Vastu Shastra- ଭଗବାନଙ୍କ ରୂପ ହୋଇଥାଏ ଏହି ଗଛ, ଯାହାକୁ ଘରେ ଲଗେଇବା ହୋଇଥାଏ ଅତ୍ୟନ୍ତ ଶୁଭ, ଭିକାରି ବି ହେଇଯାଏ ଧନବାନ

ଏମିତି ଗଛ ଅଛି ଯାହାକୁ ଦେଖିବା ପରେ ମନକୁ ଶାନ୍ତି ମିଳିଥାଏ । ଏମିତି କିଛି ଗଛ ଅଛି ଯାହା ଆମର ଭାଗ୍ୟ ବଦଳାଇ ଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଗଛ ଘରେ ଲଗାଇବା ଦ୍ଵାରା ପଜେଟିଭ ଏନର୍ଜି ଆସିଥାଏ । ଆଉ ସବୁ ସମସ୍ୟା ଦୂର ହୋଇଯାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଗଛ ଗୁଡିକ ବିଷୟରେ ଯାହାକୁ ଘରେ ଲଗେଇବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ।

୧- ବାଉଁଶ ଗଛ : ବାଉଁଶ ଗଛ ବହୁତ ଶୁଭ ମାନାଯା ଯାହାକୁ ବାସ୍ତୁ ଶାସ୍ତ୍ରରେ କୁହଯାଏ । ଏମିତି ମାନାଯାଏ ଏହି ଗଛ ପଜେଟିଭ ଏନର୍ଜି, ଲାଭକୁ ପ୍ରେରିତ କରିଥାଏ । ଏହାକୁ ଉନ୍ନତିର ପ୍ରତୀକ ମାନାଯାଏ । ୨- ମନି ପ୍ଳାଣ୍ଟ : ବାସ୍ତୁ ଅନୁଯାୟୀ ମନି ପ୍ଳାଣ୍ଟ ଘରର ନେଗେଟିଭ ଏନର୍ଜି ଓ ବାସ୍ତୁ ଦୋଷ ଦୂର କରିଥାଏ । ଏହାକୁ ଆପଣ ମାଟିରେ ଲଗାଇପାରିବେ। କିନ୍ତୁ ଏହାକୁ ପାଣିରେ ଲଗାଇଲେ ଅଧିକ ଶୁଭ ହୋଇଥାଏ । ଏହରା ପାଣିକୁ ସପ୍ତାହକୁ ଠାରେ ବଦଳାଇବାଉ ହେବ । ମାନାଯାଏ ମନି ପ୍ଳାଣ୍ଟ ଯେତେ ସୁନ୍ଦର ଓ ସବୁଜ ସେତେ ଶୁଭ ହୋଇଥାଏ ।

୩- ତୁଳସୀ ଗଛ : ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ଏହାର ବ୍ୟବହାର ଅନେକ ରୋଗକୁ ଠିକ କରିବାରେ ବ୍ୟବହାର କରାଯାଏ । ତୁଳସୀ ଭଗବାନ ବିଶୁଣୁଙ୍କର ପ୍ରିୟା ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ ।

୪- ସାପ ଗଛ : ବାସ୍ତୁ ଅନୁଯାୟୀ ସାପ ଗଛକୁ ବହୁତ ଶୁଭ ଅମନଯାଏ । ଏହା ଏକ ଲୋ ମେଣ୍ଟେନ୍ସ ଗଛ ହୋଇଥାଏ । ଏହି ଗଛ ଅସଲି ଅକ୍ସିଜେନ ଦେବା ସହ ସ୍ଵସ୍ଥାରେ ଉନ୍ନତି ଆଣିଥାଏ । ବାସ୍ତୁ ଅନୁଯାୟୀ ଏହି ଗଛ ଅଗ୍ନି କୋଣରେ ଲଗାଇଲେ ଶୁଭ ହୋଇଥାଏ ।

୫- ଆଲୋଭେରା ଜେଲ : ଏହି ଗଛର ବ୍ୟବହାର ସ୍କିନ, ହେୟାର ଆଦି ରୋଗକୁ ଦୂର କରିବାରେ ବ୍ୟବହାର କରାଯାଏ । ଏହି ଗଛକୁ ରଖିବାର ସବୁଠାରୁ ଭଲ ଦିଗ ନର୍ଥ ଓ ଇଷ୍ଟ କୁ ମାନା ଯାଇଥାଏ । ଏହି ଗଛ ବହୁତ ଭଲ ଅଟେ ଯାହାକୁ ମେଣ୍ଟେନ କରିବା ସହଜ ହୋଇଥାଏ । ଏହାକୁ ସୂର୍ଯ୍ୟ କିରଣରେ ରଖିବା ଊଛିତ ।

୬- ଜେଡ ଗଛ : ବାସ୍ତୁ ଅନୁଯାୟୀ ଜେଡ ଗଛକୁ ବହୁତ ଶୁଭ ମାନାଯାଏ । ଏହି ଗଛ ସ୍ୱାସ୍ଥ୍ୟ ଓ ପଜେଟିଭ ଏମର୍ଜି କୁ ବଢାଇଥାଏ । ଏହି ଗଛକୁ ବନ୍ଧୁତା, ମନି ଟ୍ରି, ଲକି ଟ୍ରି ଭାବରେ ଜଣାଯାଏ । ଏହାକୁ ଘରର ମୁଖ୍ୟ ଦ୍ଵାରରେ ରଖିବା ଶୁଭ ହୋଇଥାଏ । ଏହା ଧନକୁ ଆକର୍ଷଣ କରିଥାଏ ।

୭- କଦଳୀ ଗଛ : ବାସ୍ତୁ ଅନୁଯାୟୀ କଦଳୀ ଗଛକୁ ପବିତ୍ର ଓ ଶୁଭ ମାନାଯାଏ । କାରଣ ଏହି ଗଛରେ ଭଗବାନ ବିଶୁଣୁଙ୍କ ବାସ ରହିଥିବାରୁ ଯାହାକୁ ଘରେ ଲଗାଇଲେ ଧନର ଅଭାବ ହୁଏ ନାହି ।

୮- ମଖମଲ୍ଲୀ ଗଛ : ବାସ୍ତୁ ଅନୁଯାୟୀ ଏହି ଗଛକୁ ଶୁଭ ମାନାଯିବା ସହ ଘରକୁ ଗୁଡ ଲକ ଆଣିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *