ସକାଳୁ ସକାଳୁ ବାସି ରୁଟି ଖାଇବାର ଫାଇଦା ଦେଖି ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ, ବାସି ରୁଟି ଖାଉଥିଲେ ଜଲ୍ଦି ଦେଖନ୍ତୁ (Health Tips)

ବନ୍ଧୁଗଣ, ଆପଣ ମାନେ ନିଜ ଶରୀରକୁ ସ୍ଵସ୍ଥ ବନାଇବା ନିମନ୍ତେ ଅନେକ ଚେଷ୍ଟା କରିଥାନ୍ତି । ଯଥା ଜିମ ଯାଇଥାନ୍ତି, ବ୍ୟାୟାମ କରିଥାନ୍ତି, ଏହା ସହିତ ସବୁଜ ପନିପରିବା ସେବନ କରିଥାନ୍ତି, ତଥା ଫଳ ଇତ୍ୟାଦି ସେବନ କରିଥାନ୍ତି । ଅଧିକାଂଶ ଲୋକ ଏଭଳି ଅଛନ୍ତି ଯେଉଁମାନେ ବହୁତ ଉପାୟ କୁ ଆପଣେଇ ଥାନ୍ତି । ଏହା ଫଳରେ ସେମାନେ ଏକ ସୁସ୍ଥ ଶରୀର ପାଇଥାନ୍ତି । ମାତ୍ର ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଏହାକୁ ଆପଣ ବହୁତ ସହଜରେ କରି ପାରିବେ ।

ଏଥି ନିମନ୍ତେ ଆପଣଙ୍କୁ ୧ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ହେବ ନାହିଁ । କହିବାକୁ ଗଲେ ସମସ୍ତଙ୍କ ଘରେ ରୋଟି ଅବଶ୍ୟ ବନିଥାଏ । ଯଦି ଆପଣଙ୍କ ଘରେ ରୋଟି ବଞ୍ଚିଯାଇଥାଏ ତେବେ ଆପଣ ତାକୁ କୁକୁର ଙ୍କୁ ଦେଇ ଦିଅନ୍ତି ଅଥବା ଅନ୍ୟତ୍ର ଜାଗାରେ ପକାଇ ଦେଇଥାନ୍ତି । ମାତ୍ର ଯଦି ଆପଣ ବାସୀ ରୋଟି ପକାଇ ଦେଇଥାନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ନିମନ୍ତେ କେତେ ଲାଭ ଦାୟକ ହୋଇଥାଏ ଆପଣ ତାହା ଜାଣି ନଥାନ୍ତି ।

ଆସନ୍ତୁ ଜାଣିବା ବର୍ତ୍ତମାନ ବାସୀ ରୋଟି ର ଫାଇଦା ସମ୍ବନ୍ଧରେ । ଯଦି ଆପଣ ରାତିର ବଞ୍ଚିଯାଇଥିବା ବାସୀ ରୋଟି କୁ କ୍ଷୀର ରେ ମିଶାଇ ସେବନ କରିଥାନ୍ତି, ତେବେ ଆପଣଙ୍କ ଶରୀରକୁ ବହୁତ ଲାଭ ପ୍ରାପ୍ତ ହୋଇଥାଏ ।

ପୂର୍ବ ସମୟରେ ଆମ୍ଭ ପୂର୍ବ ପୁରୁଷ ବାସୀ ରୋଟି ର ସେବନ କରୁଥିଲେ, ଏହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହୁଥିଲା । ଏହା ସହିତ ତାଙ୍କୁ କୌଣସି ପ୍ରକାରର ବେମାରୀ ମଧ୍ୟ ହେଉନଥିଲା । ଏହା ଡାଇବେଟିକ୍ସ ରୋଗୀ ମାନଙ୍କ ନିମନ୍ତେ ଲାଭଦାୟକ ଅଟେ । ଯେଉଁ ମାନଙ୍କୁ ଡାଇବେଟିକ୍ସ ରୋଗ ଅଛି ଯଦି ସେମାନେ ବାସୀ ରୋଟିକୁ କ୍ଷୀର ସହିତ ମିଶାଇ ଖାଇଥାନ୍ତି ତେବେ ତାଙ୍କୁ ଫାଇଦା ମିଳିଥାଏ ।

ବାସୀ ରୋଟି ଏବଂ କ୍ଷୀର ଖାଇବା ଦ୍ଵାରା ବ୍ଲଡ଼ରେ ସୁଗାର ର ମାତ୍ରା କଣ୍ଟ୍ରୋଲ ହୋଇଥାଏ । ବାସୀରୋଟି ରେ କିଛି ଏଭଳି ବ୍ୟାକ୍ଟେରିୟା ରହିଥାନ୍ତି, ଯାହା ଆମ୍ଭ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଲାଭ ଦାୟକ ମାନାଯାଇଅଛି । ବାସୀ ରୋଟି ସ୍ୱାସ୍ଥ୍ୟ ଦୃଷ୍ଟି ରୁ ବହୁତ ଲାଭ ଦାୟକ ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କୁ ଉଚ୍ଚ ରକ୍ତଚାପ ର ସମସ୍ୟା ରହିଅଛି ସେମାନଙ୍କୁ ବାସୀ ରୋଟିର ସେବନ ଥଣ୍ଡା କ୍ଷୀରରେ ମିଶାଇ କରିବା ଆବଶ୍ୟକ । ଏଭଳି କରିବା ଦ୍ଵାରା ଫାଇଦା ମିଳିଥାଏ । ଯେଉଁ ବ୍ୟକ୍ତି ମାନଙ୍କ ପେଟ ସମସ୍ୟା ରହିଅଛି ସେମାନେ କ୍ଷୀର ସହିତ ବାସୀ ରୋଟି ଖାଇଲେ, ସମସ୍ତ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କ ଶରୀର ଦୁର୍ବଳ ରହିଅଛି ସେମାନେ ବାସୀ ରୋଟି କୁ କ୍ଷୀରରେ ମିଶାଇ ସେବାନ କରିବା ଉଚିତ । ଏଭଳି କରିବା ଦ୍ଵାରା ତାଙ୍କ ଶରୀର ସ୍ୱସ୍ଥ୍ୟ ରହିବ । ବନ୍ଧୁଗଣ ଆପଣ ମଧ୍ୟ ବାସୀ ରୋଟି ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *