କଣ ଆପଣ ଜାଣିଛନ୍ତି ବାସି ମୁହଁରେ ଉଷୁମ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଗରମ ପାଣି ସେବନ କରିବା ଦ୍ଵାରା ହେଉଥିବା ଲାଭ ସମ୍ବନ୍ଧରେ କହିବାକୁ ଯାଉଅଛୁ ଏହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶରୀରରେ ଏଭଳି ଅନେକ ବେମାରି ରହିଅଛି ଯାହା କାରଣରୁ ଆପଣ ଡାକ୍ତର ଙ୍କ ପାଖକୁ ଯାଇଥାନ୍ତି ଏବଂ ଏଥି ନିମନ୍ତେ ଆପଣ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ମାତ୍ର ସେହି ରୋଗ ମାନ କେବଳ ଗରମ ପାଣି ସେବନ କରିବା ଦ୍ଵାରା ସଠିକ ହୋଇଥାଏ । ବାସୀ ମୁହଁ ରେ ଜଳ ସେବନ କରିବା ଦ୍ଵାରା ଆପଣଙ୍କୁ କେଉଁ ଲାଭ ମିଳିଥାଏ ଆସନ୍ତୁ ଜାଣିବା ତାହା ସମ୍ପର୍କରେ ।

ଯେଉଁ ମାନଙ୍କୁ ଉଚ୍ଚ ରକ୍ତ ଚାପ ର ସମସ୍ୟା ରହିଅଛି ସେମାନଙ୍କ ନିମନ୍ତେ ଏହା ବହୁତ ଲାଭ ଦାୟକ ଅଟେ । ଯଦି କୌଣସି ମନୁଷ୍ୟ ଉଚ୍ଚ ରକ୍ତ ଚାପ ରେ ପୀଡିତ ଅଛନ୍ତି ତାଙ୍କ ପାଇଁ ସକାଳୁ ବାସୀ ମୁହଁ ରେ ଗରମ ପାଣି ସେବନ କରିବା ବହୁତ ଲାଭ ଦାୟକ ଅଟେ । ଆପଣ ୧ ଗିଲାସ ଗରମ ପାଣି ସକାଳୁ ବାସୀ ମୁହଁ ରେ ସେବନ କରନ୍ତୁ ଉଚ୍ଚ ରକ୍ତ ଚାପ ଆପଣଙ୍କର ସଂପୂର୍ଣ୍ଣ ରୂପରେ ଗାୟବ ହୋଇଯିବ ।

ଏହା ସହିତ ସକାଳୁ ଉଠି ଆପଣ ବେଳ ପାତ୍ର ଖାଆନ୍ତୁ ଏହା ଦ୍ଵାରା ଉଚ୍ଚ ରକ୍ତଚାପ ନର୍ମାଲ ହୋଇଯିବ । ଯେଉଁ ଲୋକମାନେ ବାସୀ ମୁହଁ ରେ ଗରମ ପାଣି ସେବନ କରନ୍ତି ସେମାନଙ୍କ କିଡ୍ନି ତଥା ଷ୍ଟୋନ ଭଳି ସମସ୍ୟା ଆଦୌ ଦେଖାଯିବ ନାହିଁ । ଏହି ସମସ୍ୟା ସେମାନଙ୍କୁ ହୋଇଥାଏ ଯେଉଁ ମାନେ ସକାଳେ ବାସୀ ମୁହଁ ରେ ଗରମ ପାଣି ସେବନ କରି ନଥାନ୍ତି । ବାସୀ ମୁହଁ ରେ ଗରମ ପାଣି ସେବନ କରିବା ଦ୍ଵାରା କିଡ୍ନି ଡେଟୋକ୍ସ ହୋଇଥାଏ ।

କିଡ୍ନି ଡେଟୋକ୍ସ ହେବା ଦ୍ଵାରା କିଡ୍ନି ରେ କେବେ ମଧ୍ୟ ପଥର ବନିବ ନାହିଁ । ଏଥିପାଇଁ ଆପଣଙ୍କୁ ବାସୀ ମୁହଁ ରେ ଗରମ ପାଣି ସେବନ କରିବା ଆବଶ୍ୟକ । ଆପଣଙ୍କ କିଡ୍ନି ସଫା ରହିବ ତ ଆପଣଙ୍କୁ କିଡ୍ନି ଷ୍ଟୋନ କେବେ ମଧ୍ୟ ହେବ ନାହିଁ । ଯଦି ଆପଣଙ୍କର ମୋଟାପଣ ବଢୁଅଛି ତେବେ ଶେଠୀ ନିମନ୍ତେ ବାସୀ ମୁହଁ ରେ ଗରମ ପାଣି ସେବନ କରିବା ଅତ୍ୟନ୍ତ ଆବଶ୍ୟକ । ଆପଣ ଲଗାତାର ଏପରି ସେବନ କରି ଦେଖନ୍ତୁ ୫ ରୁ ୧୦ କିଲୋ ଓଜନ ଆପଣଙ୍କର ନିଶ୍ଚିତ କମିଯିବ ।

ଆପଣଙ୍କୁ ଖାଦ୍ୟପଦାର୍ଥ କିଛି ଛାଡିବା ଆବଶ୍ୟକ ନୁହେଁ କେବଳ ବାସୀ ମୁହଁ ରେ ଗରମ ପାଣି ସେବନ କରନ୍ତୁ ।  ଯଦି ଆପଣଙ୍କ ମୁହଁ ରେ ବ୍ରଣ ଅଛି ତେବେ ଆପଣ ବାସୀ ମୁହଁ ରେ ଗରମ ପାଣି ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ବ୍ରଣ ମଧ୍ୟ କମିବାକୁ ଲାଗିବ । ସାଧାରଣତ ଏହି ବସି ମୁହଁ ରେ ଗରମ ପାଣି ସେବନ କରିଲେ ଆପଣଙ୍କ ଶରୀର ତେଜବାନ ହୋଇ ଉଠିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *