ବେକରେ ହନୁମାନଙ୍କ ଲକେଟ ପକାଇଲେ କେଉଁ ସମସ୍ଯା ଦୂର ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 10 ଟି Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆମର ନୀତି ଦିନିଆ ଜୀବନରେ ବହୁତ କାମରେ ଆସିପାରିବ । ଏହାର ପ୍ଳାନ କରିଲେ ଜୀବନରେ ଯାହା ବି ସମସ୍ୟା ରହିଥିବ ତାହା ବହୁତ ଜଲ୍ଦି ଭଗବାନଙ୍କ କୃପାରୁ ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ । ୧- ବର୍ଷା ଜଳକୁ ସଂଗ୍ରହ କରି ସେଥିରେ କ୍ଷୀର ପକାଇ ସ୍ନାନ କରିବା ଦ୍ଵାରା ଧାର କରଜ ସମସ୍ଯା ଦୂର ହୋଇଥାଏ । ପିତଳ ପାତ୍ରରେ ବର୍ଷା ଜଳ ସଂଗ୍ରହ କରି ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଙ୍କୁ ଜଳ ଅର୍ପଣ କରିଲେ ବେପାରରେ କ୍ଷତି ଦୂର ହୋଇଥାଏ ।

୨- ଘରେ ଆର୍ଥିକ ସଙ୍କଟ ରହିଥିଲେ ମାଟି ପାତ୍ରରେ ବର୍ଷା ଜଳ ସଂଗ୍ରହ କରି ଘରର ଉତ୍ତର-ପୂର୍ବ କୋଣରେ ରଖିବା ଦ୍ଵାରା ଏହା ଦୂର ହୋଇଥାଏ । ବ୍ୟାପାରରେ ବାଧା ଆସୁଥିଲେ ବର୍ଷା ଜଳ ସଂଗ୍ରହ କରି ଗଣେଶଙ୍କୁ ଜଳାଭିଷେକ କରିଲେ ସମସ୍ଯା ଦୂର ହୋଇଥାଏ ।

୩- ଜୀବନରେ ରୋଗ ବା ବିପଦ ଥିଲେ ବର୍ଷା ଜଳ ମହଦେବଙ୍କୁ ଜଳାଭିଷେକ କରିଲେ କଲ୍ୟାଣ ହୋଇଥାଏ । ଶୋଇବା ସମୟରେ ମୁଣ୍ଡ ପାଖରେ ରସି ବ ଜଞ୍ଜିର ରଖିଲେ କାର୍ଯ୍ୟରେ ସମସ୍ଯା ଦେଖାଯାଏ ।

୪- ଶୋଇବା ସମୟରେ ମୁଣ୍ଡ ପାଖରେ ହେମଦସ୍ତା ରଖିଲେ ବିବାଦ ହେବର ସମ୍ଭାବନା ରହିଥାଏ । ଶୋଇବା ସମୟରେ ମୁଣ୍ଡ ପାଖରେ ଖବରକାଗଜ ରଖିଲେ ଖରାପ ଶକ୍ତି ବୃଦ୍ଧି ପାଇଥାଏ ।

୫- ଠାକୁର ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତି ରଖିଲେ ଅଶୁଭ ହୋଇଥାଏ । ଠାକୁର ଘରେ କେବେ ବି ଦେବିଦେବତାଙ୍କ ରୌଦ୍ର ମୂର୍ତ୍ତି ରଖିଲେ ଅନିଷ୍ଟକାରି ହୋଇଥାଏ ।

୬- ଘରେ ଭାଙ୍ଗି ଯାଇଥିବା ଶଙ୍ଖ ବା ଏକରୁ ଅଧିକ ଶଙ୍ଖ ରଖିବା ଅଶୁଭ ହୋଇଥାଏ । ଘରେ ଚିରି ଯାଇଥିବା ଧାର୍ମିକ ବହୁ ରଖିବା ଅନୁଚିତ । ଘରେ ଭାଙ୍ଗି ଯାଇଥିବା ବା ଫାଟି ଯାଇଥିବା ଆଇନା ରଖିବା ଅଶୁଭ ହୋଇଥାଏ ।

୭- ଘରେ ଫଟି ଯାଇଥିବା ଜଳପାତ୍ର ରଖିବା ଅଶୁଭ ହୋଇଥାଏ । ଘରେ ଉତ୍ତର-ପଶ୍ଚିମ ଦିଗରେ ଓଟର ମୂର୍ତ୍ତି ରଖିବା ଦ୍ଵାରା ପରିବାରରେ ସୁଦୃଢତା ରହିଥାଏ । ବ୍ୟବସାୟୀକ ପ୍ରତିଷ୍ଠାନରେ ଓଟର ମୂର୍ତ୍ତି ରଖିଲେ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

୮- ଘରେ ଜୋତା ଚପଲ ଉତ୍ତର ଦିଗରେ ରଖିବା ଅନୁଚିତ । ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିଲେ ମଙ୍ଗଳକୃ ହୋଇଥାଏ । ମାଟିରେ ତିଆରି ହୋଇଥିବା ଠାକୁର ମୂର୍ତ୍ତି ଘରେ ରଖି ପୂଜା କରିଲେ ଶୁଭ ହୋଇଥାଏ ।

୯- ଘରର ମୁଖ୍ୟ ଦ୍ଵାରାରେ ପାତ୍ରରେ ପାଣି ରଖୀ ଫୁଲ ପକାଇଲେ ଶୁଭ ହୋଇଥାଏ । ଘରର ଦୁଆର ବନ୍ଧର ଦୁଇ ପାଖରେ ଲକ୍ଷ୍ମୀଙ୍କ ପଦ ଚିହ୍ନ ଆଙ୍କିଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୧୦- ଘରକୁ ଆସୁଥିବା ଅତିଥି ବା ବିଦାୟୀ ଦୁଆର ବନ୍ଧରେ ଠିଆ ହୋଇ କରିବା ଅଶୁଭ ହୋଇଥାଏ । ବେକରେ ହନୁମାନଙ୍କ ଲକେଟ ପିନ୍ଧିବା ଦ୍ଵାରା ଆତ୍ମିକ ବଳ ପ୍ରାପ୍ତ ହେବ ସହ ତନ୍ତ୍ର, ମନ୍ତ୍ର ଓ ଦୁର୍ଘଟଣାରୁ ରକ୍ଷା କରିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *