Personality Test- ବସିବାର ଶୈଳୀରୁ ଜଣା ପଡିଥାଏ ସେମାନଙ୍କ ବ୍ୟକ୍ତିତ୍ବ ଓ ସ୍ଵଭାବ, ଜାଣନ୍ତୁ କଣ କୁହେ ଆପଣଙ୍କ ବସିବା ଶୈଳୀ ?

ନମସ୍କାର ବନ୍ଧୁଗଣ । ଅନେକ ଥର ଦେଖା ଯାଇଥାଏ, ଯେତେବେଳେ ଆମେ କାହଜ ସହ ଦେଖା କରିଟହୁ ସେହି ସାମୀରେ ଆମର ବସିବା କଥା କହିବା ଶୈଳୀ ଦେଖି କରି ସେ ଆମର ସ୍ଵଭାବ ବିଷୟରେ ଆକଳନ କରି କହି ଦେଇଥାନ୍ତି । ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇ ପାରନ୍ତି କିନ୍ତୁ ଏହା ସତ ଯେ ଆମର ଶରୀରର ମାଧଜୀ ଏକ ଭାଷା ରହିଥାଏ । ଯାହା ସାହାର୍ଯ୍ୟରେ ଲୋକ ମାନେ ଆମର ବ୍ୟକ୍ତିତ୍ବ କୁ ଜଜ୍ କରିଥାନ୍ତି ।

ବନ୍ଧୁଗଣ ମଣିଷର ବସିବା ଶୈଳୀ ହିଁ ମଣିଷର ବ୍ୟକ୍ତିତ୍ବ ଓ ତାର ସ୍ଵଭାବ ଚିନ୍ତାଧାରା ଆଦି କହି ଦେଇଥାଏ । ବନ୍ଧୁଗଣ ଯଦି ଆପଣ ବସିବା ସମୟରେ ନିଜ ଗୋଡ କୁ ଜଙ୍ଘ ପାଖରୁ ଯୋଡି କରି ଓ ଦ୍ଗୋଦ କୁ ଖୋଲି କରି ବସନ୍ତି । ତେବେ ଆପଣ ମାନେ ଜୀବନରେ ଆଗକୁ ବଢିବାକୁ ଜାଣନ୍ତି ।

ଏହି ଲୋକ ମାନେ ପ୍ରାୟତଃ ନିଜ ଦାୟିତ୍ଵ କୁ ସବୁବେଳେ ଅନ୍ୟର ଉପରେ ଦେଇ ଦେଇଥାନ୍ତି । କିନ୍ତୁ ଏହି ମାନେ ହୃଦୟରୁ ଖୁବ ଭଲ ହୋଇଥାନ୍ତି, ଏହି କାରଣରୁ ଏହିମାନେ ସମସ୍ତ ଙ୍କର ପ୍ରିୟା ପାତ୍ର ହୋଇଥାନ୍ତି । କିନ୍ତୁ ଏହି ମାନଙ୍କର ଏକ ଖରାପ ଅଭ୍ଯାସ ଏହା କି ଏହି ମାନେ ପ୍ରଥମେ କହିଥାନ୍ତି ଏବଂ ପରେ କରିବାକୁ ଚିନ୍ତା କରନ୍ତି ।

ଦ୍ଵିତୟରେ ବନ୍ଧୁଗଣ ଯେଉଁ ମାନେ ଗୋଡ ଉପରେ ଗୋଡ କରି ବସନ୍ତି । ବା ଗୋଡ କୁ ଚଣ୍ଡୀ କି ବାସନ୍ତୀ ସେମାନେ ଖୁବ ସକରାତ୍ମକତା ବିଚାର ରଖୁଥିବା ମଣିଷ ହୋଇଥାନ୍ତି । ଏହି ମାନେ ସବୁବେଳେ ଜୀବନ ରେ ବଞ୍ଚିବା ପାଇଁ ସମସ୍ତ ଙ୍କୁ ଶିଖାଇଥାନ୍ତି । ଏହି ଲୋକ ଙ୍କ ପାଖରେ କଳ୍ପନା କରିବାର ଶକ୍ତି ବହୁ ମାତ୍ରାରେ ଥାଏ । ତାହାଛଡା ଏହି ମାନଙ୍କ ପାଖରେ ସୃଜନତାମ୍କ ଶକ୍ତି ଅଧିକ ଥିବାର ଦେଖାଯାଏ । ତେଣୁ ଏହି ମାନଙ୍କୁ ଜୀବନରେ ଆଗକୁ ବଢିବା ପାଇଁ କେହି ଅଟକାଇ ପାରନ୍ତି ନାହିଁ ।

ତୃତୀୟରେ ଯେଉଁ ମାନେ ନିଜ ଗୋଡ କୁ ସବୁବେଳେ ଖୋଲି କରି ରଖନ୍ତି । ଏହି ମାନଙ୍କର ବିଚାର ଖୁବ ଖୋଲା ପ୍ରକୃତିର ହୋଇଥାଏ । ଏହି ଲୋକ ମାନଙ୍କୁ ଜଣାଥାଏ କି ପ୍ରକୃତ ରେ ମଣିଷ କୁ ଆରମର ଜୀବନ କିପରି ଅତିବାହିତ କରିବା କଥା । ଏହି ମାନେ କୌଣସି ଜିନିଷ ନେବା ପୂର୍ବରୁ ଅନେକ ଥର ବିଚାର କରିଥାନ୍ତି । ଏହି ମାନଙ୍କର  ଏକ ବିଶିଷ୍ଟ ଲକ୍ଷଣ ହେଉଛି ଏମାନେ ସମସ୍ତ ଙ୍କୁ ଏକ ସମାନ ର ଦେଖିଥାନ୍ତି ।

ଚତୁର୍ଥ ରେ ବନ୍ଧୁଗଣ ଯେଉଁ ମାନେ ନିଜ ଜଙ୍ଘ ଓ ଗୋଡ କୁ ଯୋଡି କରି ବସନ୍ତି ସେମାନଙ୍କର ସ୍ଵଭାବ କିଛି ଏହିପାରିଥାଏ କି ଏହି ମାନେ ଡେରି ରେ ଆସିବାକୁ ପସନ୍ଦ କରି ନଥାନ୍ତି ବା ଅନ୍ୟ କେହି ମଧ୍ୟ ଡେରିରେ ଆଶଂସତି ତେବେ ଏହା ଅମଧ୍ୟ ଏମାନଙ୍କୁ ଭଲ ଲାଗି ନଥାଏ ।

ଏ ନିଜର ସମସ୍ତ କାମ କୁ ସମୟ ଓ ନୀତି ନିୟମ ଅନୁସାରେ କରିଥାନ୍ତି । ପଞ୍ଚମ ରେ ଯେଉଁ ମାନେ ନିଜ ଗୋଡ କୁ ବଙ୍କା କରି ବସନ୍ତି, ସେମାନେ କିଛି ମାତ୍ରାରେ ଜିଦି ସ୍ଵଭାବ ର ମଧ୍ୟ ହୋଇଥାନ୍ତି । ଏମାନେ ସମୟ ଓ ଭାଗ୍ୟ ଉପରେ ଅଧିକ ବିଶ୍ବାସ କରିଥାନ୍ତି । ଏହି ମାନଙ୍କର ଚିନ୍ତାଧାରା ଥାଏ କି, ଯାହା ଆମର ପ୍ରାପ୍ତ ର ଯୋଗ୍ୟ ତାହା ଆମକୁ ଉଚିତ ସମୟ ରେ ନିଶ୍ଚୟ ମିଳିଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *