ବାସି ରୁଟି ଖାଇବାର ଫାଇଦା ଜାଣିଲେ ଆପଣ ବିଶ୍ଵାସ କରି ପାରିବେନି, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଜାଉଅଛୁ ବାସୀ ରୋଟି ଖାଇଲେ ଆମ୍ଭକୁ କଣ ସବୁ ଲାଭ ମିଳିଥାଏ ? ବହୁତ କମ ଲୋକେ ଜାଣିଛନ୍ତି ଯେ ରାତିରେ ତିଆରି ରୋଟି ସକାଳେ ଖାଇଲେ କଣ ସବୁ ଲାଭ ହୋଇଥାଏ । ସାଧାରଣତ ବାସୀ ଜିନିଷ ଖାଇବା ଶରୀର ପକ୍ଷେ ହାନିକାରକ ହୋଇଥାଏ । ରାତିରେ ତିଆରି ହୋଇଥିବା ରୋଟି କୁ ଯଦି ଆପଣ ତାହା ପରଦିନ ସକାଳେ ଖାଇଥାନ୍ତି ତେବେ ତାହା ଶରୀର ନିମନ୍ତେ ବହୁତ ଭଲ ହୋଇଥାଏ । ଆସନ୍ତୁ ଜାଣିବା ଯେଉଁ ମାନଙ୍କର ବ୍ଲଡ଼ପ୍ରେସର ରହିଅଛି ସେମାନେ ସବୁଦିନ ବାସୀ ରୋଟି ଖାଇବା ଆବଶ୍ୟକ ହୋଇଥାଏ ।

ଏହା ଦ୍ଵାରା ଆପଣଙ୍କର ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ରେ ରହିଥାଏ । ବ୍ଲଡ଼ ପ୍ରେସର ରୋଗୀ ସକାଳୁ ବାସୀ ରୋଟିରେ ଥଣ୍ଡା କ୍ଷୀର ପକାଇ ଖାଇଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଛଡା ଯେଉଁ ମାନଙ୍କର ଏସିଡ ରହିଅଛି ସେମାନଙ୍କୁ ମଧ୍ୟ ବାସୀ ରୋଟି ଖାଇବା ଆବଶ୍ୟକ । ସେମାନେ ମଧ୍ୟ ଥଣ୍ଡା କ୍ଷୀର ରହିତ ରୋଟି ସେବନ କରି ପାରନ୍ତି ନଚେତ ଆପଣ ତରକାରୀ ସହିତ ମଧ୍ୟ ରୋଟି ଖାଇ ପାରନ୍ତି । କିନ୍ତୁ ସବୁବେଳେ ବାସୀ ରୋଟି କୁ କ୍ଷୀରରେ ପକାଇ ଖାଇଲେ ଆପଣଙ୍କ ଶରୀର ପକ୍ଷେ ଲାଭ ଦାୟକ ହୋଇଥାଏ ।

ଏହା ଦ୍ଵାରା ଆପଣଙ୍କ ଶରୀରର ତାପମାନ ମଧ୍ୟ ସଠିକ ରହିଥାଏ । ବେଳେ ବେଳେ ଅଧିକ ଗରମ ରେ ବୁଲିଲେ ଆମ୍ଭ ଶରୀରର ତାପମାନ ବିଗିଡି ଯାଇଥାଏ । କିନ୍ତୁ ଯଦି ଆପଣ ନୀତିଦିନ ରୁଟି କ୍ଷୀର ଖାଇଥାନ୍ତି ତେବେ ଏହା ଆପଣଙ୍କ ଶରୀରର ତାପମାନ କୁ ନିୟନ୍ତ୍ରଣ କରି ରଖିଥାଏ । ବାସୀ ରୋଟି ଖାଇଲେ ମଧ୍ୟ ଆପଣଙ୍କ ପେଟ ଜନିତ କୌଣସି ପ୍ରକାରର ରୋଗ ହୋଇ ନଥାଏ । ଯଦି ଆପଣ ଭାବୁଛନ୍ତି ଯେ ବାସୀ ରୋଟି ଖାଇଲେ ଆପଣଙ୍କ ଦେହ ଖରାପ ହେବ ତେବେ ତାହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । କାରଣ ଅନେକ ବୈଜ୍ଞାନିକ ମାନେ ପରୀକ୍ଷା କରି ସାରିଲେଣି ଯେ ବାସୀ ରୋଟି ଆମ୍ଭ ଶରୀର ନିମନ୍ତେ ବହୁତ ଭଲ ଅଟେ ।

ଆପଣ ଏହା ମାନେ ରଖନ୍ତୁ ଯେ ଆପଣ ସବୁଦିନ ୧ ଦିନ ତଳର ରୋଟି ଖାଆନ୍ତୁ । ମାତ୍ର ଅଧିକ ଦିନ ପୁରୁଣା ରୋଟି ଖାଇଲେ ଆପଣଙ୍କ ଶରୀର ଖରାପ ହୋଇଥାଏ । ବନ୍ଧୁଗଣ ଆପଣ ରାତିରେ ବନାଇଥିବା ରୋଟି କୁ ସକାଳେ ଖାଆନ୍ତୁ ଏହା ଆପଣଙ୍କ ଶରୀର ନିମନ୍ତେ ବହୁତ ଲାଭ ଦାୟକ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *