ବାପା-ମା’ ଙ୍କ ସେବା କରିବା ଦ୍ଵାରା କେଉଁ ପୁଣ୍ୟ ମିଳେ ? (Story Of God Vitthal)

ଆଜିର ସାଂପ୍ରତିକ ସମାଜରେ ପ୍ରତ୍ଯେକ ଘରେ ପୁଅ ବୋହୁ ମାନେ ନିଜର ପିତା ମାତା ଙ୍କ ସହ ଯେପରି ବ୍ୟବହାର ମାନ କରୁଛନ୍ତି ଯାହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ଆଜି ଆମେ ଏହି ବିଷୟ କୁ ନେଇ ଆପଣ ଙ୍କ ପାଇଁ ନେଇଆସିଛୁ ଯାହାଦ୍ୱାରା ଆପଣ ଜାଣି ପାରିବେ, ବାପା ମା ଙ୍କର ସେବା କରିବା ଦ୍ଵାରା ଆପଣ କେଉଁ ପୂଣ୍ୟ ମିଳିପାରିବ । ବନ୍ଧୁଗଣ ପିତା ମାତା ଙ୍କର ସେବା କରିବା ଦ୍ଵାରା କିଭଳି ଫଳ ପ୍ରାପ୍ତ ହୋଇଥାଏ ଏହି ସମ୍ବନ୍ଧରେ ପରମ ପ୍ରସିଦ୍ଧ ପବିତ୍ର ପଦ୍ମ ପୂରଣ ରେ ଏକ  ସୁନ୍ଦର ସତ୍ୟଘଟଣା ଟି ବିଷୟରେ ବର୍ଣ୍ଣନା ହୋଇଅଛି ।

ବନ୍ଧୁଗଣ କଳିଯୁଗର ପ୍ରାରମ୍ଭିକ ସମୟରେ ମହାରାଷ୍ଟ୍ରର ଏକ ସ୍ଥାନ ପଣ୍ଢରପୁର ରେ ଏକ ବୈଷ୍ଣବ ବ୍ରାହ୍ମଣ ପରିବାର ରେ ପୁଣ୍ଡଳିକ ନାମରେ ଏକ ପୁତ୍ର ଜନ୍ମ ହେଲା ଇଶ୍ଵର ଙ୍କ  ପରେ ପିତା ମାତା ଦୁହିଁ ଙ୍କ ପାଇଁ ତାଙ୍କର ପୁତ୍ର  ହିଁ ସବୁକିଛି ଥିଲା । ପିତା ମାତା ଙ୍କ ସହ ପୁତ୍ର ମଧ୍ୟ ଇଶ୍ଵର ଭକ୍ତି ରେ ସବୁବେଳେ ମଗ୍ନ ରହୁଥିଲା ।

ପିଲା ଦିନରୁ ଇଶ୍ଵର ଭକ୍ତି ରେ ତତତ୍ପର ହୋଇ ରହୁଥିବା ପୁଣ୍ଡଳିକ ନିଜର ଯୁବା ସମୟରେ ଦିନେ କୁସଙ୍ଗରେ ପଡି ସୁ ମାର୍ଗରୁ ଜୀବନରେ କୁମାର୍ଗ କୁ ଆସିଗଲା । ଏପରି କି ଇଶ୍ଵର ଆରାଧନା ମଧ୍ୟ ଛାଡିଉ ଦେଲା ଓ ନିଜର ପିତା ମାତା ଙ୍କୁ ଅସମ୍ମାନ ମଧ୍ୟ ଅକରିବାକୁ ଲାଗିଲା । ପୁତ୍ର ପୁନଦଳିକ ର ଏପରି ଆଚରଣ ଦେଖି ପିତା ମାତା ପୁଣ୍ଡଳିକର ବିବାହ କରିବାକୁ ସ୍ଥିର କରି ତାର ବିବାହ କରାଇ ଦେଲେ ।

କିନ୍ତୁ ବିବାହ ପରେ ପୁଣ୍ଡଳିକ ନିଜ ପତ୍ନୀ ଙ୍କ ସହ ମିଶି ପିତା ମାତା ଙ୍କୁ ଆହୁରି ଦୁଃଖ କଷ୍ଟ ଦେବାକୁ ଆରମ୍ଭ କରିଦେଲେ । ଏପରିକି ନିଜ ପିତା ମତ ଙ୍କ ଉପରେ ମିଛ ଆରୋପ ଲାଗି ତାଙ୍କୁ ଗହରୁ ମଧ୍ୟ କାଢି ଦେଲେ କିଛି ଦିନ ପରେ ନିଜର କରିଥିବା କୁକର୍ମ ଯୋଗୁଁ ପୁନଦଳିକ ଜୀବନରେ ଆଉ କିଛି ରହିଲା ନାହିଁ । ଏପରିକୀ ପତ୍ନୀ ମଧ୍ୟ ଛାଡି ଚାଲିଗଲେ । ପୁନଦଳିକ ଦିନେ ଜଙ୍ଗଲ ପଥ ଦେଇ ଯାଉ ଯାଉ କୁକୁଟ ରୁଷି ଙ୍କର ଆଶ୍ରମ ରେଜାଇ ପହଞ୍ଚିଲେ । ସେଠାରେ ସେ ଯାଇ ଦେଖାଇ ତିନି ଜଣ ସୁନ୍ଦରୀ ମହିଳା ।

ଯେଉଁ ମାନେ ସାକ୍ଷାତ ଦେବୀ ଭଳି ପ୍ରତୀତ ହେଉଥାନ୍ତି । ସେମାନଙ୍କୁ ତାଙ୍କର ପରିଚୟ ପଚାରି ଜାଣିଲେ ସେମାନେ ହେଉଛନ୍ତି ସାକ୍ଷାତ ଗଙ୍ଗା ଯମୁନା ଓ ସରସ୍ଵତୀ । ଯେଉଁ ମାନଙ୍କ ଠାରେ ସ୍ନାନ କରି ସମଗ୍ର ଲୋକ ନିଜର ପାପ ଧୋଇ ଥାନ୍ତି, ସେହି ପାପ ଗୁଡିକୁ ଧୋଇବା ପାଇଁ ଏହି ତ୍ରି ଦେବୀ ପ୍ରତିବର୍ଷ କୁକୁଟ ରୁଷି ଙ୍କର ଆଶ୍ରମ କୁ ଆସି କୁକୁଟ ରୁଷି ଙ୍କ ର ସେବା କରିଥାନ୍ତି ।

ଏହା ଶୁଣି ପୁଣ୍ଡଳିକ ଆଶ୍ଚର୍ଯ୍ୟ ହୋଇ ନିଜର କୁକୁଟ ରୁଷି ଙ୍କର ଦର୍ଶନ କରି ତାଙ୍କୁ ପଚାରିରିଲେ ତାଙ୍କଠାରେ ଏପରି ପ୍ରଭାବ କିପରି ଆସିଲା । ଏହାର ଉତ୍ତର ରେ କୁକୁଟ ରୁଷୀୟ କହିଲେ ସେ କିଛି ତପ ହୋମ କରି ନାହାନ୍ତି । ସେ କେବଳ ତାଙ୍କର ପିତା ମାତା ଙ୍କର ସେବା ହିଁ କରନ୍ତି । ଏହାଦ୍ଵାରା ହିଁ ତାଙ୍କ ଠାରେ ଏପରି ପ୍ରଭାବ ଆସିଅଛି ଯାହା ଦ୍ଵାରା ତ୍ର୍ରି ଦେବୀ ପ୍ରତିବର୍ଷ ତାଙ୍କ ନିକଟରେ ନିଜ ପାପ ଧୋଇବାକୁ ଆସିଥାନ୍ତି ।

ଏହା ଶୁଣି ପୁଣ୍ଡଳିକ ତାଙ୍କ ଭୁଲ ବୁଝି ପାରି କୁକୁଟ ରୁଷି ଙ୍କର ଆଶୀର୍ବାଦ ନେଇ ନିଜର ପିତା ମାତା ଙ୍କୁ ଖୋଜି ତାଙ୍କର ସେବା ଅକରିବାକୁ ଲାଗିଲେ ତାଙ୍କର ସେବା ଦେଖି ସ୍ଵୟଂ ଭଗବାନ ଦ୍ଵାରିକା ରୁ ତାଙ୍କୁ ଭେଟିବାକୁ ଦିନେ ତାଙ୍କର ଗହରକୁ ଆସଲେ । ସେହି ଦିନ ଭଗବାନ ଆସିବା ସମୟରେ ମଧ୍ୟ ପୁଣ୍ଡଳିକ ନିଜ ପିତା ମାତା ଙ୍କର ସେବା କରୁଥିଲେ । ଭଗବାନ ଙ୍କର ସେବା କରୁଥିବା ହେତୁ ପୁଣ୍ଡଳିକ ପିତା ଆମ୍ଟ ଙ୍କୁ ଛାଡି ତାଙ୍କ ନିକଟ କୁ ଯାଇ ପାରିଲେନି । ଏହା ଦେଖି  ଭଗବାନ ନିଜେ ପୁଣ୍ଡଳିକ ପାଇଁ ପ୍ରତୀକ୍ଷା କଲେ ।

ସେହି ସମୟରେ ପୁଣ୍ଡଳିକ ଭଗବାନ ଙ୍କୁ ବସିବା ଆପୀନ ଏକ ଇଟା ଦେଇଥିଲା ଜହକୁ କି ମାରାଠି ଭାଷାରେ ବିଆଇଟି ବୋଲି କୁହାଯାଇଥାଏ । ଏହି କାରଣରୁ ସେହି ସ୍ଥାନରେ ଭଗବାନ ଙ୍କର ନାମ ବିଠଲ ଦେବ ରୂପରେ ସ୍ଥିତ ହୋଇଛି ଯାହାକିଉ ଆଜି ମଧ୍ୟ ସେହି ପ୍ରସିଦ୍ଧ । ତେବେ ବନ୍ଧୁଗଣ ଶୁଣିଲେ ତ ଭକ୍ତ ପୁଣ୍ଡଳିକ ଙ୍କର ବିଷୟରେ କିପରି ତାଙ୍କର ପିତା ମାତା ଙ୍କର ସେବା ଦେଖି ସ୍ଵୟଂ ଭଗବାନ ତାଙ୍କ ନିଆକ୍ଟ କୁ ଚାଲି ଆସିଥିଲେ ।

ତେବେ ବନ୍ଧୁଗଣ ପିତା ମତ ଙ୍କର ସେବା ଠାରୁ ଦୁନିଆ ରେ ଆଉ କିଛି ଶ୍ରେଷ୍ଠ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ଆଜିର ପ୍ରସଙ୍ଗ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *