକାମନା କହିବ ଆବଶ୍ୟକ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *