Health Tips- ବାଦାମ ଖାଇବା ବେଳେ ଏହି 1 ଭୁଲ ବିଲକୁଲ ବି କରନ୍ତୁ ନାହିଁ, ଯାଇପାରେ ଆପଣଙ୍କ ଜୀବନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ପାଇଁ ସ୍ଵାସ୍ଥକର ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇଥାଏ । ସେହିପରି ଏକ ସ୍ଵାସ୍ଥ ଉପଯୋଗୀ ଖାଦ୍ୟ ହେଉଛି ବାଦାମ । ଏଥିରେ ହେଲଦୀ ଫ୍ୟାଟ୍ସ ଓ ଭିଟାମିନ ଓ ମିନେରାଲ୍ ବହୁ ପରିମାଣରେ ରହିଥାଏ । ଏଥିରେ ଆଣ୍ଟି ଫାଇବର ଓ ଅକ୍ସିଡେଣ୍ଟ ମଧ୍ୟ ବହୁ ପରିମାଣରେ ମଜହୁଡ ରହିଥାଏ । ଏଥିରେ ଭିଟାମିନ – E ରହିଥାଏ । ଯାହା ଶରୀରର ବହୁ ବିଧ ଉପକାର କରିଥାଏ ।

ଏଥିରେ କ୍ୟାଲୋରୀ ମଧ୍ୟ ବହୁ କମ୍ ପରିମାଣରେ ମିଳିଥାଏ । ବାଦାମ ଖାଇବା ଯୋଗୁ କ୍ୟାନ୍ସର, ହାର୍ଟ ଆଟାକ ଭଳି ପ୍ରାଣଘାତୀ ସମସ୍ଯା ହେବାର ସମ୍ଭାବନା ମଧ୍ୟ ନଥାଏ । ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିବାରେ ବାଦାମ ବହୁ ପରିମାଣରେ ସାହାଜ୍ଯ କରିଥାଏ । ଶରୀରର ଖରାପ କୋଲେଷ୍ଟ୍ରଲକୁ ମଧ୍ୟ କମାଇଥାଏ । ବାଦାମ ଭଳି ଚମତ୍କାରୀ ଡ୍ରାଏ ଫୃଟକୁ ସବୁ ଧରଣର ବ୍ୟକ୍ତି ନିହାତି ଭାବେ ଖାଇବା ଉଚିତ ।

ଏହାକୁ ଖାଇବାର ସଠିକ ଉପାୟଟି ହେଉଛି । ରାତିରେ ଏହାକୁ ପାଣିରେ ଭିଯାଇ ସକାଳେ ଏହାର ଚୋପାକୁ ଛଡାଇ ଖାଇବା ଉଚିତ । ଏହାର ଚୋପାରେ ମଧ୍ୟ କିଛି ପରିମାଣର ପୋଷକ ରହିଥାଏ କିନ୍ତୁ ଏହାର ଚୋପା ଛଡାଇ ଖାଇବା ଦ୍ଵାରା ହିଁ ଏହାର ବେଷ୍ଟ ଫାଇଦା ଶରୀରରେ ଦେଖିବାକୁ ମିଳିଥାଏ ।

କାରଣ ବାଦାମର ଚୋପାରେ ଆଣ୍ଟି ପୋଷକ ତତ୍ଵ ମଧ୍ୟ କୁହାଯାଇଥାଏ । ଏହି ଖୋଳୋପା ବା ଚୋପା ବାଦାମର ଭିତର ପୋଷକ ତତ୍ଵକୁ ସୁରକ୍ଷିତ ରଖିଥାଏ । ଯେପରି ଭିତର ତତ୍ଵକୁ ପୋକଙ୍କ ଦାଉରୁ ରକ୍ଷା କରାଯାଇପାରିବ । ଯଦି ଚୋପା ସହ କୌଣସି ବ୍ୟକ୍ତି ଏହାର ସେବନ କରିଥାଏ । ତେବେ ବାଦାମ ଠିକ ସେ ଡାଇଜେସନ ହୋଇପାରିନଥାଏ । ଏହାକୁ ଡାଇଜେଷ୍ଟ ହେବା ପାଇଁ ବହୁତ ସମୟ ଲାଗିଯାଇଥାଏ ।

ଯଦି କିଛି ଘଣ୍ଟା ପାଣି ବତୁରାଇ ଖାଇବେ । ତେବେ ଏହା ଭଲ ଭାବରେ ମଇଶ୍ଚର ହୋଇଯାଇଥିବ । ଖାଇବା ପରେ ଡାଇଜେଷ୍ଟ ହେବାରେ କିଛି ବ୍ୟାଘ୍ଯାତ ସୃଷ୍ଟି ହେବ ନାହିଁ । ବହୁତ ଲୋକଙ୍କ କହିବା ଅନୁସାରେ ୧ ରୁ ୨ ଟି ବାଦାମ ପ୍ରତିଦିନ ଖାଇବା ଉଚିତ । ଅପର ପକ୍ଷରେ ଯେତେ ସମ୍ଭବ ସେତେ ମଧ୍ୟ ଖାଇପାରିବେ ।

ଏକ ରିସର୍ଚ ଅନୁସାରେ ବାଦାମ ଦିନକୁ ୨୦ ଟି ବାଦାମ ଖାଇପାରିବେ । ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ ଗୋଟିଏ ଦିନରେ ବାଦାମ ଅଧିକ ଖାଇଲେ । ପେଟରେ ଗ୍ଯାସ ହେବାର ସମ୍ଭାବନା ରହୁଛି । ତେଣୁ ପ୍ରତିଦିନ ୧୦ ରୁ ୧୨ ଟି ବାଦାମ ଆରାମରେ ଖାଇପାରିବେ । ଯେଉଁ ମାନଙ୍କୁ ଏସିଡିଟି ରହୁଛି । ସେମାନେ ବାଦାମ ଖାଇବା ଅନୁଚିତ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *